Latest Odisha News

BREAKING NEWS

Browsing Category

ଫିଚର

ଟଙ୍କା ବଦଳରେ ପଥର ଦେଇ କିଣନ୍ତି ମୂଲ୍ୟବାନ୍‌ ଜିନିଷ, ପଥର ପଛରେ କ’ଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଜିନିଷ କିଣିବା ପାଇଁ ଦରକାର ପଡ଼େନି କୌଣସି କାଗଜର ନୋଟ୍‌ କି ମୁଦ୍ରା  । ପଥର ଦେଲେ ମିଳିଥାଏ ଜିନିଷ । ଆଜିକା ଦୁନିଆରେ କୌଣସି ଜିନିଷ କିଣିବାକୁ ହେଲେ ଆମେ ଟଙ୍କା ଦେଇ ଜିନିଷ କିଣିଥାଉ । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପଥର ମୁଦ୍ରାର ପ୍ରଚଳନ ରହିଛି ।…

ନବଙ୍କ ଦେହରେ ବାଜିଥିଲା କେତୋଟି ଗୁଳି ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପୋଷ୍ଟ ମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ଡାକ୍ତର । ଯେଉଁ ରିପୋର୍ଟରେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ରହିଛି । ନବ ଦାସଙ୍କୁ କେଉଁ ସମୟରେ ଗୁଳି…

ପଠାନ ଯୋଗୁ ବଂଚିଗଲା ଶାହାରୁଖଙ୍କ କ୍ୟାରିୟର, ୧୦ ବର୍ଷ ହେବ ପ୍ରଶଂସକଙ୍କୁ କରୁଥିଲେ ନିରାଶ

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ଭାବେ ପରିଚିତ ଶାହାରୁଖ ଖାଁ ଏବେ ପୁନର୍ବାର ଚର୍ଚ୍ଚାରେ । ପଠାନ ଫିଲ୍ମର ସଫଳତା ଶାହାରୁଖଙ୍କ ୧୦ ବର୍ଷ ଏବଂ ଦୀପିକା ପାଦୁକୋନଙ୍କ ୫ ବର୍ଷର ଖରାପ କ୍ୟାରିୟରକୁ ସଜାଡିବାରେ ସହାୟ ହେଉଛି । ପଠାନ ପୂର୍ବରୁ ଚେନ୍ନାଇ ଏକ୍ସପ୍ରେସ ଛାଡିଦେଲେ ଶାହାରୁଖ ସେଭଳି ବଡ…

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ଭାରତ ଆଧୁନିକତାର ସ୍ୱର୍ଣ୍ଣିମ ଅଧ୍ୟାୟ ରଚିବ

ନୂଆଦିଲ୍ଲୀ:ଆଜିଠୁ ଆାରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି କହିଥିଲେ, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରି ସାରିଛି । ଏବେ ସ୍ୱାଧୀନତାର ଅମୃତ କାଳ । ଆଗାମୀ…

ସଂସଦରେ ଉପସ୍ଥାପିତ ହେଲା ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ସହ ପ୍ରଥମ ଦିନରେ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ବର୍ଷରେ ବିକାଶ ଦର ୬ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି ।…

ବସ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ୪ ଜଣଙ୍କ ଜୀବନ

ଅହମ୍ମଦାବାଦ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବଡ଼ ଅଘଟଣ ।  ଭାରସାମ୍ୟ ହରାଇ ବସ୍‌ କୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ଦହନୁ ଅଞ୍ଚଳରେ ଏହି ଦୁର୍ଘଟଣାଟି ଘଟିଛି।…

ସାଧୁ ବେଶରେ ଭିକ ମାଗୁଥିଲେ ୬ ମୁସଲିମ୍ ଯୁବକ, ଲୋକେ ଧରି ପିଟିଲେ

ପାଟଣା: ଭାରତରେ ଭିକ୍ଷା ବୃତ୍ତି ଏକ ସାଧାରଣ କଥା । ଅନେକ ଠାକୁରଙ୍କୁ ଧରି ରାସ୍ତାଘାଟରେ ଟଙ୍କା ମାଗନ୍ତି । ବିହାରର ନୱାଦା ଜିଲ୍ଲାରେ ସାଧୁସନ୍ଥ ବେଶରେ ଭିକ୍ଷା ମାଗୁଥିବା ୬ ଜଣ ମୁସଲିମ୍ ଯୁବକ ଧରା ପଡ଼ିଛନ୍ତି । ସାଧୁ ବେଶରେ ଥିବା ୬ ମୁସଲମାନ୍ ଯୁବକଙ୍କୁ ଭଲ କରି ଛେଚିଛନ୍ତି ଲୋକେ ।…

ଗୁଜରାଟରେ ପ୍ରଶ୍ନପତ୍ର ଲିକ୍‌, ଓଡ଼ିଶାରେ ଗିରଫ

ମାଲକାନାଗିରି : ସାମ୍ନାକୁ ଆସିଲା ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଛି । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି । ସେ…

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଆସନ୍ତାକାଲି କେନ୍ଦ୍ରର ମୋଦି ସରକାର ସଂସଦରେ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ନିର୍ବାଚନ ବର୍ଷର ବଜେଟରୁ ଗରିବ ଓ ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ଆଶା କରାଯାଉଛି ବଜେଟରେ ସାମାଜିକ ସୁରକ୍ଷା…

ବକ୍ସ ଅଫିସ୍‌ର ବାଜିଗର ବନିଲେ ଶାହାରୁଖ

ବ୍ୟୁରୋ : ଦୁନିଆ ସାରା ଲୋକ ଏବେ ଶାହାରୁଖଙ୍କ କ୍ରେଜରେ ଦିୱାନା । ଶାହାରୁଖଙ୍କ ଏହି ସଫଳତା ବକ୍ସ ଅଫିସରେ ତାଙ୍କୁ ବାଜିଗର କରି କରିଛି । ଜବରଦସ୍ତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ଏବେ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି।…