Latest Odisha News

BREAKING NEWS

Browsing Category

ଫିଚର

କେସିଆରଙ୍କ ମିଶନ ଓଡ଼ିଶା, କିଏ କିଏ ହେଲେ BRSରେ ସାମିଲ୍ ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଲଚଲ୍ । ଏଣ୍ଟ୍ରି ମାରିଲେ କେସିଆର୍ । ୨୦୨୪ରେ ବଦଳିବ କି ଓଡ଼ିଶା ରାଜନୀତିର ଗତି ? ଚାଷୀ ବହୁଳ ରାଜ୍ୟ ଓଡ଼ିଶାରେ ପାଦ ଥାପିଛି କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି । ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ…

ବସନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ସିଏବି, ଓସିଏ

କଲିକତା: ଓଡିଶାର ଅଭିଜ୍ଞ ପେସ ବୋଲର ବସନ୍ତ ମହାନ୍ତି ବେଙ୍ଗଲ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି । ରଣଜୀ ଟ୍ରଫିର ଏହି ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ବେଙ୍ଗଲକୁ ପରାସ୍ତ କରିଛି । ଶୁକ୍ରବାର ଓଡିଶା କ୍ରିକେଟ ଆସୋସିଏଶନ ବସନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।…

ହକି ବିଶ୍ୱକପ୍ ସେମି ଫାଇନାଲରେ କଳିଙ୍ଗ ଷ୍ଟାଡିୟମ୍ ଖାଁ ଖାଁ

ଭୁବନେଶ୍ୱର: ହକି ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ଏକଥା ଆମେ କହୁନୁ ବରଂ ଅପରାହ୍ଣ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଦର୍ଶକଙ୍କ ଅନୁପସ୍ଥିତି…

ଧୋନୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ନାମ ଲେଟସଗେଟ ମ୍ୟାରେଡ

ମୁମ୍ବାଇ:ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି । ୨୦୧୯ରେ ସେ ଧୋନୀ ଏଂଟରଟେନମେଂଟ ନାମକ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ । ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଏହାକୁ ମିଳିତ ଭାବେ ଚଳାଉଛନ୍ତି…

ବିବିସି ଡକ୍ୟୁମେଣ୍ଟରି ବିବାଦ: ଗିରଫ ହେଲେ ଦିଲ୍ଲୀ ୟୁନିଭର୍ସିଟି ଫାକଲ୍ଟି ଅଫ ଆର୍ଟସର ଛାତ୍ର

ନୂଆଦିଲ୍ଲୀ: ୨୦୦୨  ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଏକ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଏଥିରେ ଦଙ୍ଗା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀକୁ ଭାରତରେ ବିରୋଧ କରିବା…

ରଣଜୀ ଟ୍ରଫି: ବେଙ୍ଗଲକୁ ହରାଇ ଓଡିଶା ଟିମ ବସନ୍ତ ମହାନ୍ତିଙ୍କୁ ଦେଲା ସ୍ମରଣୀୟ ବିଦାୟ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ତାର ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଟେବୁଲ ଟପର ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଛି । ଓଡିଶାର ଏହି ବିଜୟ ସହ ପେସ ବୋଲର ବସନ୍ତ ମହାନ୍ତିଙ୍କ କ୍ୟାରିୟରର ଶେଷ ମ୍ୟାଚ ସ୍ମରଣୀୟ ହୋଇପଡିଛି । ଯୁବ ପେସର ସୁନୀଲ ରାଉଳ ଏହି ମ୍ୟାଚରେ ୧୧୫…

ଦୁଇ ବିଧବାଙ୍କ କାନ୍ଧରେ ପରିବାରର ବୋଝ, ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର

ନବରଙ୍ଗପୁର: ବଖରାଏ ଘର, ୫ ପ୍ରାଣୀର କୁଟୁମ୍ବ । ପାଇଖାନାରେ ଖାଦ୍ୟ ରାନ୍ଧି ଖାଉଛନ୍ତି ପରିବାର । ରାଜ୍ୟରେ ଆବାସକୁ ନେଇ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ନେତାଙ୍କ ଇଚ୍ଛାଶକ୍ତି ଓ ପ୍ରଶାସନର ପାରିବା ପଣିଆ ଉପରେ ଏ ଦୃଶ୍ୟ ପ୍ରଶ୍ନ ଉଠାଉଛି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବା ବେଳେ ଏବେ…

୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଭାରତ

ପୋଚେଷ୍ଟ୍ରୁମ: ଭାରତୀୟ ଟିମ ଚଳିତ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରଇ ୧୦୭ ରନ କରିଥିଲା ।…

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ଖଣି ଦୁର୍ନୀତି ମାମଲା, ୫ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଇଡି ଖୋଲୁଛି ଖଣି ଫାଇଲ୍ । ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ପ୍ରାୟ ୫ ଘଣ୍ଟାର ଜେରା ପରେ ବ୍ରଜ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରି ଥିବା ବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଏହା ପୂର୍ବରୁ ଗତ ୨୦…