Latest Odisha News

BREAKING NEWS

Browsing Category

ଫିଚର

‘କମ୍ ସାକ୍ଷରତା ଖରାପ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ’

ନୂଆଦିଲ୍ଲୀ: ଆଜିର ସମାଜରେ ଅବସାଦ ବା ମାନସିକ ସ୍ୱାସ୍ଥ୍ୟ ଖରାପ ରହିବା ସାଧାରଣ କଥା ହୋଇଗଲାଣି। କିନ୍ତୁ କେଉଁମାନେ ଅଧିକାଂଶ ଏପରି ରହୁଛନ୍ତି ତାର ଏକ ଅନୁଶୀଳିନ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି କମ୍ ପାଠୁଆ ବ୍ୟକ୍ତିଙ୍କ ଠାରେ ଅଧିକ ମାନସିକ ଅବସାଦ ରହୁଛି। ଭାରତ ସମେତ ନଅଟି…

ମୋଦୀ, ମନମୋହନ, ବାଜପେୟୀ, ଇନ୍ଦିରାଙ୍କ ମଧ୍ୟରେ କିଏ ଭଲ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ସି ଭୋଟର ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବା ଚେହେରା ଉପରେ ଏକ ସର୍ଭେ କରିଛି ଯେଉଁଥିରେ ଦେଶର ଭଲ ପ୍ରଧାନମନ୍ତ୍ରୀ ଥିବା ଲୋକଙ୍କଠାରୁ ଜାଣିବାକୁ ଚେଷ୍ଟା କରାଯାଇଛି। ଏହି ସର୍ଭେରେ ନରେନ୍ଦ୍ର ମୋଦୀ, ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ ଏବଂ…

ତେଜୁଛି ନୀତୀଶ-କୁଶଓ୍ୱା କଳି, ବିଜେପି ଦେଲା ଅଫର

ପାଟଣା: ଉପେନ୍ଦ୍ର କୁଶୱାଙ୍କୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ କନ୍ଦଳ ଦେଖାଦେଇଛି। ଗୋଟିଏପଟେ ଉପେନ୍ଦ୍ର କୁଶୱା ଖୋଲାଖୋଲି ଭାବେ ଦଳରେ ତାଙ୍କର ଅଂଶୀଦାର ମାଗୁଛନ୍ତି ଏବଂ ଏଥିରେ ଅଂଶଗ୍ରହଣ ନକରି ସେ ଦଳ ଛାଡିବେ ନାହିଁ ବୋଲି କହୁଥିବାବେଳେ ନୀତୀଶ କୁମାର…

ଜେଏନୟୁରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପଛରେ ‘ବାହାର ଲୋକ’?

ନୂଆଦିଲ୍ଲୀ: ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ସାରା ଦେଶରେ ବିବାଦ ତେଜୁଥିବା ବେଳେ ଏକ ନୂୂଆ ଦିଗ ସାମ୍ନାକୁ ଆସିଛି। ଦିଲ୍ଲୀ ଜେଏନୟୁରେ ଏହାକୁ ନେଇ ବିବାଦ ତେଜୁଥିବା ବେଳେ ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ଯେ 'ବାହାର ଲୋକ' ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲା ମୋବାଇଲ ଚୋର: ହସ୍‌ପିଟାଲ୍‌ରେ ଚୋରି କରି ଲୋକଙ୍କୁ ହଇରାଣ କରୁଥିଲା

କୋରାପୁଟ: ଧରାପଡ଼ିଲା ମୋବାଇଲ ଚୋର। ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ମୋବାଇଲ ଚୋରି କରି ଲୋକଙ୍କୁ ରୋଗୀ ଓ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଚୋରକୁ ଆଜି ଧରିଛି କୋରାପୁଟ ପୁଲିସ୍। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ଠାରୁ ୫୧ ମୋବାଇଲ ଫୋନ୍ ଜବତ୍…

ରାସ୍ତାରେ ଯାଉଥିବା ବେଳେ ଚକା ବାହାରିଯିବାରୁ ଓଲଟିଲା ବସ, ୧୨ରୁ ଅଧିକ ଆହତ

ଭଦ୍ରକ: ମଝି ରାସ୍ତାରେ ଯାଉଥିବା ବେଳେ ବସ୍‌ରୁ ବାହାରିଗଲା ଚକା। ନିୟନ୍ତ୍ରଣ ହରାଇ ଖାଲରେ ଓଲଟିପଡ଼ିଲା ଯାତ୍ରୀବାହୀ ବସ। ଭଦ୍ରକ ମଞ୍ଜୁରୀରୋଡ୍‌ରେ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

ମଦ୍ୟପାନ ଓ ଇଣ୍ଟରନେଟ ପ୍ରତି ବଢୁଥିବା ଆଗ୍ରହ ପଛର କାରଣ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଦୁନିଆରେ ଛୋଟ ଛୁଆଠୁ ବୃଦ୍ଧ ଅଧିକାଂଶ ବହିର ପୃଷ୍ଠା ଅପେକ୍ଷା ମୋବାଇଲ ସ୍କ୍ରିନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦିନରାତି ଡାଟା କନଜ୍ୟୁମରେ ଯେପରି ପ୍ରତିଯୋଗିତା ଲାଗିଲାଣି। ଯାହାକି ଏକ ପ୍ରକାର ଖରାପ ବୋଲି କୁହାଗଲାଣି। କାରଣ ଇଣ୍ଟରନେଟ ପାଇଁ…

ନୈରାଶ୍ୟଜନକ ପ୍ରଦର୍ଶନ, ରାଞ୍ଚିରେ ଭାରତକୁ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି -୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଭାରତକୁ ହରାଇଛି। ଯଦିଓ ଟିମ୍ ଇଣ୍ଡିଆର ୱାଶିଂଟନ୍ ସୁନ୍ଦର ଦଳ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ହେଲେ ଦଳ ହାରିଛି। ସୁନ୍ଦର…

ଫ୍ୟାନଙ୍କ ଫୋନ୍ ଫିଙ୍ଗିଦେଲେ ରଣବୀର କପୁର!

ମୁମ୍ବାଇ: ବଲିଉଡର ଅନ୍ୟତମ ଆଗଧାଡିର ଅଭିନେତା ହେଉଛନ୍ତି ରଣବୀର କପୁର। ଏବେ ବୋଧହୁଏ ତାଙ୍କର ମନ ଭଲ ନାହିଁ। ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଏଭଳି ଏକ ଅନୁଭବ ହେଉଛି। ଭିଡିଓରେ ଜଣେ ପିଲା ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛି। ପ୍ରଥମେ ରଣବୀର କପୁର ସେଲଫି ପାଇଁ…

ହକି ବିଶ୍ୱକପ: ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।…