Latest Odisha News

BREAKING NEWS

Browsing Category

ଫିଚର

ମହଙ୍ଗା ହେବ ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ

ନୂଆଦିଲ୍ଲୀ: ସୁନା ଗହଣା ଯଦି କିଣିବାର ଅଛି ତେବେ ଏବେ ହିଁ କିଣି ନିଅନ୍ତୁ। ନହେଲେ ଆଗକୁ ଦର ହୁ ହୁ ହୋଇ ବଢ଼ିବ। କାରଣ କେନ୍ଦ୍ର ସରକାର ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧…

୫୬ ହଜାର ପାର୍ ହେଲା ସୁନା ମୂଲ୍ୟ; ଚଳିତ ବର୍ଷ ଶେଷ ସୁଧା ୧୦ ଗ୍ରାମ ପ୍ରତି ଛୁଇଁପାରେ ୬୪ ହଜାର

ନୂଆଦିଲ୍ଲୀ: ୨୦୨୩ ଆରମ୍ଭରୁ ମହଙ୍ଗା ହେଲା ସୁନା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ ଅନୁସାରେ,ଆଜି( ଜାନୁଆରୀ ୯) ଦିଲ୍ଲୀ ସରଫା ବଜାରରେ ସୁନା ମୂଲ୍ୟ ୭୪୯ ଟଙ୍କା ବଢ଼ିଛି। ମୂଲ୍ୟ ବୃଦ୍ଧିକୁ ମିଶାଇ ବର୍ତ୍ତମାନ ସୁନା ମୂଲ୍ୟ ୫୬ ହଜାର ୩୩୬ ଟଙ୍କା ହୋଇଛି।…

ଅର୍ଶ ଡଲ୍ଲାଙ୍କୁ ଆତଙ୍କବାଦୀ ଘୋଷିତ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଇଏସଆଇ ସମର୍ଥୀତ ଖଲିସ୍ତାନ ଟାଇଗର ଫୋର୍ସର ସହଯୋଗୀ ଅର୍ଶଦୀପ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ଗୃହ ମନ୍ତ୍ରଣାଳୟ ୟୁଏପିଏ ନିୟମ ଅନୁସାରେ ଆତଙ୍କବାଦୀ ଭାବେ ଘୋଷିତ କରିଛି । ଆଇଏସଆଇ ଇଶାରରେ ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ଡଲ୍ଲା କାନାଡାରେ ରହୁଥିବା…

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…

ପନ୍ତଙ୍କ ଦୁର୍ଘଟଣା ଖବର କଭରେଜ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସଡକ ଦୁର୍ଘଟଣା ଖବର ପରିବେଷଣ ନେଇ କେତେକ ଟିଭି ଚ୍ୟାନେଲ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚ୍ୟାନେଲଗୁଡିକ ନିୟମ ମୁତାବକ କାର୍ଯ୍ୟ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ପନ୍ତଙ୍କ ଦୁର୍ଘଟଣା…

ସରକାରୀ ଧନ ନୁହେଁ ନିଜ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: RTI ରିପୋର୍ଟ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ ନିଜ ଚିକିତ୍ସା ଖର୍ଚ୍ଚ ନିଜେ କରିଛନ୍ତି। ସରକାରୀ ରାଜକୋଷରୁ ଏଥିପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇ ନାହିଁ। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି। ପୁଣେ ସ୍ଥିତି ଆର୍‌ଟିଆଇ କର୍ମୀ ପ୍ରଫୁଲ ସାରଦା ଆର୍‌ଟିଆଇ…

ଅର୍ଚ୍ଚନା ନାଗ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ୪ ଅଭିଯୁକ୍ତ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ…

ନାଁ ତ ଶୁଣିଥିବେ ଅମିତ ରୋହିଦାସ……

ସୁନ୍ଦରଗଡ: ଭାରତୀୟ ହକିର ଜଣାଶୁଣା ନାମ ହେଲେ ଅମିତ ରୋହିଦାସ । ରାଜ୍ୟଗୋଷ୍ଠୀ କ୍ରୀଡା (୨୦୨୨), ୨୮ତମ ସୁଲତାନ ଆଜଲାନ ଶାହ କପ, ୨୦୧୮ ଚାମ୍ପିୟନ୍ସ ଟ୍ରଫି, ୨୦୧୬ ହକି ୱାର୍ଲ୍ଡ ଲିଗ ଓ ଏସିଆ କପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଜଣେ ଭଲ ଡିଫେଣ୍ଡର ଭାବେ ଦେ ଭାରତୀୟ ଦଳରେ ନିଜସ୍ୱ ଏକ ଛାପ…

ଅଧରାତିରେ ଭଙ୍ଗାରୁଜା ପରେ ପିକନିକ୍ ପଳାଇଥିଲେ, ୩୪ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି ପୋଲିସ । ଛକ ଛକରେ ଚେକିଂ ଚାଲିଛି । ରାଜଧାନୀରେ କଡ଼ା ସୁରକ୍ଷା ସତ୍ତ୍ୱେ ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଶନିବାର ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ବାରରେ ଭଙ୍ଗାରୁଜା…

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର…