Latest Odisha News

BREAKING NEWS

Browsing Category

ଫିଚର

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି । ଗତ ବର୍ଷ ସେପ୍ଟମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସେ ଆଘାତପ୍ରାପ୍ତ ହୋଇ ଦଳରୁ ଓହରି ଯାଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ ସପ୍ତାହ…

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର…

ଏ ଦେଶରେ ନଦୀ ନାହିଁ କି ନାଳ ନାହିଁ ତଥାପି ପାଣିର ଅଭାବ ନାହିଁ

ଚାରିଆଡେ ବାଲି ଆଉ ବାଲି । ଏଠି ନା ନଦୀ ଅଛି, ନା କୌଣସି  ବଡ ପୋଖରୀ । ବର୍ଷା ବି ବର୍ଷକେ ଥରେ ବା ଦୁଇଥର ଆସିଥାଏ । କିନ୍ତୁ ଘଡିକ ପାଇଁ ।  ଏଠି ଚାରିଆଡ ଖାଲି ଶୁଖିଲା ଶୁଖିଲା.. ମରୁସ୍ଥଳ । ହଜାର ହଜର ବର୍ଷ ଧରି ସଉଦୀ ଆରବରେ ଲୋକେ ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରି ଆସୁଛନ୍ତି…

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ କେଜିଏଫ୍‌ ଚାପ୍ଟର-୩

ମୁମ୍ବାଇ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ । ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ୍‌ ଚାପ୍ଟର –୩  । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରିରହିଛି ଉତ୍ସାହ । ଭାରତୀୟ ସିନେମା ଜଗତରେ କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ…

କୋଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ-ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଆଶ୍ୱସ୍ତି । ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି । ଉଭୟଙ୍କ ଗିରଫଦାରିକୁ ଚାଲେଞ୍ଜ କରି ଆଗତ ଏକ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର

ଆନନ୍ଦପୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର । ସତେ ଯେପରି ନୀଳ ଜଳରାଶିରେ ଆକାଶ ସହିତ ପାହାଡ ଓ ଡ୍ୟାମର ମିଳନ ହୋଇଛି । ପ୍ରକୃତିର ଏହି ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି । ସୂଚନା ଅନୁଯାୟୀ,…

ବ୍ରାଜିଲରେ ରାଜନୈତିକ କନ୍ଦଳ: ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ମଧ୍ୟକୁ ଧସେଇ…

ବ୍ରାସିଲିଆ: ବ୍ରାଜିଲରେ ରାଜନୈତିକ ଅସ୍ଥିରତା ଗମ୍ଭୀର ହୋଇଛି । ପୂର୍ବତନ ରାଷ୍ଟ୍ରପତି ଜାୟର ବାଲ୍ସୋନାରୋଙ୍କ ଶତାଧିକ ସମର୍ଥକ ରବିବାର ପୋଲିସ ବ୍ୟାରିକୋଡ ଭାଙ୍ଗି କଂଗ୍ରେସ, ରାଷ୍ଟପତି ଭବନ ଏବଂ ସୁପ୍ରିମକୋର୍ଟ ଭିତରକୁ ଧସେି ପଶି  ଯାଇଥିଲେ । ପ୍ରଦର୍ଶନକାରୀମାନେ ସବୁଜ ଏବଂ ହଳଦିଆ…

ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ବିପଦପୂର୍ଣ୍ଣ ଯାତ୍ରା, ଭରା ନଦୀରେ ଖଟିଆରେ ବୁହା ହେଲେ ରୋଗୀ

ରାୟଗଡ଼ା : ଗାଁ କୁ ନାହିଁ ମୌଳିକ ସୁବିଧା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗାଁ ଲୋକେ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ବିପଦପୂର୍ଣ୍ଣ ଭାବେ ନଦୀରେ ହେଉଛନ୍ତି ପାର୍‌ । ପୁଣି ରାୟଗଡ଼ାରୁ ସାମ୍ନାକୁ ଆସିଲା ଏପରି ବିକଳ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ। ସ୍ୱାସ୍ଥ୍ୟ…

ବିଡା ବିଡା ଟଙ୍କା ଧରି ଯାଉଥିଲେ ବାବୁ, ମାଡି ବସିଲା ଭିଜିଲାନ୍ସ

ରାୟଗଡ଼ା: ରଖିଥିଲେ ବିଡା ବିଡା କଳା ଟଙ୍କା । ଘରେ ଯେତିକି ବାହାରେ ବି ସେତିକି । କଳା ବ୍ୟାଗରେ କଳା ଟଙ୍କାକୁ ଭର୍ତ୍ତି କରି ଅନ୍ଧାର ରାତିରେ ଯାଉଥିଲେ ବାବୁ । ତଥାପି ଧରାପଡିଗଲେ । ମାଡ଼ି ବସିଲା ଭିଜିଲାନ୍ସ । ବ୍ୟାଗରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । ଏମିିତି ଘଟଣା ସାମ୍ନାକୁ ଆସିଛି…

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ । ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ।ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ଏକତ୍ରିତ ହୋଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଫଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।…