Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ଫରେନସିକ ଲ୍ୟାବ ଉପରେ ନାହିଁ ଇଡିର ଭରସା, ନିଜ ଏକ୍ସପର୍ଟଙ୍କ ଜରିଆରେ ତଦନ୍ତ କରିବ!

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାର ସମସ୍ତ ରହସ୍ୟ ସେ ବ୍ୟବହାର କରୁଥିବା ମୋବାଇଲ, ଲାପଟପ ଆଦିରେ ଲୁଚି ରହିଛି। ଯଦିଓ କମିଶନରେଟ ପୋଲିସ ଏହି ସବୁ ଜବତ କରି ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇଥିଲା। ହେଲେ ରିପୋର୍ଟରେ ଆଶା ଅନୁଯାୟୀ ସେଭଳି କିଛି ରିପୋର୍ଟ ନଆସିବାପରେ ଫରେନସିକ ଲ୍ୟାବକୁ…

୩ ବର୍ଷ ଯାଏ ବଢ଼ିବ ନାହିଁ ରାଜ୍ୟରେ ବିଦ୍ୟୁତ ଦର: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୩ ବର୍ଷ ଯାଏ ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଭିନ୍ନ ଗଣମାଧ୍ୟମରେ ଦର ବୃଦ୍ଧି ନେଇ ଯେଉଁ ଖବର ପ୍ରସାରଣ ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଏମିତିକି ରାଜ୍ୟ ସରକାର ମଧ୍ୟ ବିଦ୍ୟୁତ ଦର ବୃଦ୍ଧି କରିବାକୁ ଚାହୁଁ ନାହାନ୍ତି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ…

ଋଷ ଉପରେ ୟୁକ୍ରେନର ଜବରଦସ୍ତ ଆକ୍ରମଣ, କ୍ଷେପଣାସ୍ତ୍ର ମାଡରେ ପ୍ରାଣ ହରାଇଲେ ୬୩ ରୁଷୀୟ ଯବାନ

ମସ୍କୋ: ଋଷ ଉପରେ ୟୁକ୍ରେନ ଜବରଦସ୍ତ ଆକ୍ରମଣ କରିଛି। ୟୁକ୍ରେନର କ୍ଷେପଣାସ୍ତ୍ର ମାଡରେ ୬୩ ରୁଷ ଯବାନ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ସର୍ବନିମ୍ନ ହୋଇଥିବା ବେଳେ ଏହି ସଂଖ୍ୟା ସର୍ବାଧିକ ୧୦୦ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି। ସେହିପରି ଏହି ଆକ୍ରମଣରେ ୩୦୦ ରୁ ଅଧିକ ଋଷ ସୈନିକ…

ମଞ୍ଚରେ ଏତେ ପ୍ରାଞ୍ଜଳ ଓ ସ୍ପଷ୍ଟ ଭାବେ କେମିତି କମେଡି କରନ୍ତି କପିଲ ଶର୍ମା? ଖୋଲିଲା ପୋଲ୍

ମୁମ୍ବାଇ: କପିଲ ଶର୍ମା ଦେଶର ସବୁଠାରୁ ଲୋକପ୍ରିୟ କମେଡିଆନ୍ ମାନଙ୍କ ମଧ୍ୟରୁ ଜଣେ। ସୋନି ଟିଭିର ଲୋକପ୍ରିୟ କମେଡି ଶୋ' 'ଦ କପିଲ ଶର୍ମା ଶୋ'ରେ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ। ଦର୍ଶକ ଏହି ଶୋ'କୁ ଅପେକ୍ଷା କରିଥାନ୍ତି ଦେଖିବାକୁ। ତାଙ୍କୁ ଦେଖିଲା ମାନେ ସମସ୍ତେ…

କେଉଁ କାରଣ ପାଇଁ ଭର୍ତୃହରି ୪ଟି ପ୍ରସଙ୍ଗରେ କହିବାକୁ ଚାହୁଁଛନ୍ତି ?

ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ପୁରୀରେ ଅନୁଷ୍ଠିତ ହୋଇଥିବା ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗନଦେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ପିନାକୀ ମିଶ୍ରଙ୍କୁ ଏ ବାବଦରେ କିଛି ପଚାରିଛନ୍ତି? ପିନାକୀ ଅସୁସ୍ଥ ଥିବା ଷ୍ଟେଜରେ ଘୋଷଣା…

ରୁଷ ପର୍ଯ୍ଯଟକ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଏନଏଚଆରସି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଜଣେ ସାଂସଦଙ୍କ ସମେତ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ରାୟଗଡା ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ପାଭେଲ ଆଣ୍ଟୋଭ (୬୫) ଓ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ଏବଂ ମାମଲାର ତଦନ୍ତର ସ୍ଥିତି ନେଇ ୪ ସପ୍ତାହ…

ପ୍ରେମ, ପ୍ରତାରଣାରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ?

କେନ୍ଦୁଝର: ନୂଆବର୍ଷକୁ ସ୍ୱାଗତ କରିବାକୁ ବିଳମ୍ବିତ ରାତିରେ ସହଯୋଗୀଙ୍କ ସହ ବେଶ ଝୁମିଥିଲେ ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର। ହେଲେ ସକାଳୁ ନୂଆ ଆଶା ନେଇ ଆଖି ଖୋଲିବା ବେଳକୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଯାହାକୁ ନେଇ ଏବେ ସସପେନ୍ସ ବଢିଛି। ମୃତ…

ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବାକୁ ଇଡି ଆବେଦନ କଲା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜେଲ ଭିତରେ ଜେରା କରିବାକୁ ଇଡି ଯୋଜନା କରିଛି। ବିଭିନ୍ନ ବ୍ୟକ୍ତିଙ୍କ ବୟାନ ରେକର୍ଡ ପରେ ଇଡି ଝାରପଡା ଜେଲ ଯାଇ ଅର୍ଚ୍ଚନା ନାଗଙ୍କୁ ଜେରା କରିବାକୁ ଯୋଜନା କରିଛି। ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏସଡିଜିଏମ କୋର୍ଟଙ୍କ ଦ୍ୱାରସ୍ଥ…

ଜୋମାଟୋକୁ ଆଉ ଏକ ଝଟକା: ପଦରୁ ଇସ୍ତଫା ଦେଲେ ଗୁଞ୍ଜନ ପାଟୀଦାର

ନୂଆଦିଲ୍ଲୀ: ଜୋମାଟୋ ଲିମିଟେଡ ମ୍ୟାନେଜମେଂଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ସୋମବାର କମ୍ପାନୀର ସହ ପ୍ରତିଷ୍ଠାତା ଏବଂ ମୁଖ୍ୟ ଟେକ୍ନୋଲୋଜି ଅଫିସର ଗୁଞ୍ଜନ ପାଟୀଦାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ କେଉଁ କାରଣ ନେଇ ଇସ୍ତଫା ଦେଲେ ତାହା ଜଣାପଡି ନାହିଁ । ପୂର୍ବରୁ କୋ…

ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର: ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। ତିନି ଦିନ ଥଣ୍ଡା, ଜ୍ବର ସହ ଅସୁସ୍ଥ ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫକୀର ମୋହନ ମେଡିକାଲ କଲେଜରେ ଥିବା ଆଇସିୟୁରେ ପ୍ରତାପ ଷଡ଼ଙ୍ଗୀ ଚିକିତ୍ସାଧୀନ ରହିଛନ୍ତି। ଛାତିରେ ହଠାତ…