Latest Odisha News

BREAKING NEWS

Browsing Category

ଫିଚର

ରାଉଣ୍ଡ ଅପ୍ ୨୦୨୨ : କେତେ ସଫଳ ବଲିଉଡ୍ ଓ ଓଲିଉଡ୍

ବ୍ୟୁରୋ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛି ବଲିଉଡ୍ । କିନ୍ତୁ ୨୦୨୨ ବଲିଉଡ୍ ପାଇଁ ଥିଲା ନୈରାଶ୍ୟଜନକ । କୋଭିଡ ପରସ୍ଥିତି ପାଇଁ ଚଞ୍ଚଳ ହୋଇପାରିନି ବଲିଉଡ୍ । ଚଳିତବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ମାତ୍ର ୩୩ ପ୍ରତିଶତ ବା ୯ହଜାର ୨୪ କୋଟିର ବକ୍ସ ଅଫିସ କଲେକ୍ସନ କରିଛି…

ହଲିଉଡ ଫିଲ୍ମ ଦି ଟ୍ରାନ୍ସପୋର୍ଟରର ରିମେକରେ ଟାଇଗର-ହ୍ରିତିକ

ମୁମ୍ବାଇ: ହିନ୍ଦୀ ସିନେମାରେ ଏବେ ରିମେକର ଯୁବ ଚାଲିଛି କହିଲେ ଭୁଲ ହେବନି । ସାଉଥ ସୁପରହିଟ ଫିଲ୍ମର କ୍ରମାଗତ ରିମେକ ପରେ ଏବେ ହଲିଉଡ ଉପରେ ନଜର ପକାଇଛି ବଲିଉଡ । ରିପୋର୍ଟ ମୁତାବକ ବହୁ ଚର୍ଚ୍ଚିତ ଫ୍ରେଂଚ ଆକ୍ସନ ଥ୍ରୀଲର ଦି ଟ୍ରାନ୍ସପୋର୍ଟରର ରିମେକରେ ଅଭିନୟ କରିବାକୁ ଯାଉଛନ୍ତି…

ହକି ବିଶ୍ୱକପ୍ ସମୟରେ ବନ୍ଦ ରହିବ ୨୨ ସ୍ପଞ୍ଜ କାରଖାନା

ରାଉରକେଲା: ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱର ସହ ରାଉରକେଲାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ଥିବା ୨୨ ସ୍ପଞ୍ଜ ଆଇରନ୍ କାରଖାନା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମ୍ୟାଚ୍ ସମୟରେ…

ନବୀନଙ୍କ ଆହ୍ୱାନ: ଏ ଦଳ ଓଡ଼ିଶାର, ମାଆମାନେ ସାମିଲ ହେଲେ ୧୦୦ ବର୍ଷ ସେବା କରିବ ବିଜେଡି

ପୁରୀ : ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରିବ ରାଜ୍ୟ । ତେଣୁ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ଜନତା ଦଳରେ ସାମିଲ ହେବାକୁ  ଆହ୍ୱାନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କ୍ରୀଡ଼ାବିତ, ଚାକିରିଆ, କଳାକାର, ଚାଷୀ କିମ୍ୱା ଯେକୌଣସି…

ଦଳ ଶାସନକୁ ଆସିବାଠାରୁ ମହିଳାଙ୍କ ଉପରେ ଫୋକସ୍ ରହିଛି : ନବୀନ

ପୁରୀ : ୨୬ ବର୍ଷରେ ପାଦ ଥାପିଛି ବିଜେଡି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶକୁ ମନେ ପକାଇ ଦେଇ ସେ କହିଛନ୍ତି, ବିଜୁ ବାବୁ ଜଣେ ଜନନାୟକ । ତାଙ୍କ ଆଦର୍ଶରେ ଦଳ ଏବେ ବି ଆଗେଇ ଚାଲିଛି । ଓଡିଶାର ଉନ୍ନତି…

ପୁଣି ଚର୍ଚ୍ଚାରେ ଲକ୍ଷେ ଟଙ୍କିଆ କାର୍, ବଜାରକୁ ଫେରିବ କି ନାନୋ ?

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବା ବେଳେ ଗାଡ଼ି ନିର୍ମାଣକାରୀ ଟାଟା କମ୍ପାନୀ ଚର୍ଚ୍ଚାରେ ରହିଛି । ୨୦୦୮ରେ ଟାଟା ଲକ୍ଷେ ଟଙ୍କିଆ ନାନୋ କାର ବଜାରକୁ ଆଣିଥିଲା । ପ୍ରାୟ ୧୦ ବର୍ଷ ଧରି ନାନୋ ବଜାରରେ ରହିବା ପରେ ୨୦୧୮ରେ କମ୍ପାନୀ ଉତ୍ପାଦନ ବନ୍ଦ କରି…

୨୦୨୨ରେ ସୁପ୍ରିମକୋର୍ଟ : କେତେ ପ୍ରଧାନ ବିଚାରପତି ଓ କେତେ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୨ରେ ମୋଟ ୧୨୬୩ ଟି ମାମଲାରେ ରାୟ ଶୁଣାଇଛନ୍ତି । ୧୦ଟି ଅତି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ସମୀକ୍ଷା କରିଛନ୍ତି । ଏହି ମାମଲା ମଧ୍ୟରେ ରହିଛି ସଂରକ୍ଷଣ, ତଦନ୍ତକାରୀ ସଂସ୍ଥାକୁ ସ୍ୱତନ୍ତ୍ର କ୍ଷମତା । ବିଦେଶୀ ପାଣ୍ଠି ଗ୍ରହଣ, ଦେଶଦ୍ରୋହ ଆଇନକୁ ଚାଲେଞ୍ଜ,…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସୋମବାର ସକାଳେ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ଖବର ଅନୁସାରେ, ନିର୍ମଳାଙ୍କୁ ଆଜି ଦିନ ୧୨ଟାରେ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ୬୩…

ସଂକ୍ରମଣ ଭିତରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେମିତି ହେବ ? ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ଠର: ଭୟାବହ ହେଉଛି କୋଭିଡ ସଂକ୍ରମଣ । ଯଦିଓ ରାଜ୍ୟରେ ବିଏଫ.୭ ଭାରିଏଣ୍ଟକୁ ନେଇ ଭୟ କରିବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏସବୁ ଭିତରେ ଆଗକୁ ରହିଛି ମାଟ୍ରିକ ପରୀକ୍ଷା  । ସଂକ୍ରମଣ ଭିତରେ ମାଟ୍ରିକ ପରୀକ୍ଷା…

ବିଜେଡିର ରୌପ୍ୟ ଜୟନ୍ତୀକୁ ସତ୍ୟାଗ୍ରହ ଜରିଆରେ କାଉଣ୍ଟର କରୁଛି ବିଜେପି

ପୁରୀ: ପୁରୀ ତାଳବଣିଆରେ ବିଜେପି ପାଳନ କରୁଛି ରୌପ୍ୟ ଜୟନ୍ତୀ । ଅନ୍ୟ ପଟେ ବିଜେପି ଓ କଂଗ୍ରେସ ଶାସକ ଦଳକୁ ବିରୋଧ କରିଛି । ବିଜେପି ସତ୍ୟାଗ୍ରହ ଜାରି ରଖିଥିବାବେଳେ ପୁରୀ ଛାତ୍ର କଂଗ୍ରେସ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ଛାତ୍ର କଂଗ୍ରେସ…