Latest Odisha News

BREAKING NEWS

Browsing Category

ଫିଚର

ମହାପ୍ରଭୁଙ୍କ ପଇତାଲାଗି ନୀତି

ପୁରୀ : ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି ସମ୍ପନ୍ନ ହେବ । ତେଣୁ ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର  । ପଇତାଲାଗି ନୀତି ପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ସମସ୍ତ ରୀତିନୀତି…

ଆଜି କୋଣାର୍କ ମନ୍ଦିର ସମେତ ସମସ୍ତ ଐତିହ୍ୟ ସ୍ଥାନ ପ୍ରବେଶ ଶୁଳ୍କ ଛାଡ: ଏଏସଆଇ

ନୂଆଦିଲ୍ଲୀ:  ବିଶ୍ୱ ଐତିହ୍ୟ ସପ୍ତାହ ପାଳନ  ଅବସରରେ ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଭିନ୍ନ ଐତିହ୍ୟ ସ୍ଥାନ ଆଜି ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି…

ଟ୍ୱିଟ୍ ଜରିଆରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦୀ ନିଜ ଟ୍ୱିଟ ଜରିଆରେ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ ଜଣାଇଛନ୍ତି । Tributes to our former PM Mrs. Indira Gandhi…

ଆସନ୍ତାକାଲିଠୁ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଗୋଆ: ଆସନ୍ତାକାଲିଠୁ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ  ଶୁଭେଚ୍ଛା ଜଣାଇଛନ୍ତି । ଏସିଆର ଅନ୍ୟତମ ପୁରାତନ…

ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲା ଆମେରିକା

 ୟୁକ୍ରେନ-ରୁଷ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ନେଇ ପୁଣି ଆମେରିକା ପ୍ରଶଂସା କରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ “ଆଜିର ଯୁଗ ଯୁଦ୍ଧ ନୁହେଁ” ବାର୍ତ୍ତା ଦେଇଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ପ୍ରଶଂସା କରିଛି ଆମେରିକା।…

ଇନ୍ଦିରା ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ

ନୂଆଦିଲ୍ଲୀ: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀ । ସାରା ଦେଶରେ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଛି । ତାଙ୍କ ପୁତ୍ରବଧୂ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  ଓ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କ ସ୍ମାରକୀ 'ଶକ୍ତି ସ୍ଥଳ'କୁ…

ଚାଇନାର ମୁକାବିଲା ପାଇଁ ଭାରତ-ଆମେରିକାର ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାମୋଲି ଉପତ୍ୟାକାରେ  ଭାରତ -ଆମେରିକା ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ କରିଛନ୍ତି । ଚାଇଠା ସୀମାର ନିକଟବର୍ତ୍ତି ଅଂଚଳରେ ଯୁଦ୍ଧ ଅଭ୍ୟାସ କରି ଯୁଦ୍ଧ ଦକ୍ଷତା ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଭାରତ ଓ ଆମେରିକା ସେନା ।  ଚୀନ୍‌ର ଏଲ୍‌ଏସି (ବାସ୍ତବ ସୀମା ରେଖା)…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନଅଟି ଦେଶ ଭାଗନେବେ

ଭୁବନେଶ୍ବର: ମେକ୍ ଇନ୍ ଓଡିଶା ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା…

ବିଧାୟକ କିଣାବିକା ମାମଲା: ବିଜେପି ମହାସଚିବଙ୍କୁ ସମନ୍ କଲା ତେଲେଙ୍ଗାନା ଏସଆଇଟି

ହାଇଦ୍ରାବାଦ: ତେଲେଙ୍ଗାନାରେ ଶାସକ ଦଳ ବିଆରଏସ ବିଧାୟକଙ୍କୁ କିଣାବିକା ମାମଲା ବଢିବାରେ ଲାଗିଛି । ତେଲେଙ୍ଗାନା ଡିଜିପି ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏବେ ଏହି ପ୍ରସଙ୍ଗରେ ଏସଆଇଟି ବିଜେପିର ଅନ୍ୟତମ ଶୀର୍ଷ ନେତାଙ୍କୁ ସମନ୍ କରିଛନ୍ତି । ଦଳର ମହାସଚିବ ବି.ଏଲ୍…

ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଅଧିନାୟକ ପଦରୁ ବିଦା ହେବେ ରୋହିତ?

ମୁମ୍ବାଇ: କ୍ରମାଗତ ଦୁଇଟି ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ କ୍ରୀଡାପ୍ରେମୀ ଏବଂ ବିସିସିଆଇ ଏବେ ଚିନ୍ତାରେ । ଆଗକୁ ଦିନିକିଆ ବିଶ୍ୱକପ ରହିଛି । ଏପରି ସ୍ଥିତିରେ ଦଳ କିଭଳି ସଜାଡି ହେବ ତା ଉପରେ ଗୁରୁତ୍ୱ ଦେଉଥିବା ସୂଚନା ରହିଛି । ଯାହର ପ୍ରମାଣ ବିସିସିଆଇ ଚେତନ…