Latest Odisha News

BREAKING NEWS

Browsing Category

ଫିଚର

ପଦ୍ମପୁର ଉପନିର୍ବାଚନ: ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଜାରି କଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କଲେ ବିଜେଡି ଓ ବିଜେପି । ଶାସକ ଦଳ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ନେଇ ୪୦ ଜଣିଆ ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ସେହିପରି…

‘ସତ୍ୟେନ୍ଦ୍ରଙ୍କୁ ଡାକ୍ତର ଫିଜିଓଥେରାପି ପାଇଁ ପରାମର୍ଶ ଦେଇଥିଲେ’: ସିସୋଦିଆ

ନୂଆଦିଲ୍ଲୀ: ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଭିଡିଓରେ ସତ୍ୟେନ୍ଦ୍ର ଜେଲରେ ମସାଜ କରାଉଥିବା ଦେଖିବାକୁ ମିଳିଛି । ତେବେ ମନିଷ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ରୋଗ ଓ ତାର ଚିକିତ୍ସା ବେଳର ସିସିଟିଭି…

ଫୁଡ୍ ଡେଲିଭର ପାଇଁ ସିଙ୍ଗାପୁରରୁ ଆଣ୍ଟାର୍କଟିକା ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ । ରୋଷେଇ କରିବାକୁ ସମୟର ଅଭାବ । ତା ଭିତରେ  ଅନଲାଇନ୍ ଫୁଡ୍ କିଛିଟା ଆଶ୍ୱସ୍ତି ଆଣି ଦେଇଛି ।  ଖାଇବା ଅର୍ଡର କରିଦେଲେ ଅଧଘଣ୍ଟାକରେ ପହଞ୍ଚି ଯାଉଛି ।  ସାଧାରଣତଃ ଖାଇବା ଅର୍ଡର  ୫-୧୦ କିଲୋମିଟର ଭିତରେ  କରିଥାଉ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ,…

ମନ୍‌ ଷ୍ଟାଇଲ୍‌ରେ ବାହା ହେଲେ ପ୍ରେମ ଚଢ଼େଇ, ହ୍ବିଲ୍‌ ଚେୟାରରେ ନେଲେ ସାତ ଫେରା

ବାଲେଶ୍ବର : ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ତ୍ୟାଗର ଅନ୍ୟ ନାମ ହେଉଛି ପ୍ରେମ  । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେବେ କାହା ସହ କରିହେବ ନାହିଁ  । ଆଜିର ଡିଜିଟାଲ ଯୁଗରେ ପ୍ରେମ କରି କିଏ ପ୍ରତାରଣାର ଶିକାର ହେଉଛି ତ କାହାର ଜୀବନ ଚାଲିଯାଉଛି  । ତେବେ ଏଭଳି ସ୍ଥିତିରେ ଏକ ନିଛକ…

ଗୋଲ୍ଡେନ ବୁଟ ପିନ୍ଧି ଶେଷ ବିଶ୍ୱକପ ଖେଳିବେ ମେସି

ଦୋହା: ଆର୍ଜେଂଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ଶେଷ ବିଶ୍ୱକପରେ ଗୋଲ୍ଡେନ ବୁଟ ପିନ୍ଧି ମ୍ୟାଚ ଖେଳିବେ ପାଇଁ ନିଷ୍ପତି ନେଇଛନ୍ତି । ଶେଷ ବିଶ୍ୱକପରେ ଟ୍ରଫି ଜିତିବା ତାଙ୍କର ସ୍ୱପ୍ନ ବୋଲି ସେ ସ୍ପଷ୍ଟ କରି ସାରିଛନ୍ତି । ମେସିଙ୍କ ଟିମ ଆର୍ଜେଂଟିନା କ୍ରମାଗତ ୩୬ ମ୍ୟାଚ ହାରି ନାହିଁ ।…

‘ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟ ଆରମ୍ଭ ହେବା ଉଚିତ୍ କି ?’: ମସ୍କ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଟ୍ୱିଟର ଅଡୁ଼ଆ । ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି କାର୍ଯ୍ୟକ୍ଷମ କରାଯିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି ଟ୍ୱିଟର ସିଇଓ ଏଲନ୍ ମସ୍କ । ଏଥିପାଇଁ ସେ ମାଗିଛନ୍ତି ୟୁଜର୍ସଙ୍କ ରାୟ । ରୟଟର୍ସ ରିପୋର୍ଟ…

ଜେଲ୍ ଭିତରେ ଆପ୍ ନେତାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ

ନୂଆଦିଲ୍ଲୀ : ଜେଲ୍ ଭିତରେ ଭିଭିଆଇପି ଟ୍ରିଟମେଣ୍ଟ । ଦିଲ୍ଲୀ ତିହାର ଜେଲ୍ ଭିତରେ ଘଷା ମୋଡା ଖାଉଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତାଙ୍କ ରାଜକୀୟ ଠାଣି । ବାବୁ ଖଟ ଉପରେ ଶୋଇ ପଢି ଚାଲିଛନ୍ତି । ଆଉ ସେବକ ଗୋଡରେ ତେଲ ଲଗାଇ ମାଲିସ କରିଚାଲିଛନ୍ତି । ଗୋଡ଼ ମୋଡା ସାଙ୍ଗକୁ ମୁଣ୍ଡରେ…

ଓଲଟି ପଡିଛି ଟ୍ରକ, ଅଚିନ୍ତାରେ ଗପୁଛି ଡ୍ରାଇଭର

ଭୁବନେଶ୍ୱର:  ବେଳେବେଳେ ଛୋଟ ଛୋଟ ଘଟଣା ମନକୁ ଛୁଇଁଯାଏ । ସେମିତି ଘଟଣା ଆମ ଦୖନିନ୍ଦିନ ଜୀବନର । ତଥାପି ଆମେ ତାକୁ ନଜରଅନ୍ଦାଜ କରିଦେଇ ଥାଉ । ହେଲେ ଅନ୍ୟ କେଉଁଠି ଦେଖିଲେ ଆମେ ଏହାର ମୂଲ୍ୟ ବୁଝିପାରୁ । ସୋସିଆଲ ମିଡିଆରେ ଏମିତି ଘଟଣା ଆଜିକାଲି ପ୍ରତିଦିନ ଦେଖିବାକୁ ମିଳୁଛି । ନିକଟରେ…

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

‘ଡୋନି ପୋଲୋ’ ଏୟାରପୋର୍ଟକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଇଟାନଗର : ଆଜି ଅରୁଣାଚଳ ପ୍ରଦେଶ ଓ ଉତ୍ତର-ପୂର୍ବାଞ୍ଚଳ ପାଇଁ ଖୁସିର ଦିନ । ଲୋକାର୍ପିତ ହେବ ଡୋନି ପୋଲୋ ଏୟାରପୋର୍ଟ । ଏହା ଅରୁଣାଚଳ ପ୍ରଦେଶର ୩ୟ ସକ୍ରିୟ ଏୟାରପୋର୍ଟ ହେବାକୁ ଯାଉଛି । ହେଲେ ଇଟାନଗରରେ ଏହା ପ୍ରଥମ ଏୟାରପୋର୍ଟ ଏବଂ ଏହାକୁ ମିଶାଇ ସମଗ୍ର ନର୍ଥଇଷ୍ଟରେ ବିମାନବନ୍ଦର ସଂଖ୍ୟା…