Latest Odisha News

BREAKING NEWS

Browsing Category

ଫିଚର

ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଚାଷୀ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବିକ୍ରମ…

ଜଳିଗଲା ଝିଅ ବାହାଘରର ସବୁ ଫର୍ଣ୍ଣିଚର ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ

କାମାକ୍ଷାନଗର: ଝିଅ ବାହାଘର ପାଇଁ ଏକଜୁଟ କରିଥିଲେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କିନ୍ତୁ ନିଆଁର ଲେଲିହାନରେ ସବୁ ଜଳି ଛାରଖାର ହୋଇଗଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବାବୁଲି ଦିଆଣି ସର୍ବସ୍ୱାନ୍ତ ହୋଇଛନ୍ତି । ରାତିରେ ଶୋଇଥିବାବେଳେ କୌଣସି…

ଓଡ଼ିଶା ପାଳୁଛି ହକି ଲିଜେଣ୍ଡ୍ ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ

ଭୁବନେଶ୍ୱର : ଓଡ଼ିଶା ପାଳୁଛି ହକି ଲିଜେଣ୍ଡ ଡ. ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଜନ୍ମମାଟି ସୁନ୍ଦରଗଡ ଓ ଅନ୍ୟାନ୍ୟ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହକି ପ୍ରେମୀ  । ତାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଫଟୋ ସମ୍ମିଳନୀର…

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ…

ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହିଁ ଜେରା କରିବ ଇଡ଼ି !

ଭୁବନେଶ୍ୱର: ଇଡି ନୋଟିସ କରିଥିବା ୧୨ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ତିନି ଜଣ ହାଜର ହୋଇ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଗକୁ କିଏ ଇଡି ଅଫିସରେ ଆସି ଜେରାର ସମ୍ମୁଖୀନ ହେବେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ଏହି ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ଅର୍ଚ୍ଚନା ନାଗ ଏବଂ…

ଦୁର୍ବ୍ୟବହାର ପ୍ରତିବାଦରେ ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଭଦ୍ରକ (ଲାଲା ପ୍ରମୋଦ ରାୟ): ଭଦ୍ରକ ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ପରେ ଗୁରୁବାର ପୌରପାଳିକା କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କିଛି ମହିଳା କର୍ମଚାରୀଙ୍କ ସମେତ…

ରାଜଧାନୀରେ ଖୋଲିଲା ଆଉ ଏକ ଆଇ.ଟି କମ୍ପାନୀର ଶାଖା, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର: ରାଜଧାନୀରେ ଥିବା ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ…

ପରିଚୟର ପ୍ରମାଣ ଭାବରେ ସ୍ୱୀକାର କରିବା ପୂର୍ବରୁ ଆଧାର ଯାଞ୍ଚ କରନ୍ତୁ : ୟୁଆଇଡିଏଆଇ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଭାରତର ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) କହିଛି ଯେ, ଆଧାରଧାରକଙ୍କ ସହମତି ପରେ…

ସୁରକ୍ଷାରେ ବଡ଼ ତ୍ରୁଟି, ମୋଦୀ ଅଭିଭାଷଣ ରଖୁଥିବା ବେଳେ ମାଡ଼ି ଆସିଲା ଡ୍ରୋନ୍

ଅହମଦାବାଦ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଅହମଦାବାଦ ଜିଲ୍ଲାର ବଭଲା ଗାଁରେ ଏକ ସଭାରେ ଉଦବୋଧନ ଦେଉଥିବା ବେଳେ ଡ୍ରୋନ୍ ଉଡି ଆସିଥିଲା । ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ଘୋଷଣା…

ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ଆସିଲେନି ଅଧିକାଂଶ ମନ୍ତ୍ରୀ, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଅଧିବେଶନର ପ୍ରଥମ ଦିନରେ ଅନେକ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଥିଲେ। ଅଧିବେଶନର ପ୍ରଥମ ଦିନରେ ଶାସକ ବିଜେଡିର ପ୍ରାୟ ଅଧା ସଭ୍ୟ ଅନୁପସ୍ଥିତ ଥିବାରୁ ଗୃହରେ ବହୁତ କମ୍ ସଦସ୍ୟ ଥିବା ଦେଖିବାକୁ ମିଳିଥିଲା।…