Latest Odisha News

BREAKING NEWS

Browsing Category

ଫିଚର

ପୋଷା ଜନ୍ତୁ ରଖିଲେ ନେବାକୁ ପଡିବ ବିଏମସିର ଅନୁମତି

ଭୁବନେଶ୍ୱର: ରାଜଧାନୀରେ କୁକୁର କାମୁଡାକୁ ନେଇ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଏମସି । ଜଣେ ଶିଶୁ କୁକୁର କାମୁଡାରେ ଗୁରୁତର ଆହତ ହେବା ପରେ ବିବାଦ ଘନେଇଥିଲା । ତେଣୁ ଭୁବନେଶ୍ୱର ମହାନଗର ନିଗମର କଡ଼ା ନିୟମ କରିଛନ୍ତି । ପୋଷା ଜନ୍ତୁ ରଖିଲେ ଏଣିକି ବିଏମସିର ଅନୁମତି ନେବାକୁ ପଡିବ ।…

ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ସଫେଇ ସୁପରଭାଇଜରଙ୍କ ଏତଲା

ଯାଜପୁର: ବ୍ୟାସନଗରର ଚର୍ଚ୍ଚିତ ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଯାଜପୁର ରୋଡ ଥାନାରେ ଏତଲା । ସଫେଇ ସୁପରଭାଇଜର ଦେଇଛନ୍ତି ଏତଲା । ନିର୍ବାହୀ ଅଧିକାରୀ ସୁପରଭାଇଜରଙ୍କୁ ଦୁର୍ବ୍ୟବହାର କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦୁଇଦିନ ତଳେ ପୌର ସଂସ୍ଥାର ସଫେଇ କାର୍ଯ୍ୟ…

ସାମ୍ନାରେ ଗଜରାଜ, ୮କିମି ପଛୁଆ ବସ୍ ଚଲାଇ ଡ୍ରାଇଭର୍ ପ୍ରଶଂସିତ

କେରଳ: ସାମ୍ନାରେ ଗଜରାଜକୁ ଦେଖି ରାସ୍ତାରୁ ହଟିଗଲେ ବସ୍ ଚାଳକ । ପଶୁ ସୁରକ୍ଷା ହେଉ ଅବା ପଶୁ ଭୟରେ ହେଉ ହାତୀ ଭଳି ବିରାଟକାୟ ପଶୁକୁ ଦେଖିଲେ ଯେକେହି ହଟିବା ପାଇଁ ବାଧ୍ୟ । ଠିକ୍ ତାହାହିଁ କରିଥିଲେ କେରଳର ଜଣେ ବସ ଡ୍ରାଇଭର । ସାମ୍ନାରୁ ହାତୀ ଆସୁଥିବା ଦେଖି ଡ୍ରାଇଭର ଜଣକ ବସ୍ ପଛକୁ…

ବାଲିଯାତ୍ରା ବୟାନବାଜି: ପ୍ରଭାତଙ୍କ ପ୍ରତ୍ୟକ୍ଷ ଆରୋପ

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟବ୍ୟୟକୁ ନେଇ ତାଙ୍କର ବିସ୍ଫୋରକ ବୟାନ । ଜାତୀୟ ମାନ୍ୟତା ପାଇବାକୁ ଯାଉଛି ବାଲିଯାତ୍ରା । ହେଲେ ବାଲିଯାତ୍ରାର ଆୟବ୍ୟୟକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ୨୦୨୨ ମସିହାର ସମ୍ପୂର୍ଣ୍ଣ ଆୟବ୍ୟୟର…

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା ।…

ମର୍ଣ୍ଣିଂ ୱାକରୁ ହେଇଗଲା ପ୍ରେମ: ଏକାଠି ହେଲେ ୧୯ ବର୍ଷର ଝିଅକୁ ୭୦ ବର୍ଷୀୟ ବୃଦ୍ଧ

ସକାଳୁ ସକାଳୁ ଉଭୟେ ଯାଉଥିଲେ ମର୍ଣ୍ଣିଂ ଓ୍ୱାକରେ । ଧୀରେ ଧୀରେ ଆଖିରେ ଆଖି ମିଶିଲା । ପରେ ହୃଦୟ ସହ ହୃଦୟ ଆଉ ତା ପରେ ପ୍ରେମ । କାହାଣୀ ପୂରା ଫିଲ୍ମ ଷ୍ଟାଇଲ ଲଭ୍ ଷ୍ଟୋରୀ କରି । ଘଟଣା ଘଟିଛି ପାକିସ୍ତାନରେ । ତେବେ ଫିଲ୍ମ ଷ୍ଟାଇଲ ଲଭ ଷ୍ଟେରୀ ଏଠି  ଖବରର ଶୀର୍ଷକ ନୁହେଁ ।  ଖବରର…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ଭିଜିଲାନ୍ସ ହାତରେ ବେଲପଡା ତହସିଲ ସେକ୍ସନ ଅଫିସର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଜୁଗଲ କିଶୋର ରାଉତ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମିଜମା ସମ୍ପର୍କିତ ଫାଇଲ୍ କାମ କରାଇଦେବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିଲେ । ଟଙ୍କାତକ ତାଙ୍କ ଠାରୁ ଭିଜିଲାନ୍ସ ଜବତ…

ନିଆଁ ଲାଗି ଜଳିଗଲା ଅଟୋ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ନିଆଁ ଲାଗି ଜଳିଗଲା ଅଟୋ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରାରେ ଏହି ଘଟଣା ଦେଖିବାକୁ ମିଳିଛି । ନିଆଁ ଲାଗିବାରୁ ଅଟୋ ସମ୍ପୂର୍ଣ୍ଣ ପୋଡିଯାଇଛି । କପାସିରା ଗ୍ରାମର କୁମାର ସାହୁ ବଗର୍ତୀଙ୍କ ଏହି ଅଟୋ । ସେ ଗତକାଲି ସଂଧ୍ୟାରେ ଗାଁ ନିକଟ ନାଳ ପାଖରେ ଅଟୋକୁ ରଖି…

ଆମେରିକାର ନିମ୍ନ ସଦନରେ ଟ୍ରମ୍ପଙ୍କ ରିପ୍ଲବିକାନ ପାର୍ଟିର ସଂଖ୍ୟା ଗରିଷ୍ଠତା ହାସଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2024 ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ଏହାରି ଭିତରେ ଆମେରିକାରେ ହୋଇଥିବା ମିଡଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟି ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ…