Latest Odisha News

BREAKING NEWS

Browsing Category

ଫିଚର

ଜାତୀୟ କ୍ରୀଡା: ଓଡିଶାର ସାଇକ୍ଲିଷ୍ଟ ଦୀନେଶଙ୍କୁ ଡବଲ ସ୍ୱର୍ଣ୍ଣ

ଅହମ୍ମଦାବାଦ: ଚଳିତ ଜାତୀୟ କ୍ରୀଡାରେ ଓଡିଶା ସାଇକ୍ଲିଷ୍ଟ ଦୀନେଶ କୁମାର ଡବଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଉଭୟ ବ୍ୟକ୍ତିଗତ ଏବଂ ଟିମ ଇଭେଂଟରେ ଏହି ସଫଳତା ହାସଲ କରିବା ସହ ନିଜ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ମହିଳା ବିଭାଗରେ ସ୍ୱାତୀ ସିଂ ରୌପ୍ୟ ପଦକ ଜିତିଛନ୍ତି । ସେହିପରି…

କର୍ଣ୍ଣାଟକର ପତାକାରେ ରାହୁଲଙ୍କ ଫଟୋ, କ୍ଷମା ଦାବି କଲା ନବନିର୍ମାଣ ସମିତି

ବେଙ୍ଗାଲୁରୁ: କର୍ଣ୍ଣାଟକର ପତାକା ଉପରେ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇବା କଂଗ୍ରେସକୁ ଭାରତ ଯୋଡୋ ଯାତ୍ରା ବେଳେ ଅଡୁଆରେ ପକାଇଛି। କନ୍ନଡ ସମର୍ଥକ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଫଟୋକୁ 'କର୍ଣ୍ଣାଟକ ପତାକା'ରେ ବ୍ୟବହାର କରିବା ଉଚିତ ନୁହେଁ। ସାଧାରଣତଃ ହଳଦିଆ…

ସ୍ବାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ:  ଚଳିତ ବର୍ଷ ପାଇଁ ମେଡିକାଲ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ବୈଜ୍ଞାନିକ ସ୍ବାଣ୍ଟେ ପାବୋ । ଏନେଇ ପାବୋଙ୍କ ନାମ ଘୋଷଣା କରାଯାଇଛି ।  ଚିକିତ୍ସା କ୍ଷେତ୍ରରେ ଗବେଷଣା କରି ନୂଆ ତଥ୍ୟ ପାଇଥିବା ପାବୋଙ୍କୁ  ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।…

ଅଯୋଧ୍ୟାର ୩୮ ଘାଟରେ ପ୍ରଜ୍ଜ୍ୱଳିତ ହେବ ୧୬ ଲକ୍ଷ ଦୀପ

ଅଯୋଧ୍ୟା: ଅଯୋଧ୍ୟାରେ ୨୧ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଦୀପୋତ୍ସବକୁ ଏଥର ଆହୁରି ଭବ୍ୟ କରିବା ପାଇଁ ଯୋଜନା କରାଯାଇଛି । ଅଯୋଧ୍ୟାର ୩୮ ଘାଟରେ ୧୬ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏଥିପାଇଁ ନିଯୁକ୍ତ କରାଯାଇଥିବା ନୋଡାଲ ଅଧିକାରୀ ଅଜୟ ପ୍ରତାପ ସିଂଙ୍କ ଅନୁସାରେ ଏ ପର୍ଯ୍ୟନ୍ତ ଆମେ ୪ ଲକ୍ଷ…

ବିମାନରେ ବୋମା: ଘଟଣାର ସତ୍ୟତା କ’ଣ?

ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନରୁ ଚୀନ୍ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନରେ ବୋମା ଥିବା ସୂଚନା ମିଳିବା ପରେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହି ବିମାନଟି ୪୫ ମିନିଟ୍ ପାଇଁ ଭାରତର ଆକାଶମାର୍ଗରେ ଚକ୍କର କାଟିଥିଲା। ପ୍ରଥମେ ଦିଲ୍ଲୀ ପରେ ଚଣ୍ଡିଗଡ ଏବଂ…

ଥରୁରଙ୍କ ‘ବ୍ରିଟେନ ଫର୍ମୁଲା’କୁ ଗ୍ରହଣ କରିବେ ଖଡଗେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏନ.କେ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ଖାରଜ ହେବା ପରେ ଏବେ ଦୁଇ ପ୍ରାର୍ଥୀ ଶଶୀ ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଅକ୍ଚୋବର ୧୭ରେ ନିର୍ବାଚନ ହେବାକୁ ଯାଉଛି। ୨୨ ବର୍ଷ ପରେ କଂଗ୍ରେସର ମୁଖିଆ ଅଣ ଗାନ୍ଧୀ ନେତା ହେବାକୁ ଯାଉଛନ୍ତି। ଥରୁର…

ଗାନ୍ଧୀ ଜୟନ୍ତୀରେ ରାଜଘାଟ, ବିଜୟଘାଟ ନ ଆସିବା ନେଇ କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ଦିଲ୍ଲୀ ଏଲଜି

ନୂଆଦିଲ୍ଲୀ:ଗାନ୍ଧୀ ଜୟନ୍ତୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତ ନେଇ ଏଲଜି ଭିକେ ସକ୍ସେନା ପତ୍ର ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସରେ ରାଜଘାଟ ଏବଂ ବିଜୟଘାଟ କାହିଁକି ଆସଲନି…

ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ

ପୁରୀ: ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ । ଭାରତର ପ୍ରମୁଖ ପାଞ୍ଚଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ପୁରୀରେ ଆସନ୍ତାକାଲି ଏହାକୁ ଉଦଘାଟନ କରିବେ କେନ୍ଦ୍ର…

ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ କରିବ ଓଡ଼ିଶା

ଭୁବନେଶ୍ୱର: ବେଙ୍ଗଳୁରୁ ପରେ ହାଇଦ୍ରାବାଦ । ଓଡ଼ିଶା ସରକାର ଷଷ୍ଠ ଏବଂ ଅନ୍ତିମ ଇନଭେଷ୍ଟର୍ସ ମିଟ୍ ହାଇଦ୍ରାବାଦରେ ଅକ୍ଟୋବର ୧୭ ତାରିଖରେ କରିବାକୁ ଯାଉଥିବା ଜଣାପଡ଼ିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ କନକ୍ଲେଭ୍ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ରାଜ୍ୟରେ ହେବ । ଏହା ପୂର୍ବରୁ…

କିଙ୍ଗ କୋହଲିଙ୍କୁ ବିଶ୍ରାମ

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚରେ ହାତରେ ଥାଇ ଆଗୁଆ ସିରିଜ ଜିତି ନେଇଛି । ମଙ୍ଗଳବାର ଅନ୍ତିମ ମୁକାବିଲା ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚ ପାଇଁ କିଙ୍ଗ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ପରିବାରକୁ ଭେଟିବା ପାଇଁ କୋହଲି…