Latest Odisha News

BREAKING NEWS

Browsing Category

ଫିଚର

ନଟରାଜରୁ ହେଲିକପ୍ଟର ଶଟ….ସବୁ କିଛି ରହିଛି ବେବୀ ଏବିଙ୍କ ପାଖରେ

ପୁରୀ: ୩୧ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ବେଶୀ ଦିନ ହୋଇ ନ ଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ବଳରେ ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି । ୟୁପିର ଗାଜୀପୁରରେ ଜନ୍ମିତ ସୂର୍ଯ୍ୟକୁମାର ବିଭିନ୍ନ ପ୍ରକାରର ଶଟ ଖେଳିବା ଦକ୍ଷତା ଟିମ ଇଣ୍ଡିଆ ପାଇଁ ବରଦାନ ସାଜିଛି ।…

ପୁରୀ ଦଙ୍ଗାକୁ ୪ ବର୍ଷ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବଳିଦାନ ଦିବସ ପାଳନ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ଯବସ୍ଥାକୁ ନେଇ ବନ୍ଦ ପାଳନ ଓ ପୋଡ଼ାଜଳା ଘଟଣାକୁ ୪ ବର୍ଷ ପୂରିଛି । ୨୦୧୮ ଅକ୍ଟୋବର ୩ରେ ଶ୍ରୀଜଗନ୍ନାଥ ସେନା ପୁରୀରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା । ହେଲେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ନେଇଥିଲା ଦଙ୍ଗାର ରୂପ । ବଡ଼ଦାଣ୍ଡରେ ବ୍ୟାପକ…

କ’ଣ କହୁଛି ଧାମନଗର ବିଧାନସଭା ନିର୍ବାଚନ ଇତିହାସ ? କାହା ପଲ୍ଲା କେତେ ଭାରି ?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ବିଜେପି ପୁଣି ଥରେ ଆସନ ଅକ୍ତିଆର କରିବ ବୋଲି ଦାବି କରିଥିବା ବେଳେ ବିଜେଡି କହିଛି ଏକତରଫା ବିଜୟ ହେବ । ହେଲେ ୨ ହଜାର ମସିହାରୁ ଆଜି ଯାଏ ୨୨ ବର୍ଷ ଭିତରେ ଧାମନଗରବାସୀ କୌଣସି ଗୋଟିଏ ଦଳ କି ପ୍ରାର୍ଥୀ ଉପରେ ଭରସା କରି…

ଧାମନଗର ସିଟ ଆମର ଥିଲା ଆମର ରହିବ: ବିରୋଧୀ ଦଳ ନେତା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ…

ଚିକିତ୍ସାରେ ବିଳମ୍ବ ପାଇଁ ହାତୀର ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୬ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପୁଣି ବର୍ଷା । ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ…

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି  । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ…

ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍…

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ସୁଖୋଇ ବିମାନ

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି ।…

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ଭୋଟ୍ ଗଣତି

ଭୁବନେଶ୍ୱର: ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଉପନିର୍ବାଚନ ନେଇ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନ, ୧୭ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ…