Latest Odisha News

BREAKING NEWS

Browsing Category

ଫିଚର

ଆଜି ପୁରୀ ଠାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ

ପୁରୀ :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ଦଶମ ପରାମର୍ଶଦାତା କମିଟି’ ବୈଠକ ଆଜି ପୁରୀରେ ଅନୁଷ୍ଠିତ ହେବ । ଏହି ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଡ.…

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ

ଚେନ୍ନାଇ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ । ଏହି ନିଷ୍ପତ୍ତି ଦ୍ବାରା…

କଟକରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୫ ତାରିଖରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ଫାଇନାଲ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବ । ଏହି ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି କହିଛନ୍ତି ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ସହପ୍ରତିଷ୍ଠାତା ଓ…

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଆଇନ କହି ଭାରତ ସହ ଶାନ୍ତି ସମ୍ପର୍କ ଚାହୁଁଛି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଜାତିସଂଘର ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି 'କାଙ୍ଗାଳ' ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ। ସେ…

ଆଇସିଏମଆରର ନୂଆ ନିର୍ଦ୍ଦେଶକ ହେଲେ ରାଜୀବ ବହଲ, କରୋନା ବେଳେ ମନେ ରହିବ ବଳରାମଙ୍କ ଅବଦାନ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ରାଜୀବ ବହେଲ। ଶୁକ୍ରବାର କେନ୍ଦ୍ର ସରକାର ରାଜୀବ ବହଲଙ୍କୁ ତିନି ବର୍ଷ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିବା ବେଳେ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବେ…

ବିବାଦରେ ବିଶ୍ବେଶ୍ବର ଟୁଡୁଙ୍କ ବୟାନ, କୁଡୁମୀ ସମାଜ ପକ୍ଷରୁ ତେଜିଲା ବିରୋଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁଙ୍କ ବୟାନକୁ ବିରୋଧ। କଡୁମୀ ସମାଜଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କୁଡୁମୀ ସମାଜ ମୟୂରଭଞ୍ଜ ସାଂସଦଙ୍କ କୁଶପୁତଳିକା ଦାହ କରିବା ସହିତ ବିବାଦୀୟ ମନ୍ତବ୍ୟ ପାଇଁ…

ବିଷ୍ଣୁ ସେଠୀଙ୍କ ଏକାଦଶହରେ ଯୋଗଦେବେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ

ଭଦ୍ରକ: ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶହରେ ଯୋଗ ଦେବେ ବିଜେପି ସଭାପତି ଜେ.ପି ନଡ୍ଡା। ଭଦ୍ରକ ଜିଲ୍ଲା ତିହିଡିରେ ବିଷ୍ଣୁ ସେଠୀଙ୍କ ଏକାଦଶହ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଖାପାଖି 10 ହଜାର ଲୋକଙ୍କ ପାଇଁ ପକ୍ତି ଭୋଜନର ଆୟୋଜନ ହୋଇଛି।…

ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଲା ଟିମ୍ ଇଣ୍ଡିଆ

ନାଗପୁର: ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଛି ଭାରତ । ଦ୍ବିତୀୟ ଟି-୨୦ରେ  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୮ ଓଭରରେ ୯୦ ରନ୍ କରିଥିଲେ ମଧ୍ୟ ପରାସ୍ତ ହୋଇଛି । ବର୍ଷା ପାଇଁ  ୮ ଓଭର ଲେଖାଏଁ ଖେଳାଯାଇଥିବା ମ୍ୟାଚରେ ମାଥ୍ୟୁ…

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ : ସୁନ୍ଦରଗଡ ଚାମ୍ପିୟନ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛି ସୁନ୍ଦରଗଡ । ଶୁକ୍ରବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁନ୍ଦରଗଡ ୧-୦ ଗୋଲରେ ଦେଓଗଡକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । କିଟ/କିସ ଟିମ ୪-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରି…

ଆରଡ଼ି ପୀଠର ବିକାଶ ନେଇ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ ଆଲୋଚନା

ଭଦ୍ରକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରଖ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି…