Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ : ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି । ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‍…

ଶବ ସହ ୧୮ ମାସ ରହିଥିଲେ ଏହି ପରିବାର !

କାନପୁର: କାନପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଆୟକର ଅଧିକାରୀ ବିମଲେଶ ସୋନକରଙ୍କ ଶବ ସହ ତାଙ୍କ ପରିବାରବର୍ଗ ୧୮ ମାସ ଧରି ରହିଥିଲେ ମଧ୍ୟ କେହି ଏ ସମ୍ପର୍କରେ ଜାଣିପାରି ନ ଥିଲେ । ପରିବାର ଲୋକେ ସେ କୋମାରେ ଥିଲେ ବୋଲି କହୁଥିବା ବେଳେ ଡାକ୍ତର କିନ୍ତୁ ତାଙ୍କ ମୃତ୍ୟୁ ଘଟିଥିବା…

କଟକ ଭରତିଆ ଟାୱାରରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଟକ: କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଆଜି ସଂଧ୍ୟାରେ ଲାଗିଥିଲା ନିଆଁ । ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। କୋଠାର ଏକ ଘର…

ଦଶହରା ରାଲୀ ନେଇ ଉଦ୍ଧବଙ୍କ ବଡ ବିଜୟ

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲୀ ବିବାଦରେ ଉଦ୍ଧବ ଠାକରେ ବିଜୟ ହାସଲ କରିଛନ୍ତି । ବମ୍ବେ ହାଇକୋର୍ଟ ଏଥିପାଇଁ ଉଦ୍ଧବ ଠାକରେଙ୍କ ଶିବସେନାକୁ ଅନୁମତି ପ୍ରଦାନ କରିଛି । ଶିବାଜୀ ପାର୍କରେ ରାଲୀ କରିବା ପାଇଁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ଅନୁମତି ମାଗିଥିଲେ । ମାତ୍ର ଏହି…

ଡିସେମ୍ବରରେ ହୋଇପାରେ ଆଇପିଏଲ ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା ଡିସେମ୍ବରରେ ହୋଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜଣେ ଅଧିକାରୀଙ୍କ ମତରେ ଚଳିତ ବର୍ଷ ଶେଷ ଭାଗରେ ନିଲାମ ପ୍ରକ୍ରିୟା ଶେଷ କରିବା ପାଇଁ ବୋର୍ଡ ଚାହୁଁଛି ବୋଲି…

ଗ୍ୟାଙ୍ଗଷ୍ଟାର ମାମଲାରେ ମୁଖତାର ଅନ୍ସାରୀ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଏହି ବାହୁବଳୀ ନେତା ଗ୍ୟାଙ୍ଗଷ୍ଟାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବ୍ରାଂଚ ତାଙ୍କୁ ୫ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି ପରେ ସତର୍କ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା ବୋଲି କହିଛି ପୋଲିସ । ଏଥିସହ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ଦୂରେଇ ରହିବାକୁ ପୋଲିସ…

‘ବିଗ ବସ ସିଜିନ-୧୬’ ରେ ଅଭିନେତା କରଣଙ୍କ ଏଣ୍ଟ୍ରିକୁ ନେଇ ହଟିଲା ରହସ୍ୟ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ 'ବିଗ ବସ ସିଜିନ-୧୬' ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ'ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ 'ବିଗ ବସ ସିଜନ-୧୬'ରେ ଆସିପାରନ୍ତି ବୋଲି…

ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର…

କିଏ ହେବେ ‘ଖତ୍ରୋ କେ ଖିଲାଡ଼ି ସିଜନ-୧୨’ର ବିଜେତା ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟିଙ୍କ ପପୁଲାର ଷ୍ଟଣ୍ଟ୍ ରିଆଲିଟି ଶୋ' ଖତ୍ରୋ କେ ଖିଲାଡ଼ି ସିଜନ-୧୨ ସରିବାକୁ ଯାଉଛି। ଫାଇନାଲ ଏପିସୋଡ ପରେ ହେବ ଗ୍ରାଣ୍ଡ ଫିନାଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଟିଭିର ଏହି ଲୋକପ୍ରିୟ ରିଆଲିଟି ଶୋ'ରେ ଅନେକ ଛୋଟ ପରଦା ଅଭିନେତା,…