Latest Odisha News

BREAKING NEWS

Browsing Category

ଫିଚର

ପାର୍ବଣରେ ରେଳ ଯାତ୍ରୀଙ୍କୁ ଝଟକା, ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ଚେନ୍ନାଇ: ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ। ଦକ୍ଷିଣ ରେଳବାଇ ଚେନ୍ନାଇ ଡିଭିଜନ୍ ପ୍ଲାଟଫର୍ମ ଟିକେଟ୍ ଭଡା ଏବେ ବୃଦ୍ଧି ପାଇଛି । ଦକ୍ଷିଣ ରେଳବାଇର ଚେନ୍ନାଇ ଡିଭିଜନ୍ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟ୍…

ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଜେ ପି ନଡ୍ଡା

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି । ଜେ ପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ…

ଆସୁଛି ଲଘୁଚାପ, ଆଜିଠୁ ପୁଣି ବର୍ଷା

ଭୁବନେଶ୍ୱର : ଆସୁଛି ଲଘୁଚାପ । ଆଜିଠୁ ପୁଣି ବର୍ଷା ଛେଚିବ । ଆସନ୍ତାକଲି ପ୍ରବଳ ବର୍ଷିବ  । ପୂଜା ମାହୋଲକୁ ଏଥର ଭିଜାଇବ ବର୍ଷା। ଆଜି ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।…

ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କଲେ ମେନ୍ଦିରତା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି ମେନ୍ଦିରତା । ବନ୍ଧୁକଚାଳକ ଭୋ‌ବନେଶ ମେନ୍ଦିରତା ପ୍ରଥମ ଭାରତୀୟ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି ।  କ୍ରୋଏସିଆ‌େର ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ସଟ୍‌ଗନ ବିଶ୍ବ…

କଂଗ୍ରେସ ସଭାପତି ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ଶେଷ ଦିନ

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ନିର୍ବାଚନ ଲଢିବା ନିମନ୍ତେ  ସାଂସଦ ଶଶୀ ଥରୁର ଓ ଦିଗ୍‌ବିଜୟ ସିଂହ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟମାନେ ନେଇଥିବା ପ୍ରାର୍ଥିପତ୍ର ସଂଗ୍ରହ କରି ରଖିଥିବାବେଳେ ଆଜି…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନର ଶେଷ ତାରିଖ; ପୂର୍ବ ରାତିରେ ଏକାଠି ହେଲେ ଜି-୨୩ ଗୋଷ୍ଠୀର ନେତା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି କିଏ ହେବେ? ନାମାଙ୍କନ ଦାଖଲର ଶେଷ ତାରିଖ ପୂର୍ବ ରାତିରେ ଅନେକ ନାଁ ଉପରେ ଚର୍ଚ୍ଚା ହେଉଛି। ଏହାରି ଭିତରେ ଜି -୨୩ ଗୋଷ୍ଠୀର କିଛି ନେତା ଏକାଠି ହୋଇ ବୈଠକ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦ ଶର୍ମା ନିଜ ଘରେ ଏକ ବୈଠକ କରିଥିଲେ। ଅନୁମାନ…

ବିହାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରଜେଡି-ଜେଡିୟୁ ମେଣ୍ଟ ବିବାଦକୁ ଇସାରା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତେଜସ୍ୱୀ ଯାଦବ ୨୦୨୩ରେ ବିହାରରେ ମୁଖ୍ୟମନ୍ତ୍ରୀ ହେବେ। ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ଆରଜେଡି ବିହାର ସଭାପତି ଜଗଦାନନ୍ଦ ସିଂ ଦାବି କରିଛନ୍ତି ଯେ ୨୦୨୨ ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ। ଜଗଦାନନ୍ଦ ସିଂ କହିଛନ୍ତି ଯେ…

୬୭ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣିଥରେ ଅଶ୍ଳୀଳ ୱେବସାଇଟକୁ ବ୍ୟାନ କରିଛନ୍ତି। ୨୦୨୧ରେ ଜାରି ହୋଇଥିବା ନୂଆ ଆଇଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୬୭ ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପଠାଯାଇଥିବା ଏକ ଇମେଲରେ…

ଫସିଗଲେ ଗେହଲୋଟ, ଏବେ ଟଳମଳ ମୁଖ୍ୟମନ୍ତ୍ରୀ ଚୈାକି

ଜୟପୁର: କଥାରେ ଅଛି ରାଜନୀତିରେ କିଛି ସ୍ଥାୟୀ ନୁହେଁ । କାଲି ସୋନିଆ ଗାନ୍ଧୀଙ୍କ ଅତି ବିଶ୍ବସ୍ଥ ନେତା ଥିବା ଅଶୋକ ଗେହଲୋଟ ଏବେ ଅସହାୟ । ଏପରିକି ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିଲେ ମଧ୍ୟ ତାଙ୍କ ଚୈାକି ଟଳମଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭୁଲ ମାଗିଥିଲେ ମଧ୍ୟ ଚୈାକି ଯେ…

ପରକୀୟା ପ୍ରୀତି ପାଇଁ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ହାତରେ ହାତକଡ଼ି

ଭୁବନେଶ୍ୱର: ପରକୀୟା ପ୍ରୀତି ପାଇଁ ନିନ୍ଦିତ ହେବା ବଦଳରେ ସାରା ରାଜ୍ୟରେ ସୋଶିଆଲ ମିଡିଆ ଏବଂ ପ୍ରମୁଖ ଗଣମାଧ୍ୟମ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଚି କରି ପାରିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ଗିରଫ। ଜଣେ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆଲୋକ ଭୋଳକୁ…