Latest Odisha News

BREAKING NEWS

Browsing Category

ଫିଚର

ବିଷ ପିଇ ଦେଲେ ଆଇଟିଆଇ ଛାତ୍ର, ପରିବାର ଲୋକ ଆଣିଲେ ରାଗିଂ ଅଭିଯୋଗ

ଭଦ୍ରକ: ଏକ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିବା ଛାତ୍ର ଶୁକ୍ରବାର ବିଷ ପିଇ ଦେଇଛନ୍ତି । ଏବେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗତକାଲି ସେ ଆଇଟିଆଇରୁ ଫେରିବା ପରେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବିଷ ପିଇଥିବା ଛାତ୍ରଙ୍କ ନାମ ଆଶୁତୋଷ ମଲ୍ଲିକ । ସେ ଭଦ୍ରକ ତିହିଡିର ନନ୍ଦପୁରର…

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିନେଲେ କ’ଣ ହେବ, ବଢ଼ିଲା ସଂଶୟ

ଭୁବନେଶ୍ୱର: ଶୁକ୍ରବାରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ନେଇ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାକୁ ନେଇ ଅନେକ ସଂଶୟ ସୃଷ୍ଟି ହୋଇଛି। ବାଲି କଢ଼ା ହେଲେ ମନ୍ଦିର ସୁରକ୍ଷିତ ରହିବ ତ? ଏତେ ବର୍ଷର ମନ୍ଦିର ସେଥିରୁ ବାଲି କଢା…

ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆଉ ଥରେ ସୁଯୋଗ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଶନିବାର ପ୍ରକ୍ରିୟା ଶେଷ ହେଉଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ଦୁଇ ନାମଲେଖାଇ ପାରିନଥିଲେ କିଛି ଛାତ୍ରଛାତ୍ରୀ। ଏହା ଏବେ ସରକାରଙ୍କ ନଜରକୁ ଆସିଛି। ତେଣୁ ଇ-ଆଡମିଶନ ପାଇଁ ପଞ୍ଜୀକରଣ କରି ପାରି ନ ଥିବା ଦଶମ ପାସ୍ କରିଥିବା…

୨୪ ଘଣ୍ଟାରେ ସୁଦୃଶ୍ୟମାନ ହେବ ଲଘୁଚାପ, ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସୁଦୃଶ ଲଘୁଚାପରେ ରୂପ ନେଇପାରେ । ତେଣୁ ଆଜିଠୁ ରାଜ୍ୟରେ ବର୍ଷା…

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ…

କଂଗ୍ରେସ ସଭାପତି ନିର୍ବାଚନରେ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ପିଛା ଛାଡୁନି । ଅଧ୍ୟକ୍ଷ ନିର୍ବାଚନ ସ୍ବଚ୍ଛ କରିବା ପାଇଁ ପାଞ୍ଚ ଜଣ ଲୋକସଭା ସଦସ୍ୟ ପ୍ରଶ୍ନ ଉଠାଇଲେଣି । ସାଂସଦ ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ପ୍ରଦ୍ୟୁତ ବାର୍ଦୋଲୋଇ ଏବଂ ଅବଦୁଲ ଖାଲିକ୍ ସଭାପତି ନିର୍ବାଚନ…

ଚାଷ ଦେଲା ରୋଜଗାର; ୫୦ ଟଙ୍କା ରୋଜଗାରରୁ ୫୦ ଲକ୍ଷର ମାଲିକ ବାସୁଦେବ

କାମାକ୍ଷାନଗର: କଠିନ ପରିଶ୍ରମ, ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଥାଏ । ଆଉ ଯାହାକୁ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାଲିପଶି ଗାଁର ଚାଷୀ ବାସୁଦେବ । ମାଟ୍ରିକ ଫେଲ୍ ବାସୁଦେବ ଏବେ ଜଣେ ସଫଳ ଚାଷୀ । ଦୁଃଖ ଦୁର୍ଦ୍ଦଶାରେ କିଶୋର ଅବସ୍ଥା…

ସେପ୍ଟେମ୍ବର ୧୯ରେ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ନେଇ ସାରା ବିଶ୍ବ ଏବେ ଶୋକପାଳନ କରୁଛି । କେବଳ ବ୍ରିଟେନ ନୁହେଁ ବିଶ୍ବର ଅନେକ ଦେଶ ମହାରାଣୀଙ୍କ ସମ୍ମାନ ପାଇଁ ନିଜ ନିଜ ଦେଶରେ ଶୋକଦିବସ ଘୋଷଣା କରିଛନ୍ତି । ୯୬ ବର୍ଷ ବୟସରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ…

ଅଧିକ ସମୟ କାମ କଲେ ହାତରୁ ଖସିଯିବ ମାଉସ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ଦେବ ନାହିଁ ମାଉସ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ନସାରନ୍ତି ତେବେ ହାତରୁ ଖସି ପଳାଇ ପାରେ ମାଉସ। ଏପରି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ହଁ, ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏକ ନୂତନ କମ୍ପ୍ୟୁଟର ମାଉସ୍…

ଫସଲ କ୍ଷୟକ୍ଷତିର ପୁନଃ ଆକଳନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି

ଭୁବନେଶ୍ୱର: ଲଗାଣ ବର୍ଷା ଓ ବନ୍ୟାଦ୍ୱାରା ଚାଷ ଉଜୁଡ଼ିଯିବା ପରେ  ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଫସଲ କ୍ଷୟ କ୍ଷତିର ସଠିକ୍ ଆକଳନ କରାଯାଇନଥିବା ଅଭିଯୋଗ କରିଛି କଂଗ୍ରେସ ।  ମାତ୍ର ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲହାନୀ ହୋଇଛି ବୋଲି ସୂଚନା…