Latest Odisha News

BREAKING NEWS

Browsing Category

ଫିଚର

ନିଶା କାରବାରୁ ରକ୍ତ ରଞ୍ଜିତ ହେଲା ନାରାୟଣ ବସ୍ତି, ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର: ରାଜଧାନୀରେ ହତ୍ୟା । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଳି, ଝଗଡା ପରେ ହତ୍ୟା। ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ହତ୍ୟାକାଣ୍ଡ। ଆଉ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି ଜଣେ ମହିଳା। ମୃତକଙ୍କ ନାଁ ସୁବ୍ରତ ରାଓ ବୋଲି…

ସଡକ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇଲେ ମିଳିବ 2000 ଟଙ୍କା

କଟକ:  ସଡକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଡାକ୍ତରଖାନା ନେଲେ ମିଳିବ ପୁରସ୍କାର । ଏନେଇ ଦୁଇ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ଏବେ ଉଦ୍ଧାରକାରୀଙ୍କୁ ପୋଲିସ ଚିଠି ଅନୁମୋଦନ କରିପାରିବ। ଆଜି ପର୍ଯ୍ୟନ୍ତ କେବଳ ଡାକ୍ତରମାନେ ଏହିପରି ଚିଠି ପ୍ରଦାନ…

୨୦୨୨ ତୁଳନାରେ ୨୦୨୩ରେ ଆର୍ଥିକ ଅବସ୍ଥା ଅଧିକ ଖରାପ ହୋଇପାରେ !

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ୨୦୨୨ର ଆର୍ଥିକ ବର୍ଷ ତୁଳନାରେ ୨୦୨୩ରେ ଅଧିକ ଖରାପ ହୋଇପାରେ। ମୁଦ୍ରାସ୍ଫୀତି ଯଦି ବଢ଼ିବ ତାହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି।…

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ: ଗ୍ରେଟ ବ୍ରିଟେନର  ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶୋକ ପାଳନ ଦିନ…

ବାଲୁକା କଳାରେ 740 ଗୋଲାପ ଫୁଲ ଦେଇ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ:  ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।  ପୁରୀ ବେଳାଭୂମିରେ 740 ଗୋଲାପ ସ୍ଥାପନ କରି ସେ ବାଲୁକାକଳାରେ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ…

ଏହି ବର୍ଷରେ ଜନ୍ମ ହୋଇଥିବା ପିଲାଙ୍କ ଠାରେ ଫେସବୁକ ପ୍ରତି ଆଗ୍ରହ କମୁଛି

ଓ୍ୱାଶିଂଟନ: ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ପିଲା ସୋସିଆଲ୍ ମିଡିଆରେ ବିଶେଷ ଭାବରେ ଫେସବୁକରେ ସକ୍ରିୟ ରହୁ ନାହାନ୍ତି। ଭର୍ଚୁଆଲ୍ ଜଗତର ବନ୍ଧୁତା ଉପରେ ତାଙ୍କର ବିଶ୍ୱାସ ହ୍ରାସ ପାଇଛି। ଯେତେବେଳେ କି ୧୯୮୧ ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ୨୬ ରୁ ୪୧ ବର୍ଷ ବୟସ୍କ ନିୟମିତ ଭାବେ ଫେସବୁକ୍…

ପାକିସ୍ତାନକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା

ଏସିଆ କପର ସୁପର ୪ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ଶ୍ରୀଲଙ୍କାକୁ ୧୨୨ ରନର ଟାର୍ଗେଟ ଦେଇଥିଲା । ୧୭ ଓଭରରେ ଶ୍ରୀଲଙ୍କା ୫ ୱିକେଟରେ ୧୨୪ ରନ୍ କରି ବିଜୟଲାଭ କରିଛି । ହସରଙ୍ଗା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।…

ବିଜେଡିକୁ ଟକ୍କର ଦେଇପାରିବ କି ବିଜେପି?

ଓଡ଼ିଶା ସମ୍ବାଦ: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଜାତୀୟ ରାଜନୀତିରେ କଂଗ୍ରେସ, ଆପ ନିର୍ବାଚନ ପ୍ରଚାର ଜୋରସୋରରେ ଚଳାଇଥିବାବେଳେ କେନ୍ଦ୍ରରେ ବିଜେପି ମଧ୍ୟ ପଛରେ ନାହିଁ । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ୨୦୦୯ରୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ୩୦ ଆସନ ଟପିପାରୁନାହିଁ ।…

ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଖାରଜ କଲେ ଗିରଫ ଆବେଦନ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ଆଜି ଆଶ୍ୱସ୍ତି ମିଳିଛି । ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ଗିରଫ କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ସେହିପରି ସମ୍ପୂର୍ଣ୍ଣ ଘଟଣା ନେଇ ନିରପେକ୍ଷ ତଦନ୍ତ ଦାବୀକୁ ମଧ୍ୟ…

ରାଣୀ ଏଲିଜାବେଥ ୨ଙ୍କ ମୃତ୍ୟୁ ପରେ ଭାରତରେ ଜୋର ଧରିଲା କୋହୀନୂର ହୀରା ଫେରସ୍ତ ଦାବୀ

ଲଣ୍ଡନ: ମହାରାଣୀ ଏଲିଜାବେଥ୨ଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଅଦ୍ଭତ ଦାବୀ ଜୋର ଧରିଛି । ଟ୍ୱିଟରରେ ଭାରତୀୟମାନେ ରାଣୀଙ୍କ ମୃତ୍ୟୁ ପରେ କୋହୀନୂର ହୀରା ଭାରତକୁ ଫେରାଇଦେବା ଦାବୀ କରିଛନ୍ତି । ୧୦୫.୫ କ୍ୟାରେଟର ଏହି ହୀରା ୧୯୩୭ରୁ ମହାରାଣୀଙ୍କ ମୁକୁଟରେ ଲଗାଯାଇଛି । ମୃତ୍ୟୁ…