Latest Odisha News

BREAKING NEWS

Browsing Category

ଫିଚର

ଯୋଗୀଙ୍କ ବିଜୟ ପଛର ନେପଥ୍ୟ ନାୟକ ବଂଶଲ: ଓଡ଼ିଶା ବିଜେପିକୁ ବାଟକୁ ଆଣିବେ ଶାହଙ୍କ ‘ପିକେ’?

ଭୁବନେଶ୍ୱର: ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଓଡ଼ିଶା ଗସ୍ତରେ ଆସି କହିଥିଲେ ଓଡିଶାରେ ବିଜେପି ଗଢିବ ସରକାର। ଏହାପରେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଅନେକ ବାର୍ତ୍ତା ଦେଇଛନ୍ତି। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ, ବଡ଼ ବଡ ନେତାଙ୍କୁ ଏକ ଘରିକିଆ କାହିଁକି ରଖାଗଲା…

[ଦେଖନ୍ତୁ ଭିଡିଓ] ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହୃଦଘାତ ପରେ ଅସୁସ୍ଥ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଅଛନ୍ତି । ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ…

[ଦେଖନ୍ତୁ ଭିଡିଓ] ଇତିହାସରୁ ପୁରାଣ ଯାଏ ରାକ୍ଷୀ…

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ । ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ…

ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ଦେବେ ଜରିମାନା

ନୂଆଦିଲ୍ଲୀ: ପୁଣି ଥରେ ମାସ୍କ ବାଧ୍ୟତାମୂଳକ ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।…

ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ: ଟିଏମସି ସାଂସଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ପଟ୍ଟ ପରିବର୍ତ୍ତନ କରିବା ପରେ ସେ ଆଗାମୀ ଦିନରେ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେ ମୋଦୀଙ୍କ ସମସ୍କନ୍ଧ ନେତା ହୋଇଥିବାରୁ ଆଗାମୀ ଦିନରେ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି…

୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି…

ଡିସେମ୍ବର ସୁଦ୍ଧା ପଶ୍ଚିମବଙ୍ଗରେ ଭାଙ୍ଗିବ ସରକାର: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମମତା ସରକାର ଭାଙ୍ଗିଯିବ ବୋଲି ବଡ଼ ବୟାନ ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମମତା ସରକାର ଭାଙ୍ଗିଯିବ। କେବଳ ଏତିକି ନୁହେଁ, ୨୦୨୪ରେ…

ଗାଡି ଚଢ଼ାଇଥିବାରୁ ଅନୁତାପ କରୁନି: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଖୋର୍ଦ୍ଧା ବାଣପୁରରେ କାର ଚଢ଼ାଇବା ଘଟଣାରେ ଜାମିନରୁ ମୁକୁଳିବା ପରେ ଭିକ୍ଟିମ୍ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ନିଜର ନୀରିହତା ଦେଖାଇବାକୁ ଯାଇ ମାର୍ଚ୍ଚ ୧୨, ୨୦୨୨ ଘଟଣା ବାବଦରେ ମିଡିଆକୁ କହିଛନ୍ତି। ସେଦିନ ବିଜେପି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା। ତାଙ୍କୁ…

ଜେଡିୟୁ ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ କ’ଣ କରିବେ ରାଜ୍ୟସଭା ଉପାଧ୍ୟକ୍ଷ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବା ପରେ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ନା କଣ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ବିହାରରେ ବିଜେପି ଏବଂ ଜେଡିୟୁ ପରସ୍ପରକୁ ମୁହଁ ମୋଡିବା ପରେ ଆରଜେଡି ସମେତ ୭ଟି ଦଳ ସହିତ ମିଶି ଜେଡିୟୁ ଏକ…

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି: ଯାଂଚ ନସରିବା ପର୍ଯ୍ୟନ୍ତ ଗିରଫ ଉପରେ ରୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଯାଂଚ ନସରିବା ପର୍ଯ୍ୟନ୍ତ ନୂପୁରଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି । ମହମ୍ମଦଙ୍କ ଉପରେ ଟିପ୍ପଣୀ ଦେଇଥିବାରୁ ତାଙ୍କ ନାମରେ ଭିନ୍ନ ଭିନ୍ନ ରାଜ୍ୟରେ ୯ଟି  ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟ ସବୁ ମାମଲା…