Latest Odisha News

BREAKING NEWS

Browsing Category

ଫିଚର

ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ମେୟର ଓ କମିଶନର

କଟକ: ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ  ସିଂହ  ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ  । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ …

ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ, ବନ୍ୟା ଆଶଙ୍କା କମ୍: ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତକାଲିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ତେଣୁ ସବୁର୍ଣ୍ଣରେଖାରେ ଜଳସ୍ତର ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ମୟୂରଭଞ୍ଜର ଉପରମୁଣ୍ଡରେ ରହିଥିବା ଝାଡଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ହେଲେ…

ଝାଡଖଣ୍ଡରେ ଭାଙ୍ଗିବକି ହେମନ୍ତଙ୍କ ସରକାର ? ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ବିଜେପି ?

ଝାଡଖଣ୍ଡ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ହେମନ୍ତ ସୋରେନ ? ଝାଡଖଣ୍ଡରେ ଭାଙ୍ଗିବ କି ହେମନ୍ତଙ୍କ ମହାଗଠବନ୍ଧନ ସରକାର ?  ବିଜେପି ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି  ଝାଡଖଣ୍ଡର ରାଜ୍ୟ ରାଜନୀତିରେ  ? ଖଣି ଲିଜ୍ ଆବଣ୍ଟନରେ…

ଓଡ଼ିଶାରେ ବିଜେଡି-ବିଜେପିର ବିକଳ୍ପ ହେବ କହିଲା ଆମ୍ ଆଦମୀ ପାର୍ଟି, ଜବାବ ଦେଲେ ଅପରାଜିତା

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ କହିଛି ଯେ ଓଡିଶାରେ ବିଜେଡି ଏବଂ ବିଜେପିର ବିକଳ୍ପ ଭାବରେ ନିଜକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ରବିବାର ଭୁବନେଶ୍ୱରରେ କର୍ମୀଙ୍କୁ ନେଇ ଏକ ସମ୍ମିଳନୀ କରିବ ବୋଲି ଦଳ କହିଛି। ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ…

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ  ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ  ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

ବାହୁବଳୀ, ଆରଆରଆର ଫେମ ଲେଖକ ବିଜେୟେନ୍ଦ୍ର ଆରଏସଏସ ଉପରେ ଲେଖିବେ ଫିଲ୍ମ, ୱେବ ସିରିଜ

ନାଗପୁର: ବାହୁବଳୀ ଓ ଆରଆରଆର ଫେମ ଲେଖକ ତଥା ଏସଏସ ରାଜମୌଲୀଙ୍କ ବାପା ବିଜେୟେନ୍ଦ୍ର ପ୍ରସାଦ ଖୁବ ଶୀଘ୍ର ଆରଏସଏସ ଉପରେ ଫିଲ୍ମ ଏବଂ ୱେବସିରିଜ କରିବା ପାଇଁ ଘୋଷଣା କରିଛନ୍ତି । ଆରଏସଏସର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ରାମ ମାଧବଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଯୋଗ ଦେଇ ସେ ଏହା କହିଛନ୍ତି…

ଅନେକ ସ୍ଥାନରେ ଭାସିଗଲା ପୋଲ, ଏକାଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ବାଲିଗୁଡ଼ା: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଖଡଗ୍ ନଦୀ, ରାଉଳ ନଦୀ, ଦମଦେଇନାଳ ଭଳି ବିଭିନ୍ନ ଛୋଟବଡ଼ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା…

ଦିଲ୍ଲୀ ଅବକାରୀ ନୀତି କ’ଣ? କାହିଁକି ସିବିଆଇ ସ୍କାନରରେ କେଜ୍ରିଓ୍ୱାଲ ସରକାର?

ନୂଆଦିଲ୍ଲୀ: ଯେଉଁ ଦଳ ଦୁର୍ନୀତି ବିରୋଧରେ ନାରା ଦେଇ କ୍ଷମତାକୁୁ ଆସିଥିଲା ସେହି ଦଳ ଏବେ ଦୁର୍ନୀତି ଅଭିଯୋଗରେ ଫସିଛି। ପ୍ରଥମେ ଆପର ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଜେଲ୍ ଯାଇଛନ୍ତି। ଆଉ ଏବେ ଦିଲ୍ଲୀର ଅବକାରୀ ନୀତିରେ ଅନିୟମିତତା ହୋଇଥିବା ଅଭିଯୋଗରେ…

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ସଂଗ୍ରାମ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ ପକ୍ଷରୁ ସ୍ମୃତି ସଂସଦର ସଭାପତି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଏକ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ…