Latest Odisha News

BREAKING NEWS

Browsing Category

ଫିଚର

କୋଟି ପରେ କୋଟି ଗଣା ଚାଲିଛି : ଆଉ ୧୫ କୋଟି ଟଙ୍କା ଜବତ କଲା ଇଡି

କୋଲକାତା:  ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଟଙ୍କା ଗଣା ଚାଲିଛି । ପୁଣି ଆହୁରି କେତେ ବାହାରିବ ତାହା ଆସନ୍ତାକାଲି ସୁଦ୍ଧା ଜଣାପଡିବ ।  ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା…

+୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ: କନ୍ଧମାଳ ଝିଅ ମୀନାକ୍ଷୀ କିସ୍ ଟପ୍ପର

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ…

ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ, ଅଭିନେତା କହିଲେ ସୁସ୍ଥ ଅଛି

ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ ବଲିଉଡ ଏବଂ ସିନେପ୍ରେମୀଙ୍କୁ ଅସ୍ତ ବ୍ୟସ୍ତ କରି ପକାଇଥିଲା । କିଛି ସମୟ ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଖବର ପ୍ରସାରିତ ହେବା ପରେ ପ୍ରେମ ଚୋପ୍ରାଙ୍କ ପରିବାର ସଦସ୍ୟଙ୍କ ପାଖକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା କଲ ଏବଂ…

ପାତ୍ରପୁର ବ୍ଲକରେ ଦୋଳାରେ ମେଡ଼ିକାଲ ଗଲେ ଗର୍ଭବତୀ

ବ୍ରହ୍ମପୁର: ଗଞ୍ଜାମ‌ରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଆଉ ଜଣେ ଗର୍ଭବତୀଙ୍କୁ କୋଡ଼ିଏ କିଲୋମିଟରରୁ ଅଧିକ ରାସ୍ତା ଦୋଳାରେ ବୋହି ଜଙ୍ଗଲ ରାସ୍ତାରେ ଦୁଇଟି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବା ପରେ…

କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି । ଟେଲିକମ…

ୟଶରାଜର କ୍ରମାଗତ ୫ମ ଫ୍ଲପ, ସମ୍ମାନ ବଂଚାଇବ କି ଟାଇଗର ୩, ପଠାନ !

ମୁମ୍ବାଇ: ରଣବୀର କାପୁରଙ୍କ ଶମଶେରା ବକ୍ସ ଅଫିସରେ ଧରାଶୟୀ ହୋଇଛି । ଏଥିସହ ୟଶରାଜ ବ୍ୟାନରର କ୍ରମାଗତ ୫ମ ଫିଲ୍ମ ଫ୍ଲପ ହୋଇଛି । ପ୍ରେମ କାହାଣୀରେ ସିଦ୍ଧହସ୍ତ ୟଶରାଜ ବ୍ୟାନରର ପିରିୟଡ ଡ୍ରାମାରେ ଅଭିଜ୍ଞତା କମ । ଏହା ବ୍ୟତୀତ କ୍ରମାଗତ ଭାବେ ଏ ଭଳି ଫିଲ୍ମ ନିର୍ମାଣ ହେଉଥିବାରୁ ଦର୍ଶକଙ୍କ…

ମିଥୁନଙ୍କ ବୟାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ, ପୁଣି ଖେଲା ହୋବେ କି ?

କୋଲକାତା: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତିଙ୍କ ବୟାନ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି । ସେ କହିଛନ୍ତି ଏବ ତୃଣମୂଳ କଂଗ୍ରେସର ୩୮ ବିଧାୟକ ଆମ ସମ୍ପର୍କରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ସିଧାସଳଖ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । କୋଲକାତାରେ ଏଥର ବିଜେପି…

୪ ବର୍ଷରେ ଏସିଆରେ ଆୟୋଜିତ ହେବ ୩ଟି ବଡ ଆଇସିସି ମହିଳା ଟୁର୍ଣ୍ଣାମେଂଟ, ଭାରତରେ ହେବ ୨୦୨୫ ବିଶ୍ୱକପ

ବର୍ମିଂହାମ:ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୪ରୁ ୨୭ ପର୍ଯ୍ୟନ୍ତ ସମସ୍ତ ବଡ ମହିଳା ଟୁର୍ଣ୍ଣାମେଂଟର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ମିଳିଛି । ୫ମ ଥର ପାଇଁ ଭାରତ ଆଇସିସି ମହିଳା ଟୁର୍ଣ୍ଣାମେଂଟ ଆୟୋଜନ କରିବ । ୨୦୨୪ ମହିଳା…

ସ୍ପାଇସଜେଟ ବିମାନ ଚଳାଚଳ ଉପରେ କଟକଣା; ୫୦ ପ୍ରତିଶତ ବିମାନ ଉଡ଼ିବ

ନୂଆଦିଲ୍ଲୀ: ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ଜନିତ ଅବହେଳା ପାଇଁ ସ୍ପାଇସଜେଟ ବିମାନ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସଜେଟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି । ୫୦ ପ୍ରତିଶତ କ୍ଷମତାରେ ଉଡାଣ କରିବାକୁ…

ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡ଼ା: ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଲାଙ୍କୁ ଝାରସୁଗୁଡ଼ା ଆରପିଏଫ ଯବାନ ରାଜେଶ କୁମାର ଯାଦବ ତତ୍ କ୍ଷଣାତ ମହିଳାଙ୍କୁ ଉଦ୍ଧାର କରିଥିବା ସିସି ଟିଭିରୁ ଜଣା ପଡ଼ିଛି। ବୁଧବାର ରାତି ୧ଟାରେ ପ୍ଲାଟଫର୍ମ-୨ରୁ ହାଓଡ଼ା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା…