Latest Odisha News

BREAKING NEWS

Browsing Category

ଫିଚର

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍

https://www.youtube.com/watch?v=LQzUxA2sBN8 ୧) ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆରୁ ବର୍ଷା ଲାଗି ରହିଛି । ତଳିଆ ଅଞ୍ଚଳରେ…

ସୋମବାର ଠାରୁ ସଂସଦ ମୌସୁମୀ ଅଧିବେଶନ; ଲୋକସଭା ବାଚସ୍ପତି ଓମ ବିର୍ଲା କଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ୧୮ ତାରିଖ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଜି ସଂସଦ ସଚ୍ଚିବାଳୟରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଗୁରୁତ୍ୱପୂର୍ଣ୍ଣ ସମୟକୁ ସଠିକ୍ ଭାବେ ଉପଯୋଗ କରିବାକୁ ସମସ୍ତ ଦଳର…

ଯୁକ୍ତ ୨ ନାମଲେଖା ପାଇଁ ୧୮ ତାରିଖରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧୮ ତାରିଖ ଦିନ ୧୧ଟାରୁ ସାମ୍ସ ୱେବସାଇଟ୍ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୨୭ ତାରିଖ…

ତୃତୀୟ ଦିନିକିଆ ପୂର୍ବରୁ ଭାଇରାଲ ହେଲା କୋହଲିଙ୍କ ପୋଷ୍ଟ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି । ଇଂଲଣ୍ଡ ଗସ୍ତରେ ଏ ପର୍ଯ୍ୟନ୍ତ କୋହଲି ୧୧, ୨୦, ୧, ୧୧ ଓ ୧୬ ରନ କରିଛନ୍ତି । ପ୍ରଶଂସକମାନେ ତାଙ୍କ ଫର୍ମକୁ ଫେରିବା ପାଇଁ ବ୍ୟଗ୍ରତା ସହକାରେ…

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ: ଶ୍ରୀଶଙ୍କର, ଅବିନାଶ ଫାଇନାଲରେ

ନ୍ୟୁୟର୍କ: ଭାରତୀୟ ଲଙ୍ଗ ଜମ୍ପର ଶ୍ରୀଶଙ୍କର ଓ ଷ୍ଟିପଲଚେଜର ଅବିନାଶ ସାବଲେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଲଙ୍ଗଜମ୍ପର ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ସେ ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଫାଇନାଲରେ ପ୍ରବେଶ…

ସିଙ୍ଗାପୁର ଓପନ ସୁପର ୫୦୦ ସିରିଜ ବ୍ୟାଡମିଂଟନ: ଫାଇନାଲରେ ସିନ୍ଧୁ

ସିଙ୍ଗାପୁର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟୁଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସେ ଜାପାନର ସୀନା କାୱାକାମୀଙ୍କୁ ୨୧-୧୫ ଓ ୨୧-୭ରେ ପରାସ୍ତ କରିଥିଲେ । ପୂର୍ବରୁ କ୍ୱାର୍ଟର ଫାଇନାଲରେ…

ଟି୨୦ ବିଶ୍ୱକପ ୨୦୨୨: ଚୂଡାନ୍ତ ହେଲା ୧୬ ଟିମ

ମେଲବୋର୍ଣ୍ଣ: ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଶନିବାର ନେଦରଲାଣ୍ଡ ଓ ଜିମ୍ବାୱେ କ୍ୱାଲିଫାଇ କରିବା ପରେ ୧୬ ଟିମ ଚୂଡାନ୍ତ ହୋଇଛି । ଭାରତ ସମେତ ୮ ଟିମ ସୁପର ୧୨ରେ ଖେଳିବେ । ଅନ୍ୟ ୮ ଟିମରୁ ୪ଟି ପ୍ରଥମ ରାଉଣ୍ଡ ପରେ ସୁପର ୧୨ରେ ପଂହଚିବେ ।…

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି; ଖାଇବା ତେଲ ଦର କମାଇଲେ କମ୍ପାନୀ, ଜାଣନ୍ତୁ ନୂଆ ଦର…

ନୂଆଦିଲ୍ଲୀ: ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି । କମିଲା ଖାଇବା ତେଲ ଦାମ୍ । ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର । ବିଭିନ୍ନ ତେଲ କମ୍ପାନୀ ରୋଷେଇ ତେଲ ଦର କମାଇଛନ୍ତି । ହ୍ରାସ ପାଇଥିବା ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ । ପୂର୍ବରୁ ଆଦାନୀ…

[ଦେଖନ୍ତୁ ଭିଡିଓ] କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୫ ଜିଲ୍ଲା, ଆଜି ବି ହଜାରେ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ବଢ଼ୁଛି ସଂକ୍ରମଣ, ରେଡ୍ ଜୋନକୁ ଆସୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଗତକାଲି ୧୦୪୩, ଆଜି ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ । ଅନ୍ୟପଟେ ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ବୃଦ୍ଧି ପାଉଛି । ରାଜ୍ୟରେ ଟିପିଆର୍ ୫ ପ୍ରତିଶତ ଉପରେ ରହିଛି । ଗତ ୨୪ ଘଣ୍ଟାରେ…

କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ବସିବ ବିଜେପି ସଂସଦୀୟ ଦଳ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ। ଏହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି। ୨୦୧୭ରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ଏମ୍…