Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭାରେ ଉଠିଲା କାଶୀପୁରରେ ୫ ଜଣଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରାୟଗଡା ଜିଲ୍ଲା କାଶୀପୁରରେ ଡାଇରିଆରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅଖାଦ୍ୟ ଖାଇ ଲୋକଙ୍କର ମୃତ୍ୟୁ ଘଟୁଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ରିପୋର୍ଟ ଆସିଥିବ।…

ରାଷ୍ଟ୍ରପତି ନିର୍ବାଚନ: ସଂସଦରେ ଭୋଟ୍ ଦେଇନପାରିଲେ ବିଧାନସଭାରେ ଭୋଟ୍ ଦେଇପାରିବେ ସାଂସଦ

ଭୁବନେଶ୍ୱର: ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ବିଭିନ୍ନ ରାଜ୍ୟରେ ଥିବା ବିଧାନସଭା ଏବଂ ସଂସଦରେ ବିଧାୟକ ଓ ସାଂସଦମାନେ ଭୋଟ୍ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ବିଧାୟକ ଓ ସାଂସଦମାନେ ନିଜ ନିଜ ରାଜ୍ୟରେ ଥିବା ବିଧାନସଭା ଏବଂ…

[ଦେଖନ୍ତୁ ଭିଡିଓ] ଭାଲୁ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ, ୨ ଗୁରୁତର

ନୂଆପଡ଼ା: ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ ।…

ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା-୨୦୨୨’ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ଶୁକ୍ରବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନ ର‌୍ୟାକିଙ୍ଗ୍ ଫେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ର‌୍ୟାକିଙ୍ଗସ୍‌- ୨୦୨୨କୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

କୋଟିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ: ମାଗଣା ବସରେ ପିଲା ଗଲେ ସ୍କୁଲ

ଭୁବନେଶ୍ୱର: କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋଟିଆରେ ଆରମ୍ଭ ହୋଇଛି ଓଡିଶା ଆଦର୍ଶ ବିଦ୍ୟାଲୟ । କୋଟିଆ ଗ୍ରାମପଂଚାୟତରେ ଖୋଲିଛି ଏହି ଆଦର୍ଶ ବିଦ୍ୟାଳୟ ।…

କରୋନା ବଢ଼ିବା ପରେ ସତର୍କ କରାଇଲେ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନଙ୍କ ଟୁଇଟ ଏବେ ପୁଣିଥରେ ସତର୍କ କରାଇଛି।କରୋନା ଭାଇରସର ନୂଆ ଭାରିଆଣ୍ଟ ବାହାରିବା, ହସ୍ପିଟାଲରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିହେବାକୁ ନେଇ କରୋନାର ନୂଆ ଲହର ପାଇଁ ପ୍ରସ୍ତୁତ…

ସଂସଦରେ ବଡ଼ ଦାୟିତ୍ୱ ତୁଲାଇବେ ବାଜପେୟୀ

ନୂଆଦିଲ୍ଲୀ: କେନ୍ଦ୍ରର ଶାସକ ଦଳ ବିଜେପି ଘୋଷଣା କରିଛି ନିଜ ଦଳର ମୁଖ୍ୟ ସଚେତକ । ପୂର୍ବରୁ ଏହି ପଦରେ ଥିବା ଶିବ ପ୍ରତାପ ଶୁକ୍ଲାଙ୍କ ସ୍ଥାନ ନେବେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ । ତାଙ୍କୁ ରାଜ୍ୟସଭାରେ ଦଳର ନୂଆ ମୁଖ୍ୟ ସଚେତକ କରାଯାଇଛି। ସଂସଦୀୟ ବ୍ୟାପାର…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବଡ଼ ଅଡୁଆରେ ତିନି ମେଣ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳ ପ୍ରାର୍ଥୀ କାହାକୁ କରିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଅନେକ ନାମ ଉପରେ ଆଲୋଚନା କରିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଆରମ୍ଭରୁ ଲାଗୁଥିଲା…

ଉଦ୍ଧବଙ୍କୁ କାଉଣ୍ଟର କରିବାକୁ ଫଡନାଭିସ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ ?

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶୁକ୍ରବାର ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଭେଟିଛନ୍ତି। ରାଜ ଠାକରେଙ୍କ ବାସଭବନରେ ଉଭୟ ନେତାଙ୍କ ସାକ୍ଷାତ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦୁଇ ନେତାଙ୍କ…

କଂଗ୍ରେସକୁ ଶିବୁ ସୋରେନ କାହିଁକି ଦେଲେ ଝଟକା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଦୁଇ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏନଡିଏ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ସେତିକି ବଢ଼ି ବଢ଼ି ଯାଉଛି । ତେବେ ସବୁଠୁ ବଡ଼ କଥା ହେଉଛି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା  କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନା…