Latest Odisha News

BREAKING NEWS

Browsing Category

ଫିଚର

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍, ତଥାପି ରହିବେ…

ନୂଆଦିଲ୍ଲୀ: ବ୍ରିଟେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଏନେଇ ବ୍ରିଟିଶ୍ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି । ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ସରକାରଙ୍କ ହାତ ଛାଡ଼ି ଦେଇଥିଲେ । ଏପରିକି ୪ ଜଣ ଶୀର୍ଷ ମନ୍ତ୍ରୀ…

ଖଦି ବୋର୍ଡରେ ସବସିଡି ପାଇଁ ଲାଞ୍ଚ, ଧରା ପଡ଼ିଲେ ଲାଞ୍ଚୁଆ ସୁପରଭାଇଜର

ଭୁବନେଶ୍ୱର: ଖଦି ଗ୍ରାମ୍ୟଦ୍ୟୋଗରେ ସବସିଡି ପାଇଁ ଲାଞ୍ଚ କାରବାର । ସବସିଡି ଟଙ୍କା କରାଇ ଦେବା ପାଇଁ ୧୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁପରବାଇଜର । ଡିଆଇସି ପୁରୀର ଖଦି ଭିଲେଜ୍ ବୋର୍ଡ ଇଣ୍ଡଷ୍ଟ୍ରୀଜର ସୁପରଭାଇଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।…

ଟ୍ୱିଟରରୁ ହଟିଲା ନିର୍ଦ୍ଦେଶିକା ଲୀନାଙ୍କ ବିବୀଦୀୟ କାଳୀ ପୋଷ୍ଟର ଟ୍ୱିଟ୍

ଭୁବନେଶ୍ୱର: ଫିଲ୍ମ ନିର୍ଦ୍ଦେଶିକା ଲୀନାଙ୍କ ବିବାଦୀୟ କାଳୀ ପୋଷ୍ଟର ଟ୍ୱିଟରରୁ ହଟିଯାଇଛି। ଗୁରୁବାର ଟ୍ୱିଟର ଏହି ପୋଷ୍ଟକୁ ହଟାଇ ଦେଇଛି। ପ୍ରତିକ୍ରିୟାଶୀଳ ହୋଇ ଲୀନା ଟ୍ୱିଟରକୁ ଅନ୍ୟ ଦୁଇ ଲକ୍ଷ ଆକାଉଣ୍ଟର ବିବାଦୀୟ ଟ୍ୱିଟ ହଟାଇବ କି, ବୋଲି ପ୍ରଶ୍ନ କରିଛନ୍ତି। ଟ୍ୱିଟର ଏହି ପୋଷ୍ଟକୁ…

ସଙ୍କଟରେ କୋହଲିଙ୍କ କ୍ୟାରିୟର, ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶେଷ ସୁଯୋଗ !

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ରିକେଟ କ୍ୟାରିୟର ଏବେ ସଙ୍କଟରେ । ବାରମ୍ବାର ବିଫଳତା ଏବଂ ଦୁର୍ଭାଗ୍ୟ ଯୋଗୁ ଚୟନକମିଟି ମଧ୍ୟ ତାଙ୍କ ନେଇ ଧୈର୍ଯ୍ୟହରା ହୋଇ ପଡିଲେଣି । ଇଂଲଣ୍ଡ ବିପକ୍ଷରେ ଶୋଚନୀୟ ଭାବେ ଟେଷ୍ଟ ମ୍ୟାଚ ହାରିବା ତାଙ୍କୁ ବେଶୀ ବିପଦକୁ ଠେଲି…

ଗହମ ରପ୍ତାନୀ ବନ୍ଦ ପରେ ଅଟା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତ ବିଦେଶକୁ ଗହମ ରପ୍ତାନୀ ବନ୍ଦ କରିବା ପରେ ଏବେ ଅଟା ଉପରେ ପ୍ରତିବନ୍ଧକ ଲଗାଇଛି। ଅଟା, ମଇଦା, ସୁଜି, ସିମେଇ ଆଦି ଗହମରୁ ତିଆରି ଉତ୍ପାଦ ସବୁ ଉପରେ ଜୁଲାଇ ୧୨ ତାରିଖରୁ ପ୍ରତିବନ୍ଧକ ଲାଗୁ ହେବ। ଏଣିକି ବିଦେଶକୁ ଅଟା ରପ୍ତାନୀ ପାଇଁ ପୂର୍ବରୁ ଅନୁମତି ନେବାକୁ…

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…

ସଲମାନଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ !

ମୁମ୍ବାଇ: ସଲମାନ ଖାଁଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ ଧୂଲିଆ । ନିକଟରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ତିଙ୍ଗମାଂସୁ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ୨୦୨୨ ଡିସେମ୍ବରରେ ଏହାର ଶୁଟିଂ ଆରମ୍ଭ ହେବ । ଚୁଲବୁଲ ପାଣ୍ଡେର କାହାଣୀର ଥ୍ରୀଲ ଆଉ ଆଡଭେନଚର…

ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ମୋହନା: ଚାଉମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ତିନୋଟି ଜୀବନ । ଏଭଳ ଅଘଟଣ ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମୋହନା ବ୍ଲକ ନାରାୟଣ ନଗରରେ ଥିବା…

ଆଜି ବିଶ୍ୱ ଚକୋଲେଟ୍ ଦିବସ: ହାପ୍ପି ଚକୋଲେଟ୍ ଡେ

ଭୁବନେଶ୍ୱର (ଦେବଦତ୍ତ ରଥ) :  ଆଜି ଆଜି ବିଶ୍ୱ ଚକୋଲେଟ୍ ଡେ' (ଚକୋଲେଟ୍ ଦିବସ)। ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ' ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ' ପାଳନ ଆରମ୍ଭ ହେଲା। ଏମିତିରେ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ବେଳେ ୯…

ଆଜି ବାରଣାସୀ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀରେ ଗସ୍ତରେ ଯିବେ । ନିଜ ସଂସଦୀୟ କ୍ଷେତ୍ର ପାଇଁ ମୋଦି ୧୭୭୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ମୋଟ ୩୧ଟି ପ୍ରକଳ୍ପ ଜନତାଙ୍କ ପାଇଁ ସମର୍ପିତ କରିବେ, ଯେଉଁଥିରେ କି ୫୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି…