Latest Odisha News

BREAKING NEWS

Browsing Category

ଫିଚର

ମାଗଣା ବୁଷ୍ଟର ଡୋଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ ।…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ ସମସ୍ତଙ୍କଠୁ ଆଗରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ  ଇସ୍ତଫା ପରେ  କଞ୍ଜର୍ଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ। ପ୍ରଥମ ରାଉଣ୍ଡ ଭୋଟରେ ସେ ଆଗରେ ଅଛନ୍ତି । …

ଅଶ୍ଲୀଳ ଫଟୋ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା; ୩ ଜଣ ଗିରଫ

ବ୍ରହ୍ମପୁର: ଅଶ୍ଲୀଳ ଫଟୋ ଭାଇରାଲ ପରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ପରେ ଏହି ଘଟଣାକୁ ନେଇ ୩ ଜଣ ଗିରଫ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ାହାଟୁଣି ଗ୍ରାମରେ ଏହି ଘଟଣା ଘଟିଛି । ଗତ ୮ ତାରିଖରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ପୋଲିସ…

ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି!

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେ ଦେଶଛାଡି ଯିବାପରେ ରାନିଲ ବିକ୍ରମସିଂଘେଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ତାଙ୍କ ଅନୁପସ୍ଥିତରେ ରାନିଲ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ଗୋଟବାୟ ।…

୬ ଜଣ ଯୁବକ ଆରମ୍ଭ କରିଥିଲେ ଶ୍ରୀଲଙ୍କାର ମହା ଆନ୍ଦୋଳନ

କଲମ୍ବୋ: ଆର୍ଥୀକ ସଙ୍କଟ ବିପକ୍ଷରେ ଶ୍ରୀଲଙ୍କାରେ ଜନ ସାଧାରଣ ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ, ରାଜପାକ୍ଷେ ସରକାରର ପତନ ଘଟିଥିଲା । ମାଗଣାର ପ୍ରଲୋଭନ ଦେଖାଇ କ୍ଷମତା ହାତେଇଥିବା ରାଜପାକ୍ଷେ ସରକାରଙ୍କ ନୀତି ଦେଶକୁ କାଙ୍ଗାଳ କରି ଦେଇଥିଲା । ତେବେ ଏହି ଚର୍ଚ୍ଚିତ ଆନ୍ଦୋଳନ ଆରମ୍ଭ…

ଆଇଏମଡିବି ଲୋକପ୍ରିୟ ଫିଲ୍ମ: କେଜିଏଫ, ଆରଆରଆର, ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇଲା ବିକ୍ରମ

ମୁମ୍ବାଇ:ଚଳିତ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ କମାଲ କରିଛନ୍ତି । ତେବେ କେଜିଏଫ ୨, ଆରଆରଆର, ଭୁଲ ଭୁଳେୟା ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ କମଳା ହାସନଙ୍କ ବିକ୍ରମ ଆଇଏମଡିବି ମୋଷ୍ଟ ୱାଚ ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ବଲିଉଡର ୬ ଫିଲ୍ମ ଏହି ତାଲିକାରେ ଥିଲେ ମଧ୍ୟ…

ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲ୍ଲିଜରେ ନାହିଁ ସଫା ସୁତୁରା; ସାତ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲ୍ଲିଜ ରେସ୍ତୋରାଁରେ ସଫା ସୁତୁରା ନାହିଁ । ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିଲା ଖାଦ୍ୟ । ବୁଧବାର ବିଏମସି ପକ୍ଷରୁ ଯାଞ୍ଚ ସମୟରେ ଗ୍ରୀନ ଚିଲ୍ଲିଜରେ ଅବ୍ୟବସ୍ଥା ଧରାପଡ଼ିଥିଲା । ବୁଧବାର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ…

ଏବେ ବି ଫିଟ ହୋଇ ନାହାନ୍ତି କୋହଲି, ଖେଳି ନ ପାରନ୍ତି ଦ୍ୱିତୀୟ ଦିନିକିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଭାଗ୍ୟ ମଧ୍ୟ ସହାୟ ହେଉ ନାହିଁ । ଫର୍ମ ପରେ ଏବେ ଫିଟନେସ ତାଙ୍କୁ ଠକୁଛି । ରିପୋର୍ଟ ମୁତାବକ କୋହଲି ଆଘାତ ସମସ୍ୟା ଯୋଗୁ ପ୍ରଥମ ଦିନିକିଆରେ ଖେଳି ପାରି ନ ଥିଲେ । ଏହି ମ୍ୟାଚରେ ଖରାପ ଫର୍ମରେ ଥିବା ରୋହିତ ପୁରୁଣା ଲୟକୁ…

ବୁମରାହଙ୍କୁ ନେଇ ଜାଫରଙ୍କ ଟୁଇଟ ହେଲା ଭାଇରାଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯଶପ୍ରୀତ ବୁମରାହଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଏବେ ସବୁଠାରେ ତାଙ୍କୁ ନେଇ ଚର୍ଚ୍ଚା । ଭାରତର ପୂର୍ବତନ ଓପନର ୱାସିମ ଜାଫର ବୁଧବାର ବୁମରାହଙ୍କ ପ୍ରଦର୍ଶନ ନେଇ ଏକ ଟ୍ୱିଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଜାଫର ଟୁଇଟ କରିଥିଲେ…

୩୫୦ କୋଟି ବଜେଟରେ ନିର୍ମିତ ହେବ ପୁଷ୍ପା ଦି ରୁଲ !

ମାଡ୍ରାସ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଦି ରାଇଜ ଫିଲ୍ମ ସାରା ଦେଶରେ ସୁପରହିଟ ହୋଇଥିଲା । ରିପୋର୍ଟ ମୁତାବକ ଏହାର ଲୋକପ୍ରିୟତାକୁ ଦେଖି ମେକର୍ସ ଏହାର ପରବର୍ତୀ ପାର୍ଟକୁ ବିଗ ବଜେଟରେ ନିର୍ମାଣ କରିବେ । ପ୍ରଥମ ପାର୍ଟରେ ୧୯୫ କୋଟି ବଜେଟ ଥିବା ବେଳେ ଏବେ ଏହାକୁ ୩୫୦…