Latest Odisha News

BREAKING NEWS

Browsing Category

ଫିଚର

କେସିଆର ଗଡ଼ରେ ଗର୍ଜିଲେ ମୋଦୀ, ନଡ୍ଡା କହିଲେ ବିଜେପି ଆସୁଛି, ଟିଆରଏସ ଯିବା ଥୟ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ହାଇଦ୍ରାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଓଡ଼ିଶାରେ ସରକାର ଗଢ଼ିବୁ, ୩୦-୪୦ ବର୍ଷ ପାଇଁ ରହିବ ବିଜେପି ଯୁଗ: ଅମିତ ଶାହ

ହାଇଦ୍ରାବାଦ: ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଗାମୀ ଦିନରେ ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟରେ ବିଜେପି…

ରାଷ୍ଟ୍ରପତି ଦୌଡ଼ରେ କେବଳ ଦ୍ରୌପଦୀ ଆଉ ଯଶୱନ୍ତ ସିହ୍ନା; ଆଉ ସବୁ ନାକଚ ହେଇଗଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାର ସମସ୍ତ ପ୍ରକ୍ରିୟା ଶେଷ ହେଲା । ରବିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଶେଷ ହୋଇଛି । ଏହାପରେ ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି…

ମହିଳା ହକି ବିଶ୍ୱକପ: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ନେଦରଲାଣ୍ଡର ଆମ୍ସଷ୍ଟେଲଭିନରେ ରବିବାର ଅନୁଷ୍ଠିତ ମହିଳା ହକି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ପୁଲ ବିର ଏହି ମୁକାବିଲା ସହ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଟୋକିଓ ଅଲିମ୍ପିକ୍ସ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ ଥିଲେ…

ଲାଲୁ ପ୍ରସାଦ ଯାଦବ ଆହତ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଢିରୁ ପଡି ଆହତ ହୋଇଛନ୍ତି । ତାଙ୍କ କାନ୍ଧ ଓ ଅଂଟାରେ ଆଘାତ ଲାଗିଛି । ରବିବାର ରାବ୍ରି ଦେବୀଙ୍କ ବାସଭବନରୁ ସିଢିରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା । ଲାଲୁଙ୍କୁ ସଙ୍ଗେ…

ହିଟମ୍ୟାନ ହେଲେ କରୋନା ଫ୍ରି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କରୋନ ଫ୍ରି ହୋଇଛନ୍ତି । ହିଟମ୍ୟାନଙ୍କ କ୍ରମାଗତ ୩ଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ଯେତେଦୂର ସମ୍ଭବ ସେ ଅଧିନାୟକ ଦାୟିତ୍ୱ…

ଇଂଲଣ୍ଡ ୨୮୪ରେ ଅଲଆଉଟ, ଭାରତକୁ ୧୩୨ ରନର ଅଗ୍ରଣୀ

ବର୍ମିଂହାମ: ବୋଲରମାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ୫ମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ତୃତୀୟ ଦିବସରେ ୨୮୪ ରନରେ ଅଲଆଉଟ ହୋଇଯାଇଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ ସଂଗ୍ରହ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୧୩୨ ରନର ଅଗ୍ରଣୀ ହାସଲ କରିଛି । ରିଷଭ ପନ୍ତ ଓ ରବୀନ୍ଦ୍ର…

ପିଓକେ ସୀମାରେ ୨୦୦ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: ପିଓକେରେ ସୀମାରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି । ସୀମାରେ ବିଏସଏଫ ଓ ସେନାର ଏଲଓସିରେ ପେଟ୍ରୋଲିଙ୍ଗ ବଢ଼ାଇ ଦିଆଯାଇଛି । ଆତଙ୍କବାଦୀମାନେ ନଦୀ ଏବଂ ସୁଡଙ୍ଗ…

ବେଆଇନ ଖଣି ଉତ୍ତୋଳନ: ସିରାଜୁଦ୍ଦିନ ମାଇନିଂର ୮.୫୨ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିରାଜୁଦ୍ଦିନ ମାଇନିଂ କମ୍ପାନୀର ୮.୫୨ କୋଟି ଟଙ୍କା ଜବତ କରିଛି । ଗତ ମାସ ଜୁନ ୨୪ ତାରିଖରେ ସିରାଜୁଦ୍ଦିନ ଆଣ୍ଡ କୋ. ଅଫିସ ରେଡ୍ କରିଥିଲା । ଗତକାଲି ଇଡି ଏକ ପ୍ରେସ ଇସ୍ତାହାର ଜାରି କରିଛି । ଏଥିରେ ଚଢ଼ାଉ ଏବଂ ଜବତ ଅର୍ଥ ରାଶି ବିଷୟରେ…

ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡିଦେଲେ ଘର ମାଲିକ

ଦିଲ୍ଲୀ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି ।…