Latest Odisha News

BREAKING NEWS

Browsing Category

ଫିଚର

 ରାଷ୍ଟ୍ରପତି ହେବେ କି ଆରିଫ ? ଟ୍ୱିଟରରେ ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଦେଶର ଆଗାମୀ ରାଷ୍ଟ୍ରପତିକୁ ନେଇ ଚାଲିଛି ଚର୍ଚା । ଏନଡିଏ କି ୟୁପିଏ ପକ୍ଷରୁ ଏନେଇ କେହି ମୁହଁ ଖୋଲିନାହାଁନ୍ତି । ତେବେ ସୋସିଆଲ ମିଡିଆରେ ଅନେକଙ୍କ ନାମ ଆଲୋଚନା ହେଉଛି । ସବୁଠୁ ଅଧିକ ଆଲୋଚନା ହେଉଛି  ଆରିଫ ମହମ୍ମଦ ଖାନଙ୍କୁ ନେଇ । ବିଭିନ୍ନ ସମୟରେ ଖୋଲା ମତ…

ଦେଶରେ କୋଭିଡ୍ ସଂକ୍ରମଣ ମାମଲା ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ୩ ମାସର ବ୍ୟବଧ୍ୟାନ ପରେ ଦେଶରେ ପୁଣି କୋଭିଡ୍ କାୟା ମେଲାଇଲାଣି । ଗତ ୨୪ ଘଣ୍ଟାରେ ଦେଶରେ  ହଜାର ୭ ହଜାର ୫୮୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଅଧିକ ୪.୮ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଦେଶରେ ୪…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

ଧାମରା ପୋର୍ଟରେ କୋଇଲା ବଗିରୁ ଉଦ୍ଧାର ହେଲେ ନିଶାସକ୍ତ ଯୁବକ

ଧାମରା : ବୁଧବାର ଭଦ୍ରକରୁ ଧାମରା ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରେନ ଆସିଥିଲା । ପୋର୍ଟର ନିୟମାବଳୀ ଅନୁଯାୟୀ ଟ୍ରେନ ୱାଗନଗୁଡ଼ିକୁ ଯାଞ୍ଚ କରାଯାଇଥାଏ ।ପରେ ୱାଗନ ଟିପର ସ୍ଥାନରେ ଟ୍ରେନ ବଗିଗୁଡ଼ିକ କ୍ରମାନ୍ୱୟରେ ଟିପ୍ପଲର କରାଯାଇଥାଏ । କ୍ରମଶଃ ଟ୍ରେନ ବଗିରେ ଥିବା ପଣ୍ୟଦ୍ରବ୍ୟ…

ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୨୦୮୨ କୋଟି ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି  ବୈଠକରେ ୧୧ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ  ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୮୨.୧୭ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ…

“ଅତ୍ୟଧିକ ମୋବାଇଲ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ”

ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ…

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ବେଳେ ଦଳୀୟ ସମର୍ଥକ ତଦନ୍ତକାରୀ ସଂସ୍ଥା ବିରୋଧରେ ଦେବେ ନାରାବାଜି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତେବେ ଏହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ ଆଦି ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଇଡି ବିରୋଧରେ ନାରାବାଜି କରିବେ ବୋଲି ଜଣାପଡିଛି । ଉଭୟ ଲୋକସଭା…

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଅଧିକ ଟେଷ୍ଟ କରାଅ: କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ସଂକ୍ରମଣର ନୂଆ କିମ୍ବା କ୍ଲଷ୍ଟର ରିପୋର୍ଟ ଆସୁଥିବା ଅଞ୍ଚଳରେ ଅଧିକରୁ ଅଧିକ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏହି ରୋଗର ମୁକାବିଲା ପାଇଁ ପାଇଁ ପଞ୍ଚମୁଖୀ ରଣନୀତି ଅନୁସରଣ କରିବାର…

ମନ୍ତ୍ରୀ ହେବା ପରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଗତ ରବିବାର ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର…