Latest Odisha News

BREAKING NEWS

Browsing Category

ଫିଚର

ଜାତୀୟ ସିନିୟର ଚାମ୍ପିୟନଶିପ ହକି: ଭୋପାଳ ଗସ୍ତରେ ଓଡିଶା ଟିମ

ଭୁବନେଶ୍ୱର: ଭୋପାଳରେ ୧୨ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଆଜି ଭୋପାଳ ଗସ୍ତରେ ଯିବା ପାଇଁ ଓଡିଶା ହକି ଟିମ ସମସ୍ତ ପ୍ରସ୍ତୁତି ଶେଷ କରିଛି । ସୁଦୀପ ଚିରମାକୋ ଦଳର ନେତୃତ୍ୱ ନେବେ । ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ଏଡଗାର ମାସ୍କେରହାନ୍ସ କୋଚ ଦାୟିତ୍ୱ…

ଭୁବନେଶ୍ୱର ଦୟାଲ ଆଶ୍ରମରେ ଡେମୋ ଦେଖାଇ କାନ୍ଦି ପକାଇଲେ ଶର୍ମିଷ୍ଠା

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି  ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଁଞ୍ଚି ଡେମୋ ଦେଖାଇଛି ଶର୍ମିଷ୍ଠା । ଆଶ୍ରମରେ ପହଁଞ୍ଚି କିଭଳି ଭାବେ ମାନସ ସ୍ୱାଇଁ କୁ ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ କରିଛି ଶର୍ମିଷ୍ଠା । ଏହି ସମୟରେ ପୁର। କ୍ରାଇମବ୍ରାଞ୍ଚ ଟିମ୍…

କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ

କଟକ : ଖାଦ୍ୟର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ । କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ । ନିଜ ସେ ଆହର କେନ୍ଦ୍ରରେ ବସି ଖାଇଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା…

ପୁରସ୍କୃତ ହେଲେ ୭ ଉଦୀୟମାନ ଟେନିସ ଖେଳାଳି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏବଂ ଓଡିଶା ହକି ପ୍ରମୋଶନ କାଉନ୍ସିଲ ପକ୍ଷରୁ ୭ ଉଦୀୟମାନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କୁ ଅର୍ଥ ରାଶି ପ୍ରଦାନ…

ପରୀକ୍ଷା ଜୀବନର ଅଂଶବିଶେଷ , ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ମୋଦି

 ଦିଲ୍ଲୀ :ପରୀକ୍ଷା ପେ ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।  ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସ୍କୁଲ ଛାତ୍ରଛାତ୍ରୀ…

[ଦେଖନ୍ତୁ ଭିଡିଓ] ଜାଳିଦେଲେ ପ୍ରତିମୂର୍ତ୍ତି, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଏ କି ସମ୍ମାନ ?

ଭୁବନେଶ୍ୱର: ଜୟନ୍ତୀ ପୂର୍ବରୁ ଜଳିଲା ସମ୍ବିଧାନ ପ୍ରଣେତା ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଉପସ୍ଥିତ ଥିଲା ପୋଲିସ, ତଥାପି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଆଜି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ୍ ଜିଲ୍ଲାରୁ ସାମ୍ନାକୁ…

ସୁରଟରେ ବ୍ୟବସାୟୀ ପ୍ରସ୍ତୁତ କଲେ ‘ଦ କାଶ୍ମୀର ଫାଇଲ୍ସ ଶାଢୀ’

ସୁରଟ : ବଲିଉଡ୍ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ରିଲିଜ ହେବାର ୩ ସପ୍ତାହ ବିତିଗଲାଣି  ତଥାପି ମୁଭିରେ କ୍ରେଜ ଯାଉନି ।ଏହି ଫିଲ୍ମକୁ ସବୁ ବର୍ଗର ଲୋକ ପସନ୍ଦ କରୁଛନ୍ତି । ହେଲେ ଏବେ ଚର୍ଚ୍ଚାରେ 'ଦ କାଶ୍ମୀର ଫାଇଲ୍ସ ପ୍ରିଣ୍ଟ…

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; କେଜ୍ରିୱାଲଙ୍କ ଉପରେ ଆକ୍ରମଣକୁ ପୋଲିସ ଗୁରୁତର ସହ ନେଉଛି ତ !

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଉପରେ ଆକ୍ରମଣ ମାମଲା । ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱୂପୂର୍ଣ୍ଣ୍ ଶୁଣାଣି କରିଛନ୍ତି । ଆପ୍ ବିଧାୟକ ସୌରଭ ଭରଦ୍ୱାଜଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ପୋଲିସକୁ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ,ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର : ଓଡ଼ିଶା ଦିବସରେ  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏଣିକି ହିତାଧିକାରୀଙ୍କୁ  ଆଉ ୬ ମାସ ମିଳିବ ମାଗଣା ଚାଉଳ । ହିତାଧିକାରୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ  ମାଗଣା ଚାଉଳ ପାଇବେ । ପ୍ରତି ପରିବାରକୁ ମାସକୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳିବ । ଏଥିରେ…

ଉତ୍କଳ ଦିବସ ୨୦୨୨ : ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ : ଆଜି ଉତ୍କଳ ଦିବସ । ଏହି ଅବସରରେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି ।ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଭାରତ ପ୍ରଗତିରେ ଓଡିଶା…