Latest Odisha News

BREAKING NEWS

Browsing Category

ଫିଚର

ମାନସ ସ୍ୱାଇଁ ହତ୍ୟା ମାମଲା : କ୍ରାଇମ ସ୍ପଟରେ ଶର୍ମିଷ୍ଠା, ଚାଲିଛି ସିନ୍ ରିକ୍ରିଏସନ

ଚାନ୍ଦବାଲି : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚା ।  ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପଳାସପୁରରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଛନ୍ତି…

ବିହାର ଛାଡିବେନି ନୀତିଶ !

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ସେ ରାଜ୍ୟସଭା ଯିବେ ବୋଲି ବିଭିନ୍ନ ସୂତ୍ରରୁ ଖବର ପ୍ରକାଶ ପାଇଛି । ତେବେ ଏହି ଖବରାରେ ବିରାମ ଲଗାଇଛନ୍ତି ଜେଡୁୟୁ ନେତା ସଞ୍ଜୟ ଝା । ବିହାରର ଏ ମନ୍ତ୍ରୀଜଣକ କହିଛନ୍ତି ନୀତିଶ…

ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ: ୟୁରୋପ, ଚୀନ୍ ଓ ଅନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଭୟ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଦୁଇ ରାଜ୍ୟର ସରକାର । କିନ୍ତୁ ଉଭୟ ରାଜ୍ୟ ମାସ୍କ…

ଇସ୍ତଫା ଦେବେ ନାହିଁ ଇମ୍ରାନ୍, କ୍ରିକେଟରଙ୍କ ଭଳି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରିବେ

ଇସଲାମାବାଦ୍: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲିରେ ତାଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଏବଂ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ଧରି କ୍ରାଇମସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ଅଧିକ ଖୋଳତାଡ ଚଳାଇଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ…

ଆଜି ଉତ୍କଳ ଦିବସ: ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ମାନ୍ୟତା

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଦେଶରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଥିଲା । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି ।…

୧୧ ଦିନରେ ଦ୍ୱିତୀୟ ଥର ତେଲ ଦର ଅପରିବର୍ତ୍ତିତ, ବଢ଼ିଲା ରୋଷେଇ ଗ୍ୟାସର ଦାମ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ନିକଟରେ ଘରୋଇ ସିଲିଣ୍ଡର ଦାମ ବଢ଼ିଥିଲା ଆଜି ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ…

ଯୌନ ଉତ୍ପୀଡନ ମାମଲା: ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ରୁଜୁ ହେଲା ଚାର୍ଜଶିଟ

ମୁମ୍ବାଇ:କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିପକ୍ଷରେ ଯୌନ ଉତ୍ପୀଡନ ଓ ଧମକ ମାମଲାରେ ଗୁରୁବାର ପୋଲିସ ଚାର୍ଜଶିଟ ଦାଖଲ କରିଛି । ଗଣେଷଙ୍କ ବିରୋଧରେ ତାଙ୍କ ସହ କାମ କରୁଥିବା ଜଣେ ମହିଳା ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ । ଓଶବିରା ପୋଲିସ ଅଧିକାରୀ ସନ୍ଦୀପ ଶିନ୍ଦେଙ୍କ ଅନୁସାରେ ଧାରା…

ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦାମୀ ହିରୋଇନ ଲିଷ୍ଟରେ ଆଲିଆ ଭଟ୍ଟଙ୍କ ନାଁ

ମୁମ୍ବାଇ : ବଲିଉଡରେ ବେଶ୍ ଚର୍ଚ୍ଚା ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଫ୍ୟାନ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି ଆଲିଆ । ଫିଲ୍ମ ''ଗଙ୍ଗୁବାଇ କାଠିଆୱାଡି'' ପରେ ''ଆରଆରଆର'' ବି ହିଟ୍ । ଏବେ ବିଲିଉଡର ସବୁଠାରୁ ଦାମୀ ହିରୋଇନ ବନିଯାଇଛନ୍ତି…

ସିକେ ନାୟୁଡୁ ଟ୍ରଫି: ଓଡିଶାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶା ୬୯ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ ସଂଗ୍ରହ କରିଛି ।…