Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସକୁ ନୋଟିସ: ଘର ଖାଲି କର, ୩ କୋଟିରୁ ଅଧିକ ରହିଛି ବକେୟା

ନୂଆଦିଲ୍ଲୀ: କଂଗ୍ରେସକୁ ନୋଟିସ ଜାରି ହୋଇଛି । ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ଦଖଲରେ ଥିବା ବଙ୍ଗଳାକୁ ନୋଟିସ କରି ଖାଲି କରିବାକୁ କୁହାଯାଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଡିଓଇ ବିଭାଗ ଏହି ନୋଟିସ ଜାରି କରିଛି । ମନ୍ତ୍ରାଳୟର ଦସ୍ତାବିଜ…

କଂଗ୍ରେସରୁ ଇସ୍ତଫା ଦେଲେ ଜର୍ଜ ତିର୍କି

ସୁନ୍ଦରଗଡ: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଆଦିବାସୀ ନେତା ଜର୍ଜ ତିର୍କି । ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପଛର କାରଣ ନିର୍ବାଚନ ବେଳେ ଦଳୀୟ ନେତାଙ୍କ ଅସହଯୋଗ ଏବଂ ରାଜ୍ୟ ନେତୃତ୍ୱ ନିଷ୍କ୍ରିୟ…

ନେତାଙ୍କ ସହ ଘନିଷ୍ଠତା ଭାଙ୍ଗି ଲୋକଙ୍କ ବିଶ୍ୱାସ ଭାଜନ ହୁଅ: ସିଜେଆଇ

ନୂଆଦିଲ୍ଲୀ: ନିରପେକ୍ଷତା ଅଭାବରୁ ଏବଂ ରାଜନୈତିକ ବର୍ଗଙ୍କ ସହ ଘନିଷ୍ଠତା କାରଣରୁ ପୋଲିସର ଭାବମୂର୍ତ୍ତି ଖରାପ ହୋଇଛି । ଲୋକେ ହତାଶା ସମୟରେ ବି ପୁଲିସର ଦ୍ୱାରସ୍ଥ ହେବାକୁ ଭୟ କରୁଛନ୍ତି ବୋଲି ପ୍ରଧାନବିଚାରପତି ଏନ ଭି ରମନ୍ନା କହିଛନ୍ତି । କିଛି ପୁଲିସ କର୍ମଚାରୀଙ୍କ ଦୁର୍ନୀତି ଓ…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

କଲୋମ୍ବୋ: ଶ୍ରୀଲଙ୍କାରେ କାଗଜ, ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାକୁ ନଜରରେ ରଖି ଶ୍ରୀଲଙ୍କାର ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ…

ଜିନ୍ଦଲ୍ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର : ଗତକାଲି ଅନୁଷ୍ଠିତ କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ୍ ନେତୃତ୍ଵାଧୀନ ଜିନ୍ଦଲ୍ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ ହୋଇଛି । ସବୁଜ ଇସ୍ପାତ ଉତ୍ପାଦନ ମାଧ୍ୟମରେ…

ସିକେ ନାୟୁଡୁ ଟ୍ରଫି: ସୌରଭଙ୍କୁ ୭ ୱିକେଟ, ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫିର ଏକ ମୁକାବିଲାରେ ଓଡିଶା କ୍ରିକେଟ ଟିମ ୬ ୱିକେଟରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଝାଡଖଣ୍ଡ ନିକଟରୁ ହାରିବା ପରେ ନକଆଉଟରେ ପ୍ରବେଶ ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ଥିଲା । ବାମହାତୀ ସ୍ପିନର ସୌରଭ…

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ : ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତାଫା ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗୀ । ଜୟରାମ ପାଙ୍ଗୀ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏନେଇ ସେ…

ସଂରକ୍ଷିତ ବର୍ଗର ପଦୋନ୍ନତିରେ ପ୍ରତିବନ୍ଧକ ଜଟିଳ ସମସ୍ୟା ସୃଷ୍ଟି କରିବ; ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପଦୋନ୍ନତିରେ ପ୍ରତିବନ୍ଧକ ଲଗାଇବା କର୍ମଚାରୀଙ୍କୁ କ୍ଲାନ୍ତ କରିଦେବ ଆଉ ଗୁଡ଼େ ମାମଲାରେ ଛନ୍ଦି ପକାଇବ । ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି.ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଠାରେ ଏହି…

୩୨ ବର୍ଷ ପରେ ରାଜ୍ୟସଭାରେ ବିଜେପିର ଶତକ

ନୂଆଦିଲ୍ଲୀ: ୧୯୯୦ ପରେ ବିଜେପି ପ୍ରଥମ ଦଳ ଭାବେ ରାଜ୍ୟସଭାରେ ୧୦୦ ସିଟ ହାସଲ କରିଛି । ଗୁରୁବାର ବିଜେପି ଆସାମ, ତ୍ରିପୁରା ଓ ନାଗାଲାଣ୍ଡରେ ଗୋଟିଏ ଲେଖାଁଏ ସିଟରେ ବିଜୟ ହାସଲ କରିଥିଲା । ୩୨ ବର୍ଷ ପରେ ଦଳ ଏହି ସଫଳତା ହାସଲ କରିଛି । ନିକଟରେ ଆସାମର ୨, ହିମାଚଳପ୍ରଦେଶର ୧, କେରଳର ୩,…

ପ୍ରଥମ ଥର ରୁଷ ସୀମାରେ ପଶି ଆକ୍ରମଣ କଲା ୟୁକ୍ରେନ

କୀଭ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ମହଙ୍ଗା ସାବ୍ୟସ୍ତ ହୋଇଛି । କଡା ଟକ୍କର ଦେଉଥିବା ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୁଷର ପଶ୍ଚିମ ସହର ବେଲଗାରୋଡ ଗଭର୍ଣ୍ଣରଙ୍କ ମତରେ ଶୁକ୍ରବାର ୟୁକ୍ରେନର ୨ ହେଲିକପ୍ଟର ଏଠାରେ ଥିବା ଅୟଲ ଡିପ୍ପୋ ଉପରେ…