Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ଚଳନ୍ତା ଗାଡି, ସ୍କୁଲ୍ ଛାତ୍ରୀ ବିଅର ପିଉଛନ୍ତି ଧାଡିକିଧାଡି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଏକାଧିକ ଅଳ୍ପ ବୟସ୍କା ଝିଅମାନେ ସ୍କୁଲ୍ ଡ୍ରେସରେ ନଜର ଆସିଛନ୍ତି । ହେଲେ ସବୁଠୁ ଚକିତକର ଘଟଣା ହେଉଛି ସ୍କୁଲ ବସରେ ୟୁନିଫର୍ମ ପିନ୍ଧା ଏହି ଝିଅମାନେ ବିଅର ପିଇବାର ଭିଡିଓ ସୋସିଆଲ୍ ମିଡିଆରେ…

[ଭିଡିଓ] ପ୍ରି ଓସ୍କାର ଆୱାର୍ଡ ଇଭେଣ୍ଟରେ ବ୍ଲାକ ଶାଢୀ ପିନ୍ଧି ଗର୍ଜିୟସ୍ ଲୁକରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ : ବଲିଉଡ ବିୟୁଟି ପ୍ରିୟଙ୍କା ଚୋପ୍ରା ଦେଶୀ ଲୁକରେ ନଜର ଆସିଲେ । ଆସନ୍ତା ୨୭ ତାରିଖରେ ଓସ୍କାର ଆୱାର୍ଡ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଇଭେଣ୍ଟ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ଏକ ପ୍ରି ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ବ୍ଲାକ ଶାଢୀ ପିନ୍ଧି…

ପୌର ନିର୍ବାଚନ: ବଲାଙ୍ଗିରରେ ବିଜେଡି-କଂଗ୍ରେସ ମୁହାଁମୁହିଁ, ଦୁଇ ଆହତ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ ଆଜି କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ, ଝଙ୍କରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ୱାର୍ଡର ୩ଟି ବୁଥରେ ମତଦାନ ଚାଲିଥିଲା । ବୁଥ କ୍ୟାପଚରିଂକୁ ନେଇ ଉଭୟେ କଂଗ୍ରେସ ଓ ବିଜେଡି ମୁହଁମୁହିଁ ହୋଇଥିବା ଜଣାପଡ଼ିଛି ।…

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ”ଦ କାଶ୍ମୀର ଫାଇଲ୍ସ” ଟିମ୍

ଲକ୍ଷ୍ନୌ : ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଷ୍ଟାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଶପଥ ଗ୍ରହଣ କରିବେ ।ଏହି ଶପଥ ଉତ୍ସବରେ ସାମିଲ ହେବା ପାଇଁ ଯୋଗୀ ବହୁ ନେତା ମନ୍ତ୍ରୀ, ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନଙ୍କୁ ଡାକିଛନ୍ତି ।…

ଧୋନୀ ଛାଡିଲେ ଅଧିନାୟକ ପଦ, ଚେନ୍ନାଇର ମଙ୍ଗ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖବର । ଏହି ଧାରାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳର ଅଧିନାୟକତ୍ୱ ପଦ ଛାଡିଲେ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ୨୦୨୨ ସଂସ୍କରଣରେ ଆସନ୍ତା ଶନିବାର ଚେନ୍ନାଇ ସୁପର୍…

[ଭିଡିଓ] ଅଦ୍ଭୁତ ଉଦ୍ଭାବନ: କାଠରେ ପ୍ରସ୍ତୁତ ଟ୍ରେଡମିଲ୍‌, ଦେବାକୁ ପଡିବନି ବିଦ୍ୟୁତ୍ ବିଲ୍

ଭୁବନେଶ୍ୱର: ଫିଟନେସ୍ ସରଂଜାମ ଭାବେ ଟ୍ରେଡମିଲ୍ ବିଷୟରେ କିଏ ବା ନଜାଣେ । କମ୍ ଦାମ୍ ଓ ସ୍ୱଳ୍ପ ରକ୍ଷଣାବେକ୍ଷଣ ଯୋଗୁଁ ପ୍ରତ୍ୟେକ ଜିମ୍ନାସିୟମ୍ ଓ ଘରେଘରେ ଆଜିକାଲି ଟ୍ରେଡମିଲ୍ ଦେଖିବାକୁ ମିଳୁଛି । ତେବେ ନିକଟରେ ଭାରତର ଜଣେ ବ୍ୟକ୍ତି ଏକ ଇକୋ-ଫ୍ରେଣ୍ଡଲି ଟ୍ରେଡମିଲ୍ ନିର୍ମାଣ କରି…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା , ଶର୍ମିଷ୍ଠାଙ୍କୁ ଖୋଜିବାକୁ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମରେ ଡିଏସପି କଳ୍ପନା ସାହୁ , ଇନିସ୍ପେକ୍ଟର ବିଶ୍ୱ ପ୍ରକାଶ ଦାସ , ସବଇନ୍ସପେକ୍ଟର  ଅବଧୁତ ବାରିକଙ୍କ ସହିତ ଏସଆଇ…

ପୌର ନିର୍ବାଚନରେ ବି ନିର୍ବାଚନୀ ହିଂସା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଦ୍ରକ ଜିଲ୍ଲାରେ ନିର୍ବାଚନ ଚାଲିଥିବା ବେଳେ ଜେଣ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ ସାମ୍ନାରେ ଏହି ଘଟଣା ଘଟିଛି ।…

ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ପୌର ନିର୍ବାଚନ ଆଜି ସକାଳ ୮ରୁ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶନ୍ତିଶୃଙ୍କଳାର ସହ ଚାଲିଛି ମତଦାନ । ତେବେ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିାନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ୩ ମହାନଗର ନିଗମରେ ୧୨ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ…

ପୌର ନିର୍ବାଚନ ମତଦାନ ଜାରି , ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ପୌର ନିର୍ବାଚନ । ସମସ୍ତ ଅଞ୍ଚଳରେ ଶାନ୍ତି ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୌର ନିର୍ବାଚନ ନେଇ ଭୋଟ ଦାନ ପକ୍ରିୟା ସକାଳ ୮ ଟାରୁ…