Latest Odisha News

BREAKING NEWS

Browsing Category

ଫିଚର

ପୁର୍ନଜନ୍ମର ଅବିଶ୍ୱସନୀୟ ସତ୍ୟ: ୪ବର୍ଷର ଶିଶୁ ଖୋଲିଲା ୯ ବର୍ଷ ତଳର ମୃତ୍ୟୁ ରହସ୍ୟ

ଉଦୟପୁର: ପୁର୍ନଜନ୍ମ ଘଟଣା ନେଇ ଏବେ ବି ତର୍କ ଚାଲିଛି । ବୈଜ୍ଞାନିକ ଓ ଗବେଷକମାନେ ଏହା ସମ୍ଭବ ନୁହେଁ ଦାବୀ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ଏହି ରହସ୍ୟକୁ ଅନାବୃତ କରୁଛି । ରାଜସ୍ଥାନର ଉଦୟପୁରରେ ପୁନର୍ବାର ଏ ଭଳି ଏକ ଘଟଣା ଘଟିଛିି । ପରାବଲ ଗ୍ରାମର ରତନ ସିଂ ଚୁଡାବତଙ୍କ ୫ମ ଝିଅ…

୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପ୍ରସ୍ତୁତ ହେଲା ଡିଜିଟାଲ ଚେହେରା

ନୂଆଦିଲ୍ଲୀ: ୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମିଶସରର ଜଣେ ମହିଳାଙ୍କ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଡିଜିଟାଲ ଚେହେରା ପ୍ରସ୍ତୁତ କରାଯାଇଛି । ୧୮୧୯ରେ ମିଶରର ସବୁଠାରୁ ପୁରାତନ ଶବ ସଂରକ୍ଷଣ ଘରେ ଏହି ମମି ରଖା ଯାଇଥିଲା । ଅଷ୍ଟ୍ରେଲିଆର ଫିଲ୍ଡର୍ସ ୟୁନିଭରସିଟି ଏଫଏପିଏବି…

[ଭିଡ଼ିଓ] ଚିତ୍ରକଳାରେ ଜାତୀୟ ବାଳିକା ଶିଶୁ ଦିବସ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ବାଳିକା ଶିଶୁ ଦିବସ । ଦେଶରେ ଏବେ ଏମାନଙ୍କ ସୁରକ୍ଷା ନେଇ ବଢିଛି ଚିନ୍ତା । ସେମାନଙ୍କ ଲାଳନ ପାଳନରୁ ନେଇ ଶିକ୍ଷା ପର୍ଯ୍ୟନ୍ତ। ତା ସହିତ ସମାଜରେ ସେମାନଙ୍କର ଅଧିକାର ପାଇଁ ସଚେତନତା ସୃଷ୍ଟି କରାଯାଉଛି । ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନେଇ ସେମାନଙ୍କୁ…

୩୦୦୦ ପକ୍ଷୀ ରହିବା ପାଇଁ ନାଗୌରରେ ନିର୍ମିତ ୭ ମହଲାର ବାର୍ଡ ହାଉସ

ନାଗୌର: ରାଜସ୍ଥାନର ନାଗୌରରେ ପକ୍ଷୀ ପ୍ରେମୀଙ୍କ ମନ କିଣିବା ପରି କାର୍ଯ୍ୟ ହୋଇଛି । ପକ୍ଷୀମାନେ ରହିବା ପାଇଁ ୭ ମହଲାର ଘର ପ୍ରସ୍ତୁତ କରାଯାଇଛି । ପାଖାପାଖି ୩ ହଜାର ପକ୍ଷୀ ଏଠାରେ ସୁରକ୍ଷିତ ଭାବେ ରହିପାରିବେ । ସେମାନଙ୍କ ପାଇଁ ୨୪ ଘଂଟା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ଚଂଚଳ…

ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ପଞ୍ଜାବ ଲୋକ କଂଗ୍ରେସ, ପଟିଆଲାରୁ ଲଢ଼ିବେ କ୍ୟାପଟେନ୍

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ପଞ୍ଜାବ ଲୋକ କଂଗ୍ରେସ । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଆଜି ଏହି ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଥମ…

ସୟଦ ମୋଦି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ: ପିଭି ସିନ୍ଧୁ ଚାମ୍ପିୟନ୍

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ସୟଦ ମୋଦି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିୟନ୍ ସିନ୍ଧୁଙ୍କର ଏହା ଦ୍ୱିତୀୟ ସୟଦ ମୋଦି ଟାଇଟଲ୍ । ଫାଇନାଲରେ ସିନ୍ଧୁ ନିଜ ଦେଶର ମାଳବିକା ବନସୋଡଙ୍କୁ ୨୧-୧୩, ୨୧-୧୬ ଗେମରେ…

ସରଗରମ ହେଲା ୟୁପି ରାଜନୀତି : ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବେସି କଲେ ଅଜବ ଘୋଷଣା

ଉତ୍ତରପ୍ରଦେଶ : ସରଗରମ ହେଉଛି ଉତ୍ତରପ୍ରଦେଶ ରାଜନୀତି । କିଏ କ୍ଷମତାକୁ ଆସିବ ତାକୁ ନେଇ ପୂରା ରାଜନୀତି ଚଳଚଞ୍ଚଳ । ଏହାରି ଭିତରେ ଉତ୍ତରପ୍ରଦେଶ ରାଜନୀତିକୁ ଆହୁରି ରୋମାଞ୍ଚକର କରିଦେଇଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସିଙ୍କ । କାରଣ ନିର୍ବାଚନ ଲାଗି ଓଓ୍ବେସି କରିଛନ୍ତି ଏବ…

ଯାଞ୍ଚ ବେଳେ କଟିଲା ୮ ହଜାର ୬୪୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ଯାଞ୍ଚ ବେଳେ କଟିଛି ୮ ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ଯାଞ୍ଚ ପରେ ଏବେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥିପତ୍ର କାଏମ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: କ୍ୱାର୍ଟରରେ ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ଏଥିରେ ଟିମ ଇଣ୍ଡିଆ ବିଜୟ ହାସଲ କଲେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ସେମିରେ ଭେଟିବ । ଜାନୁୟାରୀ ୨୯ରେ…

ସିରିୟାର ଅନ୍ତରକୁ କନ୍ଦାଇଥିବା ଫଟୋ ଜିତିଲା ସିଏନା ଆୱାର୍ଡ

ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ…