Latest Odisha News

BREAKING NEWS

Browsing Category

ଫିଚର

ବନ୍ଧୁତାରେ ବଦଳିଲା ରାଜନୈତିକା ଶତ୍ରୁତା

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଦୁଇ ବିରୋଧୀ ରାଜନୈତି ପାର୍ଟି ବନ୍ଧୁତାର ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି । ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତା ପାଟିଲ ଏବଂ ଶିବସେନା ପ୍ରମୁଖ ବାଲା ସାହେବ ଠାକରେଙ୍କ ସ୍ୱର୍ଗତଃ ପୁତ୍ର ବିନ୍ଦୁ ମାଧବ ଠାକରେଙ୍କ ପୁତ୍ର ନିହାରଙ୍କ ମଧ୍ୟରେ…

ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଓ ୯ ଶିକ୍ଷକ କରିଥିଲେ ଗଣଦୁଷ୍କର୍ମ, ଭିଡିଓ କରୁଥିଲେ ଶିକ୍ଷୟିତ୍ରୀ

ଅଲଓ୍ୱାର(ରାଜସ୍ଥାନ): ଗୁରୁ ଶିଷ୍ୟର ସମ୍ପର୍କରେ କଳଙ୍କର ଛିଟା । ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥିଲେ ସ୍କୁଲ ପ୍ରିନ୍ସିପାଲ ଓ ୯ ଜଣ ଶିକ୍ଷକ । ବର୍ଷେ ଧରି ଏମିତି ନରକୀୟ କାଣ୍ଡ କରୁଥିଲେ । ସେତିକିରେ ସରି ନଥିଲା ଛାତ୍ରୀଙ୍କ ପ୍ରତି ନିର୍ୟାତନାର…

ରାଜ୍ୟରେ ପୁଣି ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଜି ୨ ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିକିତ୍ସିତ ହେଉଥିବା ଦୁଇଜଣ ସଂକ୍ରମିତଙ୍କ ଆଜି ମୃତ୍ୟୁ ହୋଇଯାଇଛି। ମୃତକ ଦୁଇଜଣ ଖୋର୍ଦ୍ଧା ଓ କଟକର ବୋଲି…

ୟୁକ୍ରେନ ବର୍ଡରରେ ରୁଷ ନିୟୋଜିତ କରିଛି ୧.୭୫ ଲକ୍ଷ ସୈନିକ !

ମସ୍କୋ:ରୁଷିଆ ଓ ୟୁକ୍ରେନ ବିବାଦ ଚରମ ସୀମାରେ ପଂହଚିଛି । ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧.୭୫ ଲକ୍ଷ ସୈନିକଙ୍କୁ ନିୟୋଜିତ କରିଛି । ରୁଷ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି, ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତାହାହେଲେ ଆମେ ସୈନ୍ୟ ପଠାଇବୁ…

ଲାଲୁଙ୍କ ଘରେ ବାଜିବ ଶାହନାଇ, ବାହା ହେବେ ତେଜସ୍ୱୀ

ପାଟଣା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣି ଥରେ ବାଜିବ ଶାହନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସାନ ପୁଅ ତେଜସ୍ୱୀ ଯାଦବ । ବାହାଘରକୁ ନେଇ ଆସିଲା ବଡ଼ ଖବର । ଖୁବଶୀଘ୍ର ବରବେଶରେ ସଜେଇ ହେବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । କାଲି ଦିଲ୍ଲୀରେ…

ସୁଧହାର ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରିଭର୍ସ ରେପୋ ରେଟ୍ ପୂର୍ବଭଳି ୩.୩୫ ପ୍ରତିଶତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଆଜି ଏହି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର…

ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର

ପୁରୀ: ବେଳାଭୂମି ନିକଟରେ ଅଭାବନୀୟ ଦୃଶ୍ୟ । ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ବ୍ୟାଗ ଭିତରେ ନବଜାତର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ମିଳିଥିବା ସୂଚନା…

‘ଆଟ୍ ରିସ୍କ କଣ୍ଟ୍ରି’ରୁ ଓଡ଼ିଶା ଆସିଥିବା ୪ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ଓମିକ୍ରନ୍ ସଂକ୍ରମିତ ହୋଇ ନାହାନ୍ତି । କିନ୍ତୁ 'ଆଟ ରିସ୍କ କଣ୍ଟ୍ରି'ରୁ ଓଡ଼ିଶା ଫେରିଥିବା ୪ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସେମାନଙ୍କୁ ସାମ୍ପୁଲ୍ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୫୫ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨ଜଣ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୧୦୩ଜଣ କୋଭିଡ଼ ପଜିଟିଭ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ

କଟକ: ଦିଲ୍ଲୀରୁ ଆସିଥିଲେ ଯବାନ । କଟକ ରେଲଓ୍ୱେ ଷ୍ଟେସନରୁ ନିଖୋଜ ହୋଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିବା ବେଳେ କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ଟେନଜିନ୍ ଗାଓ୍ୱା । ସେ ଦିଲ୍ଲୀରୁ ଆସିଥିଲେ । ନିଖୋଜ ନେଇ ଅଭିଯୋଗ ପରେ ଖୋଳତାଡ ଆରମ୍ଭ…