Latest Odisha News

BREAKING NEWS

Browsing Category

ଫିଚର

ସମ୍ ଅଲ୍ଟିମେଟରେ ହୃଦ ସମସ୍ୟା ଥିବା ଶିଶୁର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୃଦରୋଗ ବିଶେଷଜ୍ଞ । ପେଡିଆଟିଉ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନସନ ଦ୍ବାରା ଶିଶୁଟି ସୁସ୍ଥ ହୋଇପାରିଛି । ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ…

ଦେଶର ମୁଖ୍ୟ ଆର୍ଥୀକ ପରାମର୍ଶଦାତା ହେବାକୁ ଯାଉଛନ୍ତି ଜଣେ ମହିଳା !

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ସରକାର ଦେଶର ମୁଖ୍ୟ ଆର୍ଥୀକ ପରାମର୍ଶଦାତା ଭାବେ ଜଣେ ମହିଳାଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି । କୃଷ୍ଣମୂର୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ଶିକ୍ଷା ଜଗତକୁ ଫେରିବା ପାଇଁ ଚାହୁଁଛନ୍ତି । ଏହି ଖାଲି ପଡିଥିବା ସ୍ଥାନରେ ଗୀତା…

ଚାନ୍ଦିପୁର ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ପରୀକ୍ଷଣ ସଫଳ

ବାଲେଶ୍ବର : ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ‘ପ୍ରହାର’ର ଉତକ୍ଷେପଣ ହୋଇଛି । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ମିସାଇଲ । ଏହାର…

ଅବସର ନେବେ ହରଭଜନ !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମହାନ ସ୍ପିନର ଭାବେ ପରିଗଣିତ ହରଭଜନ ସିଂ ଖୁବ ଶୀଘ୍ର କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଅବସର ଘୋଷଣା କରିବା ସହ ସେ ଇଣ୍ଡିଆନ ପ୍ରିମିୟର ଲିଗରେ କୋଚ କିମ୍ବା ସପୋର୍ଟିଂ ଷ୍ଟାଫ ଦାୟିତ୍ୱ ତୁଲାଇବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସପ୍ତାହରେ ସେ…

ଖୁବ୍ ଶିଘ୍ର ରିଲିଜ ହେବ ”ଲାଗେ ପ୍ରେମ ନଜର”

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  'ଲାଗେ ପ୍ରେମ ନଜର'। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା 'ଲାଗେ ପ୍ରେମ ନଜର'। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। ।…

ଇଚ୍ଛା ମୃତ୍ୟୁ, ସୁଇସାଇଡ ମେଶିନକୁ ମଂଜୁର କଲା ସୁଇଜରଲାଣ୍ଡ ସରକାର

ନୂଆଦିଲ୍ଲୀ: ସୁଇଜରଲାଣ୍ଡ ସରକାର ଆଜି ଇଚ୍ଛା ମୃତ୍ୟୁକୁ ସରକାରୀ ମଂଜୁରୀ ପ୍ରଦାନ କରିଛି । ଏକ ସୁଇସାଇଡ ମେଶିନ (ସୁସାଇଡ ପଡ)ରେ ବିନା ଯନ୍ତ୍ରଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିପାରିବ । ଏହି ମେସିନ ମଧ୍ୟରେ ଅମ୍ଳଜାନର ମାତ୍ରା ବହୁତ କମ ରଖାଯାଇଥିବ, ଯାହା ଫଳରେ ରୋଗୀ ଧୀରେ ଧୀରେ…

ନାଗାଲାଣ୍ଡରେ ତେଜୁଛି ଉତ୍ତେଜନା, ଜୋର ଧରିଲା ଆଫସ୍ପା ପ୍ରତ୍ୟାହାର ଦାବି

ନାଗାଲାଣ୍ଡ : ନାଗାଲାଣ୍ଡ ଗଣହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଉତ୍ତେଜନା । ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫସ୍ପାକୁ ହଟାଇବାକୁ ଜୋର ଧରିଛି ଦାବି । ଏହି ଆଇନକୁ ହଟାଇବା ଦାବିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କ ସହ ସ୍ବର ମିଳାଇଛନ୍ତି ମେଘାଳୟ…

ସାରା ବିଶ୍ବରେ ଓମିକ୍ରନକୁ ନେଇ ଆତଙ୍କ

ନୂଆଦିଲ୍ଲୀ : ଧିରେ ଧିରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଯାହାକୁ ନେଇ ବଢ଼ୁଛି ଭୟ । ସାରା ବିଶ୍ବରେ ଓମିକ୍ରନକୁ ନେଇ ଦେଖାଦେଲାଣି ଆତଙ୍କ । ଭାରତରେ ବି ଓମିକ୍ରନ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁବା ପରେ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ନୂଆ ଷ୍ଟ୍ରେନ ଯୋଗୁ…

ହାତରେ ପିସ୍ତଲ ଧରି ଫଟୋ ଉଠାଇଲେ ଟିଏମସି ନେତ୍ରୀ, ଉପୁଜିଲା ରାଜନୈତିକ ବିବାଦ

କୋଲକାତା:ଟିଏମସିର ନେତ୍ରୀ ମୃଣାଳିନୀ ମୌତି ଏବେ ଚର୍ଚ୍ଚାରେ । ସେ ଏକ ସରକାରୀ କାର୍ଯ୍ୟାଳୟରେ ହାତରେ ପିସ୍ତଲ ଧରି ଫଟୋ ଉଠାଇଥିଲେ । ସୋସିଆଲ ସାଇଟରେ ଏହି ଫଟୋ ଭାଇରାଲ ହେବା ପରେ ଏବେ ଏ ନେଇ ବିବାଦ ଉପୁଜିଛି । ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀଙ୍କ ଫଟୋକୁ…

ସଂସଦରେ ମୃତ ଚାଷୀଙ୍କ ତାଲିକା ପ୍ରଦାନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ତାଲିକା ଦାଖଲ କରିଛନ୍ତି। ସଂସଦରେ ଶୂନ୍ୟ କାଳ ସମୟ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କୁ…