Latest Odisha News

BREAKING NEWS

Browsing Category

ଫିଚର

ହକ୍କାନୀ ନେଟୱର୍କ ସହ ବିବାଦ ପରେ ଆଫଗାନିସ୍ତାନ ଛାଡିଲେ ବରାଦର !

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାର ସପ୍ତାହେ ବିତି ନ ଥିବା ବେଳେ ହକ୍କାନୀ ନେଟୱର୍କ ଓ ମୁଲ୍ଲା ଅବଦୁଲ ଗନୀ ବରାଦର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିବାରେ ଲାଗିଛି । ଏପରିକି ଅଶାନ୍ତି ଜୋର ଧରିବାରୁ ଉପ ପ୍ରଧାନମନ୍ତ୍ରୀ ବରାଦର ଆଫଗାନିସ୍ତାନ ଛାଡି ପଳାଇଥିବା ଖବର…

ମୟୂରଭଞ୍ଜ ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ, ୨ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୟୂରଭଞ୍ଜ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ ନଦୀ । ସାଳନ୍ଦୀର ଜଳସ୍ତର ବୃଦ୍ଧି ପାଇବାରୁ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମରେ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ସେହିପରି ବଙ୍ଗାଳି ସାହି ଓ ଘୁଟୁ ସାହିର ଲୋକେ…

ଭଣ୍ଡାରିପୋଖରୀ ବାଙ୍କମୁହଁ ଗାଁରେ ଅଘଟଣ, ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଭଦ୍ରକ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ଗ୍ରାମର ଲକ୍ଷ୍ମୀଧର ପୂର୍ତ୍ତି । ଲକ୍ଷ୍ମୀଧର ସକାଳେ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ । ମାତ୍ର ଅସାବଧାନତା କାରଣରୁ ଗୋଡ଼ ଖସିଯାଇଥିଲା । ଫଳରେ ପୋଖରୀରେ…

ଡିଆରଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ତଦନ୍ତ ଭାର ନେଇଛି । ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍‌ ଗଠନ ହୋଇଛି । ତଦନ୍ତ…

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ,ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ଉପରେ ଆଲୋଚନା କରିଥିଲେ । ବାଇପାସ ସ୍ଥିତ ସଙ୍ଗମ ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜୁ…

ଆଇପିଏଲ : ୨୮ ମାସ ପରେ ଷ୍ଟାଡିୟମକୁ ଫେରିବେ ଦର୍ଶକ

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ୧୪ତମ ସଂସ୍କରଣର ବଳକା ମ୍ୟାଚ ଖେଳାଯିବ । ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଥିବା ବେଳେ ଆଉ ଏକ ଖୁସି ଖବର ହସ୍ତଗତ ହୋଇଛି । ଏଥର ସୀମିତ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିବା ସୁଯୋଗ ମିଳିବ ବୋଲି ବିସିିସିଆଇ ପକ୍ଷରୁ କୁହାଯାଇଛି । ୨୮ ମାସ ପରେ…

ସୋନୁ ସୁଦଙ୍କ ମୁମ୍ବାଇ ବାସଭବନ, ଅଫିସରେ ଆୟକର ଚଢ଼ାଉ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ କରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରୁଛି । ଏ…

ଘାଟିରେ ଓଲଟିଲା ଟ୍ରକ୍ ,୨ ଆହତ

ଜୟପୁର : ଘାଟିରେ ଓଲଟିଲା ଟ୍ରକ। ଜୟପୁର ଘାଟିରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଫଳରେ ଟ୍ରକ୍ ପାର୍ଶ୍ଵ ଦେଇ ଯାଉଥିବା ଏକ ୧୦୭ ପିକ୍ଅପ୍ ଗାଡି ଓ ବୁଲେଟ ଟ୍ରକ୍ ତଳେ ଚାପି ହୋଇଯାଇଥିଲା । ଫଳରେ ପକ୍ଅପ୍ ଗାଡି ଡ୍ରାଇଭର ବୁଲେଟ ଚକ ତଳେ ଚାପି…

ହନିଟ୍ରାପ୍ ସଜାଇଥିଲା ୪ ଠିକା କର୍ମଚାରୀଙ୍କୁ ସନ୍ଦିଗ୍ଧ ଦେଶଦ୍ରୋହୀ

ବାଲେଶ୍ୱର: ବିଦେଶୀ ରାଷ୍ଟ୍ରଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ଜଣ ଠିକା କର୍ମଚାରୀଙ୍କୁ ଗତକାଲି ବାଲେଶ୍ୱର ଜିଲ୍ଲା ପୋଲିସ ଗିରଫ କରିଥିଲା । ତେବେ ଗିରଫଦାରୀ ପରେ ସମସ୍ତ ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସିଥିବା ଜଣାପଡିଛି ।…

ଆଇସିୟୁରୁ ଜେନେରାଲ ୱାର୍ଡକୁ ଆସିଲେ ମହାନ ଫୁଟବଲ ଖେଳାଳି ପେଲେ

ନୂଆଦିଲ୍ଲୀ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ସାଓ ପାଓଲୋରେ ଆଲବର୍ଟ ଆଇନଷ୍ଟାଇନ ଡାକ୍ତରଖାନାରେ ଅପରେଶନ ସଫଳତାର ସହ ସମ୍ପନ୍ନ ହୋଇଛି । ପେଟରେ ହୋଇଥିବା ଟ୍ୟୁମରକୁ ଡାକ୍ତରମାନେ ସଫଳତାର ସହ କାଢ଼ିବା ପରେ ଏବେ ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡକୁ ଶିଫ୍ଟ କରାଯାଇଛି । ଗତ ସପ୍ତାହରେ…