Latest Odisha News

BREAKING NEWS

Browsing Category

ଫିଚର

ବନ୍ୟା ପାଣିରେ ବୁଡିଲା କାର

ଆଠଗଡ଼ : ବନ୍ୟା ଜଳରେ ବୁଡିଗଲା କାର୍। କଟକ ସମ୍ବଲପୁର ରାସ୍ତାର ଆଠଗଡ଼ ଦହିସେରା ପାଖରେ କାରଟି ବନ୍ୟା ଜଳରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ କାର କୁ ଉଦ୍ଧାର କରି ରାସ୍ତାକୁ ଆଣିଛନ୍ତି । ଦହିସେରା ରାସ୍ତାରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବା ବେଳେ କାରଟି ପାଣିରେ ପଶି…

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ପ୍ରଥମ…

ବିଜେଡିରେ ଯୋଗଦେଲେ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ ପର୍ବ । ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ର ଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତିା ନିଜ…

ବ୍ରାହ୍ମଣୀରେ ଘାଇ, ଲୋକେ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ନଦୀରେ ଘାଇ ।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ। ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ସାହୁପଡ଼ା ଏବଂ ଧାରପୁର ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ…

ବିସ୍ଫୋରଣ ଧୂଆଁ ଆଉ ଗଦା ଗଦା ଶବ ପାଖରୁ ୧୭ ବର୍ଷର ଯୁବକ ବଂଚାଇଲା ୩ ବର୍ଷର ଶିଶୁକୁ

କାବୁଲ: କାବୁଲ ବିମାନବନ୍ଦର ବିସ୍ଫୋରଣରେ ଆତଙ୍କବାଦୀମାନେ ରକ୍ତ ଆଉ ମାଂସର ଖେଳ ଖେଳିଥିଲେ । ତେବେ ଭଗବାନ ଯାହାକୁ ବଂଚାଇବେ ତାକୁ ବା କିଏ ମାରିପାରିବେ । ଏ ଭଳି ଏକ ଘଟଣା ଏବେ ସମ୍ମୁଖକୁ ଆସିଛି । ବିସ୍ଫୋରଣ ପରେ ପରିବାରଠାରୁ ଅଲଗା ହୋଇ ପଡିଥିବା ୩ ବର୍ଷର ଶିଶ ଅଲୀ ଭୟଭୀତ ହୋଇ ପଡିଥିଲା ।…

ପ୍ରିୟଙ୍କା ଲଢ଼ିବେ ବିଧାନସଭା ନିର୍ବାଚନ !

ଲକ୍ଷ୍ନୌ:ଆସନ୍ତା ବର୍ଷ ହେବାକୁ ଥିବା ଉତରପ୍ରଦେଶ ନିର୍ବାଚନ କଂଗ୍ରେସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବା ପାଇଁ ପ୍ରିୟଙ୍କା ଅଂଟା ଭିଡିଛନ୍ତି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋର ପ୍ରିୟଙ୍କାକୁ ଅମେଠି କିମ୍ବା ରାୟବରେଲୀରେ ଭୋଟରେ ଛିଡା…

ହୀରାକୁଦର ୬ଟି ଗେଟ୍ ଖୋଲା, ମହାନଦୀରେ କେଉଁଠି କେତେ ଜଳସ୍ତର ? ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି ବର୍ଷା। କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ତଥାପି ବଢ଼ିଛି। ଉପରେ ମୁଣ୍ଡରେ ବର୍ଷା ଓ ହୀରାକୁଦରୁ ଗେଟ ଖୋଲି ଥିବାରୁ ମହାନଦୀ ଜଳସ୍ତର ବଢୁଛି। ଫଳରେ ନଦୀ ଅବବାହିକା ଅଞ୍ଚଳକୁ ଜାରି ହୋଇଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା…

ବିପଦ ସଂକେତ ଉପରେ ବଢୁଛି ବ୍ରାହ୍ମଣୀ ଓ ଜଳକା

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବଢ଼ିଛି ବିଭିନ୍ନ ନଦୀର ଜଳସ୍ତର। ଜଳକା ଓ ବ୍ରାହ୍ମଣୀ ଫୁଲିଛି। ଯାଜପୁର ଜିଲ୍ଲା ଜେନାପୁରରେ ବ୍ରାହ୍ମଣୀ ନଦୀର ସତର୍କ ସଂକେତ ୨୨ ମିଟର ଥିବାବେଳେ ଏବେ ସେଠାରେ ୨୨ ଦଶମିକ ୬୩ ମିଟର ଉପରେ ପାଣି ପ୍ରବାହିତ ହେଉଛି । ଫୁଲିଛି ଜଳକା ନଦୀ।…

ପାର୍ବଣର ଖୁସି ଛଡାଇବା ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ, ମାଡି ବସିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତର ପାର୍ବଣ ସିଜନରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବିଭିନ୍ନ ରାଜ୍ୟରୁ ୬ଆତଙ୍କବାଦୀଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ଜଣ ପାକିସ୍ତାନରେ ଟ୍ରେନିଂ ନେଇ…

ମୁନିଗୁଡା ପୋଲିସ ଦ୍ବାରା ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା । ୨୨ କିଲୋ ୧୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୁନିଗୁଡା ଥାନା ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଗତିଗୁଡା ଛକ ନିକଟରେ…