Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ତଳମୁହାଁ କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୭୨୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଏବେ ନିମ୍ନଗାମୀ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଲଗାତାର ଦ୍ୱିତୀୟ ଦିନରେ ହଜାରେ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୯୬ ଜଣ…

୭ ବର୍ଷ ପରେ ଲର୍ଡସ ଲଢ଼େଇ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶା ସମ୍ବାର ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୭ବର୍ଷ ପରେ ଐତିହାସିକ ଲର୍ଡସରେ ମ୍ୟାଚ୍ ଜିତିଛି । ଲର୍ଡସରେ ଏହା ହେଉଛି ଟିମ୍ ଇଣ୍ଡିଆର ତୃତୀୟ ବିଜୟ । ଇଂଲିଶ ବାହିନୀକୁ ତା ମାଟିରେ ଧୂଳି ଚଟାଇଛି ଟିମ୍ କୋହଲି । ଦ୍ୱିତୀୟ ଇନିଂସରେ ମହମ୍ମଦ…

କାଲି ଓଡିଶା ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ପୁରୁଷ ଟିମ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ମହିଳା ଦଳ ଅଳ୍ପକେ ସୁଯୋଗ ହାତଛଡା କରିଥିଲେ । ଭାରତୀୟ ହକି ଟିମର ପ୍ରାୟୋଜକ ଓଡିଶା ରହିଛି ।…

ତାଲିବାନ କ୍ଷମତାକୁ ଫେରିବା ପରେ ପ୍ରଥମ ଦେଶ ଭାବେ ପାକିସ୍ତାନର ଖୋଲା ସମର୍ଥନ

ଇସଲାମବାଦ: ଶେଷର ପାକିସ୍ତାନ ତାର ପ୍ରକୃତ ରୂପ ସାମ୍ନାକୁ ଆଣିଲା । ସାରା ବିଶ୍ୱ ଆଫଗାନିସ୍ତାନରେ ତାଲିବାନର କବଜା ନେଇ ଅସନ୍ତୁଷ୍ଟ ଥିଲା ବେଳେ କିନ୍ତୁ ଖୁସି ମନାଇଛି ପାକିସ୍ତାନ । ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାକୁ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ତାଲିବାନ…

ଆଫଗାନିସ୍ତାନ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ଜାରୀ !

କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଏବେ ଆଗାମୀ ଟି୨୦ ବିଶ୍ୱକପରେ ଦଳ ଖେଳିବା ନେଇ ସଂଶୟ ଜାରୀ ରହିଛି । ଅବଶ୍ୟ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପରେ ଜାତୀୟ ଦଳ ଖେଳିବେ ବୋଲି ସ୍ପଷ୍ଟ କରିଛି । ମିଡିଆ ମ୍ୟାନେଜର ହିକମତ ହାସନଙ୍କ ମତରେ ଆମେ ଏଥିପାଇଁ ଦୀର୍ଘ ଦିନ ଅଭ୍ୟାସ…

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ…

ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ବର : ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଲଘୁଚାପ ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି…

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସକୁ ସଫଳତା । ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଚାଲିଲା ବସ ସଫାରି

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ପୁଣି ଚାଲିଲା ବସ ସଫାରି । ଏହାକୁ ଉଦଘାଟନ କରିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାର । ଏହାସହ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି…

ହ୍ବାଇଟ ହାଉସ ଆଗରେ ଆଫଗାନୀଙ୍କ ଜୋରଦାର ବିକ୍ଷୋଭ

ଓ୍ବାଶିଂଟନ : ଆଫଗାନିସ୍ତାନରେ ଏବେ ଚାଲିବ ତାଲିବାନର ରାଜୁତି । ଘନି ସରକାରର ପତନ ପରେ ଏବେ ତାଲିବାନ କବଜାରେ କାବୁଲ । ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ନେଇ ଆରମ୍ଭ ହେଲାଣି ବିରୋଧ । Save us, Save afganistan ନାଁରେ ଦିଆଗଲାଣି ନାରାବାଜି । ହ୍ବାଇଟ ହାଉସ ଆଗରେ ଜୋରଦାର ବିକ୍ଷୋଭ…