Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ରହିଛି ଟିକାକରଣ । କିପରି ସଂକ୍ରମଣକୁ ରୋକାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ଅଭାବ କାରଣରୁ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ପର୍ଯ୍ୟନ୍ତ…

ଜି୭ ବୈଠକରେ ଯୋଗ ଦେବାକୁ ଯାଇଥିବା ଦୁଇ ଭାରତୀୟଙ୍କୁ କରୋନା

ଲଣ୍ଡନ: ଲଣ୍ଡନରେ ଜି୭ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ଜଣ ପ୍ରତିନିଧି କରୋନା ସଂକ୍ରମିତ ଥିବା ଜଣାପଡିଛି । ବର୍ହିବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏ ନେଇ ସୂଚନା ଦେଇଛନ୍ତି । ଆମର ୨ଜଣ ପ୍ରତିନିଧି ସଂକ୍ରମିତ ହୋଇଥିବାରୁ ସମସ୍ତେ ଏବେ ଏକାନ୍ତବାସରେ ରହିଛୁ । ତେବେ ଭର୍ଚୁଆଲ ବୈଠକରେ…

ଫ୍ରାନ୍ସରୁ ଭାରତ ଆସୁଛି ଆଉ ୩ଟି ରାଫେଲ

ନୂଆଦିଲ୍ଲୀ : ଭାରତ ଆସୁଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ୩ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ ଫ୍ରାନ୍ସରୁ ଉଡାଣ ଭରିସାରିଛି । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ୩୧ ମାର୍ଚ୍ଚରେ ୩ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିଲା । ତେବେ…

କଙ୍ଗନାଙ୍କୁ ସ୍ୱାଗତ କଲେ କୁ ଆପ ଫାଉଣ୍ଡର, କହିଲେ ଏଇଟା ତୁମ ଘର

ମୁମ୍ବାଇ:କଙ୍ଗନା ରାନାୱତ ଏବେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ସେ ଯାହା ବି କରୁଛନ୍ତି ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଯାଇଛି । ତେବେ ବିବାଦୀୟ ଟୁଇଟ ନେଇ ଟ୍ୱିଟର ତାଙ୍କ ଆକାଂଉଟ ସସପେଣ୍ଡ କରିଦେଇଛି । କୁଇନ ଏହାର ପ୍ରତିକ୍ରିୟାରେ କହିଥିଲେ ମୋ ନିକଟରେ ଅନେକ ବିକଳ୍ପ ଅଛି । ଏହା…

କରୋନା ପୁଣି କଲବଲ କଲାଣି ଜାପାନକୁ, ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କରୋନାର ପ୍ରକୋପ ଯୋଗୁ ପୁନର୍ବାର…

ଆସନ୍ତାକାଲିଠୁ ହିମାଚଳ ପ୍ରଦେଶରେ ୧୦ ଦିନିଆ କର୍ଫ୍ୟୁ

ସିମଲା : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲାଗିଲାଣି କଟକଣା । ଏହି କ୍ରମରେ ଆସନ୍ତାକାଲିଠୁ ହିମାଚଳପ୍ରଦେଶରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତାକାଲିଠୁ ମେ ୧୬ ତାରିଖ…

ଭୁବନେଶ୍ବରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଉପରମୁହାଁ । ପ୍ରତିଦିନି ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ, ଚିନ୍ତା ବଢ଼ାଇଛି ହଟସ୍ପଟ୍ ପାଲଟିଥିବା ରାଜଧରାନୀ ଭୁବନେଶ୍ବର । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୭୪ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୨୮ ଜଣ ଥିବା ବେଳେ, ଲୋକାଲ କେସ୍…

ତାତିରୁ ସାମାନ୍ୟ ଆଶ୍ବସ୍ତି, ସାରା ରାଜ୍ୟରେ ଖସିଲା ପାରଦ

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ହ୍ରାସ ପାଇଛି ସାରା ରାଜ୍ୟର ତାପମାତ୍ରା । ୪୦ ଡିଗ୍ରୀ ତଳେ ରହିଛି ସାରା ରାଜ୍ୟର ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୨.୩ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ…

ରାଜ୍ୟରୁ ସୁସ୍ଥ ହେଲେ ୬୧୭୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରୁ ପାଖାପାଖି ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୬୧୭୬ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ…

ରାଜଧାନୀରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗ !

ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡିଲେ ଲୁଟ୍ ଓ ଡକାୟତି ମାମଲାରେ ଜଡିତ ବହୁମୁଖୀ ପ୍ରତିଭାଧାରୀ ଲୁଟେରା । ଚଳିତବର୍ଷ ଜାନୁଆରୀ ମାସଠାରୁ ଗିରଫ ୫ ଅଭିଯୁକ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଚଳାଇଥିଲେ ଲୁଟ୍‌ତରାଜ । ଗିରଫ ହେବା ପରେ ସେମାନଙ୍କ ବିରୋଧରେ ୨୫ରୁ ଅଧିକ ଅପରାଧିକ ମାମଲା…