Latest Odisha News

BREAKING NEWS

Browsing Category

ଫିଚର

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର : ରାଜ୍ୟରେ ତାତି କରୁଛି କଳବଲ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେଲାଣି ରାଜ୍ୟ । ଫଳରେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି । ଗୋଟିଏ ପଟେ ପାରଦ ବଢ଼ି ଚାଲିଥିବା ବେଳେ, ଆଜି ୪୦ ଉପରେ ରହିଛି ରାଜ୍ୟର ୯ ସହର । ବୌଦ୍ଧ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବା…

ଫିଟ ମ୍ୟାନ ମିଲିନ୍ଦଙ୍କୁ ବି କରୋନା

ମୁମ୍ବାଇ: ବଲିଉଡର ଫିଟମ୍ୟାନ ଭାବେ ବିବେଚିତ ମିଲିନ୍ଦ ସୋମନ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଅନୁଭବ କରିବାରୁ ସେ ନିଜ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଛି । ସୋସିଆଲ ମିଡିଆରେ ମିଲିନ୍ଦ ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମୁଁ ଏବେ କ୍ୱାରେଂଟାଇନରେ ରହିଛି । ଯଦି…

ଭାରତ ବନ୍ଦ ପାଇଁ କଡ଼ା ସୁରକ୍ଷା, ଘୁଞ୍ଚିଲା ବାଣୀବିହାର ପରୀକ୍ଷା

ଭୁବନେଶ୍ବର : ଆସନ୍ତାକାଲି କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତେବେ ଭାରତ ବନ୍ଦ ଡାକରାକୁ ନେଇ ଲୋକସେବା ଭବନ ଓ ଖାରବେଳ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ ।…

କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର, ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା

ଟୋକିଓ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟ ପରେ ଆରମ୍ଭ ହେବାର ସବୁଜ ସଙ୍କେତ ମିଳିଛି । ଆଜି (୨୫-୦୩-୨୧) ଟୋକିଓ ଅଲିମ୍ପିକ୍ସର ମଶାଲ ଶୋଭାଯାତ୍ରା ଫୁକୁଶିମାରୁ ଆରମ୍ଭ ହୋଇଛି । ଭୂମିକମ୍ପ, ୨୦୧୧ ସୁନାମୀ ଓ ପରମାଣୁ ରିଆକ୍ଟର…

TTPSର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରିବାକୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ବର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଟିଟିପିଏସ୍‌ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍‌.କେ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ : ରାଜ୍ୟରେ କାୟା ମେଲାଇଲାଣି ମହାମାରୀ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ରହିବା ପରେ ଆଜି ଓଡ଼ିଶାରେ ୨ ଶହ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏବେ ପ୍ରଶାସନ ସଜାଗ ହୋଇପଡିଛି । ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଗଲାଣି ପଦକ୍ଷେପ । ଏହି କ୍ରମରେ…

ପରୀ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ : ବହୁଚର୍ଚ୍ଚିତ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଓଡ଼ିଶା ହାଇକୋର୍ଟ । ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି ହାଇକୋର୍ଟ । ଅପରପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ବିସ୍ତୃତ ଷ୍ଟାଟର୍ସ ରିପୋର୍ଟ ସିଲ୍ କଭରରେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଗୋଟିଏ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିବେ ୩ ଷ୍ଟାର କିଡ୍ସ !

ମୁମ୍ବାଇ: ୩ ଷ୍ଟାର କିଡ୍ସ ଗୋଟିଏ ଫିଲ୍ମ ମାଧ୍ୟମରେ ସେମାନଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସେମାନେ ହେଲେ ସଲମାନ ଖାଁଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ, ସନୀ ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ଓ ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ । ରାଜବୀର ଓ ଅଲିଜେହ ଫିଲ୍ମର ହିରୋ ଏବଂ…

ଉଧାର କରି ପ୍ରାର୍ଥୀପତ୍ର ଦାଖଲ କିନ୍ତୁ ପ୍ରତିଶ୍ରୁତିରେ ୩ ମହଲା ଘର, କୋଟିଏ ଟଙ୍କା ଦେବେ

ଚେନ୍ନାଇ: ତାମିଲନାଡୁର ମଦୁରାଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥୁଲମ ସରବରନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଙ୍ଗମାନଙ୍କଠାରୁ ଉଧାର କରି ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ନିର୍ବାଚନ…