Latest Odisha News

BREAKING NEWS

Browsing Category

ଫିଚର

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ମଦ୍ରାସାରେ ମାଡ ଘଟଣା, କେତେ ସତ ?

ଭୁବନେଶ୍ୱର: ଗାଜିଆବାଦ ମାମଲା ପରେ ଏବେ ମଦ୍ରାସାର ଏକ ଭିଡିଓ ଆଲୋଡନ ସୃଷ୍ଟି କରିଛି । ଉତ୍ତରପ୍ରଦେଶରେ ଏକ ମଦ୍ରାସାର ମୌଲବୀ ଜଣେ ଛାତ୍ରକୁ ଅମାନୁଷିକ ଭାବେ ମାଡ ମାରିଥିବା ସୋସିଆଲ୍ ମିଡିଆରେ ଲୋକେ ଦାବି କରିଛନ୍ତି । ହେଲେ ଏହି ଭିଡିଓ ପଛର ସତ୍ୟତା କିଛି ଭିନ୍ନ ରହିଛି ।

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, କଟକ, ଯାଜପୁର ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳ…

ଧାନ କିଣା ପ୍ରସଙ୍ଗରେ କାଲି ଗୃହରେ ଉତ୍ତର ରଖିବେ ମନ୍ତ୍ରୀ

ଭୁବନେଶ୍ବର : ବାରମ୍ବାର ମୁଲତବି ମଧ୍ୟରେ ଚାଲିଥିବା ବିଧାନସଭା ଏକ ରକମ ଶାନ୍ତ ପଡ଼ିଛି । ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ଏଥିସହ ଆସନ୍ତାକାଲି ଧାନ କିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଖାଦ୍ୟ ଓ ଯୋଗାଣ…

ବଚନସୁଧା ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ ଦଣ୍ଡ ରାୟ ଶୁଣାଣି କରିଛନ୍ତି । ଗତ ୨୦୧୩ ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବୀଭତ୍ସ ହତ୍ୟା କରିଥିଲା ସୁରକ୍ଷାକର୍ମୀ ଦୀପ୍ତି ରଞ୍ଜନ…

ରିଲ୍ ଲାଇଫର ଶ୍ରୀରାମ ଧରିଲେ ପଦ୍ମ

ନୂଆଦିଲ୍ଲୀ: ରିଲ ଲାଇଫରେ ଶ୍ରୀରାମଙ୍କ ଭୂମିକା କରି ବେଶ୍ ଲୋକପ୍ରିୟ ହୋଇଥିବା ଅରୁଣ ଗୋଭିଲ ଗୁରୁବାର ବିଜେପିରେ ମିଶିଛନ୍ତି । ଲୋକପ୍ରିୟ ଟିଭି ସିରିୟଲ ରାମାୟଣରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇ ପଡିଥିଲେ । ବିଜେପିରେ ଯୋଗ ଦେବା ପୂର୍ବରୁ ଅରୁଣ ଟୁଇଟ କରିଥିଲେ ସମସ୍ତ ବଡ ଭୂଲ ପଛର…

ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଆଉ ୨ଟି ସିରିଜ ଖେଳିବ

ନୂଆଦିଲ୍ଲୀ:ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଆଉ ୨ଟି ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ବିଚାର କରୁଛି । ଅକ୍ଟୋବର ଶେଷ ସପ୍ତାହରେ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଆୟୋଜନ…

ଦିଲ୍ଲୀ ଚାଲାଣ ବେଳେ ୧୪୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କଟକ: ଓଡ଼ିଶାରୁ ଦେଶ ବିଭିନ୍ନ ରାଜ୍ୟକୁ ବଢୁଛି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ୧କ୍ୱିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏକ ବିଳାସପୂର୍ଣ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।…

ପଞ୍ଜାବରେ ବିଗୁଡୁଛି କରୋନା ସ୍ଥିତି, ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ଚଣ୍ଡୀଗଡ଼: ପଞ୍ଜାବରେ ବଢୁଛି କରୋନା ସଂକ୍ରମଣ । ତାସହ କଟକଣା ବି କଡ଼ାକଡ଼ି ହେଉଛି । ପୂର୍ବରୁ ଜାରି ହୋଇଥିଲା ନାଇଟ୍ କର୍ଫ୍ୟୁ । ଏବେ ରାତ୍ରିକାଳୀନ କର୍ଫ୍ୟୁ ସମୟସୀମାକୁ ବଢ଼ାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାବପଟେନ୍ ଅମରିନ୍ଦର ସିଂହ । ଏଣିକି ରାତି ୧୧ଟା ନୁହେଁ, ରାତି ୯ଟାରୁ…

ବିଜେପି ବିଧାୟକଙ୍କୁ ଆଲୋଚନାରେ କି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠିାଇବା ଓ ବିଧାନସଭା ଅଚଳାବସ୍ଥା ସମ୍ପର୍କରେ ବିଜେପି ବିଧାୟକଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେପି ବିଧାୟକ । ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା…

ଦିଦିଙ୍କ ଖେଲା ହୋବେ, ମୋଦିଙ୍କ ଜବାବ ଖେଲା ଶେଷ ହୋବେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବ୍ୟାଟଲ୍ ଗ୍ରାଉଣ୍ଡ । ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି । ତାଙ୍କୁ ଆଜି…