Latest Odisha News

BREAKING NEWS

Browsing Category

ଫିଚର

ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର

ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ଓଡିଶା। ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। କିଛି ଦିନ ଧରି କମିଯାଇଥିବା ଶୀତର ପ୍ରକୋପ ଏବେ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲୋକେ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବ…

ଝରାଫୁଲ ଡେଥ ମିଷ୍ଟ୍ରି: ୨ୟ ଦିନ ରିମାଣ୍ଡରେ ଅଭିଯୁକ୍ତ ରାକେଶ

ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା। ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି ଯାଜପୁର କୁଆଖିଆ ପୋଲିସ୍। ଆଜି ହେଉଛି ରିମାଣ୍ଡ ର ୨ୟ ଦିନ। ତେବେ ଆଜି ଦ୍ଵିତୀୟ ଦିନର ରିମାଣ୍ଡରେ ଅଭିଯୁକ୍ତ ରାକେଶକୁ ପୋଲିସ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁଁ ୪ ଘଣ୍ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଅପରାହ୍ନ .୪ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା…

କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଅନୁମତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ…

ଲକ୍ଷାଧିକ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ବ୍ୟକ୍ତିଗତ ତଥ୍ୟ ଲିକ୍‌ର ଆଉ ସାଂଘାତିକ ଘଟଣା । ଏକ ୱେବ୍‌ ସାଇଟ୍‌ରେ ଲିକ୍‌ ହୋଇଛି ଲକ୍ଷାଧିକ ଏୟାରଟେଲ୍‌ ସିମ୍‌ ବ୍ୟବହାର କରୁଥିବା ମୋବାଇଲ ଉପଭୋକ୍ତାଙ୍କ ନମ୍ବର ସହ ଆଧାର ତଥ୍ୟ । ଏଥିରେ ବ୍ୟକ୍ତି ବିଶେଷମାନଙ୍କର ଠିକଣା, ସହର, ଘରର ନାଁ, ଆଧାର କାର୍ଡ…

ତଖତ ଫିଲ୍ମକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ ହେଲେ କରନ ଜୋହର

ମୁମ୍ବାଇ:୨୦୧୮ ଅଗଷ୍ଟରେ ଧର୍ମା ପ୍ରଡକ୍ସନ ତଥତ ଫିଲ୍ମର ଜୋରଦାର ଘୋଷଣା କରିଥିଲେ । ମାତ୍ର ଅଢ଼େଇ ବର୍ଷ ଅପେକ୍ଷା କରିବା ପରେ ଶେଷରେ କରନ ଜୋହର ବାଧ୍ୟହୋଇ ତାଙ୍କର ଏହି ମେଗା ପ୍ରୋଜେକ୍ଟ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି । ଫିଲ୍ମଟି ସିଂହାସନ ପାଇଁ କିପରି ମୋଗଲ ଶାସକ ଔରଙ୍ଗଜେବ ଓ ତାଙ୍କ…

ରେପ୍ ମନ୍ତବ୍ୟ ଯୋଗୁ ବିଦା ହେଲେ ଓଡିଶା ଏଫସି କୋଚ ଷ୍ଟୁଆର୍ଟ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ମଙ୍ଗଳବାର ଓଡିଶା ଏଫସି ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବିଦା କରିଛି । କ୍ଲବ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ ସହ ଚୁକ୍ତି ମଧ୍ୟ ବାତିଲ କରାଯାଇଛି । ସୋମବାର ସେ କହିଥିଲେ ଆମର ଜଣେ ଖେଳାଳି ଗଟ ଟୁ ରେପ୍…

୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଘୋଷଣା ହେଲା ୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ୟୁଜିସି ନେଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି । ଜାତୀୟ ପରୀକ୍ଷା ଏଜେନ୍‌ସି ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଏବଂ ୧୭ ମେ ୨୦୨୧ରେ ୟୁଜିସି ନେଟ୍‌ ପରୀକ୍ଷା…

ବଡ ଧରଣର ଡକାୟତି ପାଇଁ ଯୋଜନା ବେଳେ ପହଞ୍ଚିଲା ପୋଲିସ, ୪ ଗିରଫ

ଗଂଜାମ: ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଖଲ୍ଲିକୋଟ ପୋଲିସ । ଆଜି ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬ଟି ପିସ୍ତଲ, ୨ଟି…

ତାପସୀଙ୍କ ଲୁପ ଲପେଟା ଫିଲ୍ମର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବଲିଉଡର ପ୍ରତିଭାବାନ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଲୁପ ଲପେଟା ଫିଲ୍ମର ଫାଷ୍ଟ ଲୁକ୍ ଜାରି କରାଯାଇଛି । ୧୯୯୮ରେ ରିଲିଜ ହୋଇଥିବା ଜର୍ମାନୀର ସୁପରହିଟ ଫିଲ୍ମ ରନ ଲୋଲା ରନର ଏହା ହିନ୍ଦୀ ରିମେକ୍ । ଲୁପ ଲପେଟାର ନିର୍ଦ୍ଦେଶନା ଭାର ଆକାଶ ଭାଟିଆଙ୍କ ଉପରେ ନ୍ୟସ୍ତ ରହିଛି ।…