Latest Odisha News

BREAKING NEWS

Browsing Category

ଫିଚର

ଅଚଳ ହେବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍, ଆରବିଆଇ କଲା ସ୍ପଷ୍ଟ

ଭୁବନେଶ୍ୱର: ସୋସିଆଲ ମିଡିଆରେ ୧୦୦, ୧୦ ଓ ୫ ଟଙ୍କା ଚଳିବନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଲୋକେ ବିବ୍ରତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ବିମୁଦ୍ରୀକରଣ ବେଳେ ଦେଖାଦେଇଥିବା ସମସ୍ୟା ମନକୁ ଆସି ଯାଇଥିଲା । With regard to reports in certain sections of…

+୩ରେ ଆଡମିଶନ ଲାଗି ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡ଼ିଶାର‌େ ଯୁକ୍ତ ତିନିର‌େ ଆଡମିଶନ ଲାଗି ସୋମବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ଜାନୁଆରୀ ୨୯ରୁ ଫେବୃଆରୀ ୨ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡିବ। ତେବେ ମେରିଟ୍ ତାଲିକା…

ଦେବରାଜ ସାହୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୋବାଇଲ ଓ ବନ୍ଧୁକ ସହ ୬୩ଟି ଗୁଳି, ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ଭୋଇ…

ଟାଇଗର ଶ୍ରଫଙ୍କ ମାଆ ଉଠାଇଲେ୯୫ କିଲୋଗ୍ରାମର ଭାର !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ମାଆ ଆୟେଶା ଶ୍ରଫ ୯୫ କିଲୋଗ୍ରାମର ଭାର ଉଠାଇ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛନ୍ତି । ଜ୍ୟାକି ଶ୍ରଫଙ୍କ ପତ୍ନୀଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହେବ । ତଥାପି ଫିଟନେସ ମାମଲାରେ ସେ ପଛରେ ନାହାନ୍ତି । ଜିମ୍‌ରେ ୯୫ କିଗ୍ରାର ଭାର ଉଠାଇବା ପରେ…

ସରକାରୀ ସ୍କୁଲକୁ ପୋଷ୍ୟ ପାଇଁଁ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ, ହାଇକୋର୍ଟର ବିଚାରପତି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ଚିଠି ଲ‌େଖିଛନ୍ତି। ସ୍କୁଲରେ ହିଁ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଆମ…

ବନ୍ଧାହେଲେ ଠକ ସାମ୍ବାଦିକ

ପୁରୀ: ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତା ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା…

ଘୋଷଣା ହେଲା ରାଜମୌଲୀଙ୍କ ବହୁ ପ୍ରତିକ୍ଷୀତ ଆରଆରଆରର ରିଲିଜ ତାରିଖ

ମୁମ୍ବାଇ: ଏସଏସ ରାଜମୌଲୀ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷିତ ଫିଲ୍ମ ଆରଆରଆରର ରିଲିଜ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଯାହାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଫିଲ୍ମର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ,…

୩୨ ବର୍ଷ ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ଶଟପୁଟ ଥ୍ରୋୟର ରେୟାନ

ନ୍ୟୁୟର୍କ: ଆମେରିକାର ଅଲିମ୍ପିକ ଶଟପୁଟ ଚାମ୍ପିୟନ ରେୟାନ କ୍ରାଉସନ ୩୨ ବର୍ଷ ତଳର ପୁରୁଣା ଇଣ୍ଡୋର ବିଶ୍ୱରେକର୍ଡ ଭାଙ୍ଗି ଦେଇଛନ୍ତି । ଆମେରିକାନ ଟ୍ରାକ ଲିଗ ମିଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ରେୟାନ ୨୨.୮୨ ମିଟର ଦୂରତାକୁ ଶଟପୁଟ ଥ୍ରୋ କରିଥିଲେ । ପୂର୍ବରୁ ଏହି ରେକର୍ଡ…

ଦ‌େଶର‌େ କିଭଳି ଥିଲା ସ୍ବାଧୀନତା ପରର ବଜେଟ୍, ମ‌ୋଦି ସରକାର ସମୟର‌େ କ’ଣ ଆସିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ‌ ନିଜର ଐତିହାସିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାର‌େ ରହିଥାନ୍ତି। ଖାଲି ଏତିକି ନୁହ‌େଁ ତାଙ୍କର ପ୍ରଖର ଦୃଷ୍ଟିକ‌ୋଣ ଦେଶର ସାଧାରଣ ବଜେଟ୍ ଉପର‌େ ମଧ୍ୟ ପ୍ରତିଫଳିତ ହ‌ୋଇଥାଏ। ଦେଶରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨…

ବିଜେପିକୁ ଟାର୍ଗେଟ କରି ମମତା ଦେଲେ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖଉଛି ସେତେ ମଜାଦାର କଥା ସାମ୍ନାକୁ ଆସୁଛି । ନେତା ଦଳ ବଦଳ ପରେ ଏବେ ଚାଲିଛି ସ୍ଲୋଗାନ ୱାର । ବିଜେପିର ଜୟ ଶ୍ରୀରାମ ସ୍ଲୋଗାନକୁ ଟାର୍ଗେଟ କରି ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଆଜି ହୁବଳୀରେ କହିଛନ୍ତି ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ…