Latest Odisha News

BREAKING NEWS

Browsing Category

ଫିଚର

କନ୍ନଡ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡର ଲୋକପ୍ରିୟ କଳାକାର ଜୟଶ୍ରୀ ରମୈୟା ବାଙ୍ଗାଲୋରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡିଛି । କନ୍ନଡ ବିଗ ବସରେ…

ସ୍ୱାଧୀନତା ପରବର୍ତ୍ତୀ ବଜେଟରେ କ’ଣ ଆସିଥିଲା ପରିବର୍ତ୍ତନ ?

ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧନତା ପାଇଥିଲା । ୧୯୪୭ ନଭେମ୍ବର ୨୬ ତାରିଖରେ ଉପସ୍ଥାପିତ ହୋଇଥିଲା ଦେଶର ପ୍ରଥମ ବଜେଟ୍‌ । ବିଭିନ୍ନ ସମୟରେ ବଜେଟରେ ଅନେକ ନୂଆ ଘୋଷଣା ହୋଇଛି । ଏମିତି କିଛି ବଜେଟ ଉପରେ ସ୍ପେଶାଲ୍ ରିପୋର୍ଟ । ଦେଶର ପ୍ରଥମ ବଜେଟ୍‌ ଉପସ୍ଥାପନ…

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ୍ ପ୍ରକଳ୍ପ ଆରମ୍ଭ

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିର‌େ ଡାକ୍ତରଖାନା, ସଂଗ୍ରହାଳୟ, ଲାଇବ୍ରେରୀ, କମ୍ୟୁନିଟି ରୋଷେଇ ଘର, ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ରିସର୍ଚ୍ଚ ସେଣ୍ଟର ସହ ଏକ ପବ୍ଲିକେସନ୍ ହାଉସ୍ ମଧ୍ୟ ସାମିଲ। ଇଣ୍ଡୋ-ଇସଲାମିକ୍…

ମାର୍ଚ୍ଚରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି !

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ ଗାନ୍ଧି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି…

ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା । ପୋଲିସ ବିଭାଗରେ ବିଭିନ୍ନ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଗୁଇନ୍ଦା ନିର୍ଦ୍ଦେଶକ ଆର. କେ .ଶର୍ମା ଓ ବିଏସ୍‌ଏପି ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ ।…

ଘରେ ବସି ଡାଉନଲୋଡ୍ କରିପାରିବେ ଡିଜିଟାଲ ଭୋଟର ପରିଚୟପତ୍ର, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ଭୋଟର ପରିଚୟପତ୍ରର ଡିଜିଟାଲ ସଂସ୍କରଣ ଅର୍ଥାତ୍ ଇଲେକ୍ଟ୍ରୋନିକ ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡର ଆରମ୍ଭ ହୋଇଛି । ଏବେ କୌଣସି ବି ବ୍ୟକ୍ତିଙ୍କୁ ଭୋଟର ପରିଚୟପତ୍ରର ହାର୍ଡ କପି ପାଖରେ ରଖିବାକୁ ପଡ଼ିବ ନାହିଁ । ସହଜରେ ମୋବାଇଲ ଓ କମ୍ପ୍ୟୁଟରରେ କେହି ବି ନିଜର ଭୋଟର…

ଚଳିତବର୍ଷ ଯୁକ୍ତ ଦୁଇରେ ରହିବ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନ

ଭୁବନେଶ୍ୱର: ଚଳିତବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସେହିପରି…

ଲକଡାଉନରେ ୩୫ ପ୍ରତିଶତ ବଢ଼ିଛି ଅରବପତିଙ୍କ ସମ୍ପତ୍ତି: ଅକ୍ସଫାମ

ନୂଆଦିଲ୍ଲୀ: କରୋନା କାଳରେ ଦେଶ ଦେଖିଥିଲା ଭୋକର କରୁଣ ଚିତ୍ର । ଲକଡାଉନରେ ବନ୍ଦୀ ହୋଇଥିବା ଭାରତର ଗରିବ ଲୋକ ମୁଠାଏ ଖାଦ୍ୟ ଖାଇବାକୁ ହାତ ପାତୁଥିଲେ । ଜୀବିକା ଚାଲି ଯାଉଥିଲା, ଜୀବନ ବଞ୍ଚାଇବାକୁ ଘରମୁହାଁ ହେଉଥିଲେ ପ୍ରବାସୀ । ହାତରେ ଟଙ୍କା ନଥିବା ବେଳେ ଅନେକଙ୍କ ପେଟକୁ ମିଳୁ…

ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେସେଇପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତାଙ୍କ ନାଁ ଉମେଶ ସେଠ୍ । ସେ କେଲେଣ୍ଡାପାଲି ଗ୍ରାମପଞ୍ଚାୟତ ପିଇଓ ଇନଚାର୍ଜ ବି ଅଛନ୍ତି । ତାଙ୍କ ଏକକାଳୀନ ଉମେଶଙ୍କ ଘର ସମେତ ତିନିଟି ସ୍ଥାନରେ…

ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ଚାଲିଛି କୋଭିଡ୍ ଟିକାକରଣ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ…