Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ

ପୁରୀ: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମକର ଚାଉଳ ଲାଗି କରାଯିବ । ଏଥିନିମନ୍ତେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୌଷମାସ ମାସନ୍ତ ଦିନ ଶ୍ରୀମନ୍ଦିରରେ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ତାଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, 'ପଦ୍ମଶ୍ରୀ ପ୍ରକାଶ ରାଓଙ୍କ…

୮୩ ତେଜସ ଫାଇଟର ବିମାନ କିଣିବା ପାଇଁ ବାୟୁସେନାକୁୂ ଅନୁମତି, ୪୮,୦୦୦କୋଟିର ଅନୁମୋଦନ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ପ୍ରତି ବିପଦକୁ ଆଖି ଆଗରେ ରଖି ଭାରତ ସୈନ୍ୟ ଶକ୍ତି ମଜଭୁତ କରୁଛି । ବୁଧବାର ୮୩ ତେଜସ ଫାଇଟର ବିମାନ କିଣିବାକୁ ସିସିଏସ ଅନୁମତି ପ୍ରଦାନ କରିଛି । ଏହି ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ…

ବିଜୟଙ୍କ ମାଷ୍ଟର ଫିଲ୍ମ ଦେଖିବା ପାଇଁ ସିନେମା ହଲ ନିକଟରେ ପ୍ରବଳ ଭୀଡ, କରୋନା ଭୟ ବି ଛାଡିଗଲା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟଙ୍କ ଅଭିନୀତ ତାମିଲ ଆକ୍ସନ ଡ୍ରାମା ମାଷ୍ଟର ବୁଧବାର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଗତକାଲି ରାତିରୁ ହଲ ଆଗରେ ପ୍ରବଳ ଭୀଡ ଏକତ୍ର ହୋଇଥିଲେ । ଏପରି କି ଫିଲ୍ମ ନିଶାରେ କରୋନା ଭୟ ସମସ୍ତଙ୍କ ଛାଡି ଯାଇଥିଲା ।…

ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପୁନୀତଙ୍କ ବିଶ୍ୱରେକର୍ଡ: ୫୧ ବଲରେ କଲେ ୧୪୬ରନ

ଚେନ୍ନାଇ:ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ମେଘାଳୟ ଦଳର ପୁନୀତ ବିଷ୍ଟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମିଜୋରମ ବିପକ୍ଷରେ ସେ ୫୧ ବଲରେ…

ଜୀବନ ରେସରେ ମୃତ୍ୟୁକୁ ହରାଇଲେ ରେସର ସନ୍ତୋଷ

ରିୟାଦ:ସାଉଦି ଆରବରେ ଡାକାର ରାଲୀ ମୋଟର ସ୍ପୋର୍ଟ୍ସ ରେସ ଅବସରରେ ଭାରତର ରାଇଡର ସିଏସ ସନ୍ତୋଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏପରି କି ସେ କୋମା ଷ୍ଟେଜକୁ ପଳାଇ ଯାଇଥିଲେ । ବୁଧବାର ସନ୍ତୋଷଙ୍କ ଅବସ୍ଥା ସ୍ଥିର ଥିଲା ଏବଂ ସେ ବିପଦମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।…

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି…

ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା…

ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ, ସ୍ପଷ୍ଟୀକରଣ ଦେଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି । ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର…

ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ଉପରେ ମଧ୍ୟ ବିଏମସି ପ୍ରତିବନ୍ଧକ ଲଗାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି…