Latest Odisha News

BREAKING NEWS

Browsing Category

ଫିଚର

ସାଇନା ନେହୱାଲଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ୍!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କର କରୋନା ଟେଷ୍ଟ ରିପୋର୍ଟ ଭୁଲ୍ ଥିବା ନେଇ ସୂଚନା ମିଳିଛି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ମଙ୍ଗଳବାର ଦିନ ସେ ପଜିଟିଭ ଚିହ୍ନଟ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ…

ମୁମ୍ବାଇ ମୁଚ୍ଛଡ ପାନଦୋକାନୀକୁ ଗିରଫ କଲା ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କରୋବାର ଯାଂଚ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ମଙ୍ଗଳବାର ବଡ ସଫଳତା ହାସଲ ହୋଇଛି । ମୁମ୍ବାଇର ମୁଚ୍ଛଡ ପାନଦୋକାନୀ ଭାବେ ନାମ କମାଇଥିବା ରାମଶଙ୍କର ତିୱାରୀକୁ ଏନସିବି ଗିରଫ କରିଛି । ତିୱାରୀଙ୍କ କେମ୍ପ୍ସ କର୍ଣ୍ଣର ଦୋକାନରୁ…

ତୁତାନଖାମୁନଙ୍କ କବରକୁ ନ ଛୁଇଁବା ପାଇଁ କହିଲେ ସ୍ଥାନୀୟ ବାସିନ୍ଦା, ଭୟଙ୍କର ବିପଦ ଆସିବ

କାଇରୋ: ପ୍ରାଚୀନ ମିଶରର ରହସ୍ୟମୟ ରାଜା ତୁତାନଖମୁନଙ୍କ କବରକୁ ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ପାଇଁ ଯୋଜନା ଚାଲିଛି । ସ୍ଥାନୀୟ ବାସିନ୍ଦା ଏଥିନେଇ ଭୟଭୀତ ହୋଇ ପଡିଛନ୍ତି । ସେମାନେ କହିଛନ୍ତି ୩ ହଜାର ବର୍ଷ ହେବ ସେ ଶୋଇ ରହିଛନ୍ତି । ତାଙ୍କୁ ଉଠାଇଲେ ଭୟଙ୍କର ବିପଦ ମାଡି…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…

ଆସନ୍ତୁ ଜାଣିବା କେଉଁ କାରଣ ନେଇ ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନକୁ ଦିଆଗଲା ୧୦୭୫ ବର୍ଷର ଜେଲ୍ ଦଣ୍ଡାଦେଶ

ଇସ୍ତାନବୁଲ : ତୁର୍କୀର ମୁସଲିମ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ଭିନ୍ନ ଭିିନ୍ନ ଅପରାଧ ପାଇଁ ସ୍ଥାନୀୟ କୋର୍ଟ ୧୦୭୫ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨୦୧୮ରେ ସେ ଗିରଫ ହୋଇଥିଲେ । ସେ ଲୋକଙ୍କୁ କଟ୍ଟରପନ୍ଥୀ ହେବା ପାଇଁ ଉସୁକାଉଥିଲେ । ସେ ୧୦୦୦ ଗାର୍ଲଫ୍ରେଣ୍ଡଙ୍କ ସହ ମୌଜ ମସ୍ତିରେ…

ଶୀତ ସହିପାରୁ ନାହାନ୍ତି ଚୀନ ସେନା, ଲଦାଖ ସୀମାରୁ ପଛଘୁଂଚା ଦେଲେ ୧୦ ହଜାର ସୈନ୍ୟ

ଲେହ: ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତରେ ଦେଶ ପାଇଁ ପ୍ରାଣ ଲଗାଇ ଜଗିଛନ୍ତି । ମାତ୍ର ଚୀନ ସେନା ପୂର୍ବ ଲଦାଖରେ ଏହି ଥଣ୍ଡା ସାମ୍ନା କରିପାରି ନାହାନ୍ତି । ଫଳରେ ବାଧ୍ୟହୋଇ ପିଏଲଏ ୧୦ ହଜାର ସୈନ୍ୟଙ୍କୁ ଏଲଏଏସିରୁ ୨୦୦ କିଲୋମିଟର ପଛକୁ ପଠାଇବାକୁ ବାଧ୍ୟ ହୋଇଛି । ତଥାପି ଏବେ ବି ୪୦୦୦୦…

ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି  ସୁପ୍ରିମକୋର୍ଟ। ଏପରିକି ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଏହା ବଳବତ୍ତର ରହିବ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏହି ବେଞ୍ଚ କୃଷି ଆଇନ ଉପରେ ଶୁଣାଣି କରି ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଯେଉଁମାନେ…

ଖୁବଶୀଘ୍ର ରାଜ୍ୟ ସଚିବ ସ୍ତରରେ ଅଦଳବଦଳ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ସୁରେଶ ମହାପାତ୍ର ଓ ଉନ୍ନୟନ କମିଶନର ଭାବରେ ପ୍ରଦୀପ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ବିଭିନ୍ନ ବିଭାଗରେ ସଚିବ ସ୍ତରରେ ଅଦଳବଦଳ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ବିଭାଗରେ ୭-୮ ଜଣ ବରିଷ୍ଠ ଆଇଏଏସଙ୍କ ପଦବୀରେ…

ତାତିଲେ ଜନତା: ବାଲିଗୁଡ଼ାରେ ପୋଲିସ ଲାଠି ଚାର୍ଜ ବିରୋଧରେ ରାସ୍ତାରୋକ

ଫୁଲବଣୀ: ପୋଲିସର ଲାଠି ଚାର୍ଜକୁ ବିରୋଧ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଉତ୍ୟକ୍ତ ଲୋକ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ବିରୋଧରେ ରାସ୍ତାରୋକ କରିଛନ୍ତି ଦଣ୍ଡପଦର ଗାଁ ଲୋକ । ପଥର ପକାଇ ରାସ୍ତା ଉପରେ ଟାୟାର ଜାଳି 59ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଏହି…

୧୬ ତାରିଖରେ ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା । ଆସନ୍ତା ୧୬ ତାରିଖରେ ଟିକାକରଣ ଶୁଭାରମ୍ଭ ହେବ । ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଭ୍ୟାକସିନ୍ ଲଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ,…