Latest Odisha News

BREAKING NEWS

Browsing Category

ଫିଚର

ଫେସ୍‌ବୁକ୍ ସହିତ ଡାଟା ସେୟାରିଂକୁ ନେଇ ହ୍ୱାଟ୍‌ସଅପ୍‌ର ପୁଣି ଏକ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ-ଫେସ୍‌ବୁକ୍ ସହିତ ହ୍ୱାଟସଅପ୍‌ର ଡାଟା ସେୟାରିଂ ବିବାଦ ଏବଂ ଏହି କାରଣରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନେଇ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛି ହ୍ୱାଟସଅପ୍ । ଏହି ସୋସିଆଲ୍ ମିଡିଆ ସଂସ୍ଥା ପକ୍ଷରୁ କୁହା ଯାଇଛି ଯେ, ଫେସ୍‌ବୁକ୍ ସହିତ ଡାଟା ସେୟାରିଂ କଲେ ମଧ୍ୟ ପରିବାର…

ରାଜ୍ୟରୁ ୨୪ ଘଣ୍ଟାରେ ୨୨୪ କରୋନା ପଜିଟିଭ୍, ପାଞ୍ଚ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ତିନି ଶହରୁ କମ୍ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୬ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୯୪ଟି । ୨୫…

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ଟ୍ରକ ଛାଡ଼ି ପଳାଇଲେ ମାଫିଆ

ରାୟଗଡ଼ା: ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ । ଟ୍ରକରେ ଭର୍ତ୍ତି ହୋଇ ଚାଲାଣ ହେଉଥିଲା । ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଟ୍ରକ୍‌ରୁ ଜବତ ହୋଇଛି ୧୬ଶହ ୨୨ କିଲୋଗ୍ରାମର ଗଞ୍ଜେଇ । ଯାହାର ମୂଲ୍ୟ ଦେଢ଼େ କୋଟି ଟଙ୍କା ହେବ । ୫୬ଟି ପ୍ୟାକେଟ କରି…

ସାଇନା ନେହୱାଲଙ୍କୁ କରୋନା, ଚାମ୍ପିଅନସିପ୍ ଖେଳିବାକୁ ଯାଇଥିଲେ ଥାଇଲାଣ୍ଡ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ତାଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନ କରାଯାଇଛି। ତେବେ ଏହା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ…

ଭୁବନେଶ୍ୱର-ପୁନେ ମଧ୍ୟରେ ଖୁବଶୀଘ୍ର ଏୟାର ଏସିଆ ବିମାନ ସେବା

ଭୁବନଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଉଡ଼ିବ ବିମାନ । ଭୁବନେଶ୍ୱର-ପୁଣେ ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ…

ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁ ଘଟଣା, RSPକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି। ଗ୍ୟାସ ଲିକ ଘଟଣାରେ ପରିବେଶରେ କ'ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ…

ଗଞ୍ଜା ଲଢ଼େଇ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ମାଲକାନଗିରି: ଗଞ୍ଜା ଲଢେଇ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ । ପୋଲିସ ଉପରକୁ ଆକ୍ରମଣ କଲେ ଗ୍ରାମବାସୀ । ଆକ୍ରମଣରେ ଜଣେ ଏସଡିପିଓଙ୍କ ସମେତ ୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ୩୦ରୁ ଅଧିକ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୧୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା…

ଦେଶରେ ୧୨ ହଜାରକୁ ଖସିଲା ଦୈନିକ କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଖସୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୫୮୪ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୭୯ହଜାର ୧୭୯କୁ ବୃଦ୍ଧି ପାଇଛି ।…

ପାରାଦୀପରେ ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ

ପାରାଦୀପ: ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ସମୁଦ୍ର ଉପକୂଳରେ ସୁରକ୍ଷା କଡାକଡି ବାହ୍ୟଶତ୍ରୁ ମୁକାବିଲାରେ ସବୁ ବିଭାଗରେ ସମନ୍ୱୟ…