Latest Odisha News

BREAKING NEWS

Browsing Category

ଫିଚର

ଗଳା କାଟି ବୀଭତ୍ସ ହତ୍ୟା, ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ । ଗଳା କାଟି ମହିଳାଙ୍କୁ ନିର୍ମମ ହତ୍ୟା । ବାଉଶ ବୁଦା ମୂଳରେ ବେକ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ । ମୃତକଙ୍କ ନାଁ ରାଧାରାଣୀ ମହାନ୍ତି ।…

ବିଷାକ୍ତ ମଦ ନେଲା ଜୀବନ; ୧୦ମୃତ ୨୫ରୁ ଉର୍ଦ୍ଧ୍ବ ଗୁରୁତର

ପୁଣେ: ବିଷାକ୍ତ ମଦ ପିଇ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ପ୍ରାୟ ୧୦ ଜଣ ପ୍ରାଣ ହରାଇବା ସହ ୨୫ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏହା ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ…

ଦେଶବ୍ୟାପୀ ଟିକା ପରିବହନ, ବିଭିନ୍ନ ରାଜ୍ୟକୁ ପଠାଯାଉଛି ୫୬ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଆରମ୍ଭ କରିବ ଭାରତ । ଟିକାକରଣ ପୂର୍ବରୁ ଆରମ୍ଭ ହୋଇଛି ଟିକା ପରିବହନ । ଆଜି ଦେଶର ବିଭିନ୍ନ ରାଜ୍ୟକୁ ପରିବହନ ଆରମ୍ଭ ହୋଇଛି । ପୁଣେରୁ ବିମାନ ଯୋଗେ ପଠାଯାଉଛି ୫୬.୫ଲକ୍ଷ ଡୋଜ୍ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର…

ବାଇଡେନଙ୍କ ଶପଥ ପୂର୍ବରୁ ଆମେରିକାରେ ସଶସ୍ତ୍ର ବିକ୍ଷୋଭ !

ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ସଶସ୍ତ୍ର ଆନ୍ଦୋଳନ ଦେଖା ଦେଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦେଶର ଅଗ୍ରଣୀ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅପ୍ ଇନଭେଷ୍ଟିଗେସନ (ଏଫବିଆଇ) ଜାନୁଆରି ୨୦ରେ ଜୋ ବାଇଡେନ ଆମେରିକାର…

ଆଜି ଓଡ଼ିଶାରେ ପହଞ୍ଚିବ ‘କୋଭିସିଲ୍ଡ’ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ପରିବହନ । ବିଭିନ୍ନ ରାଜ୍ୟକୁ ସେରମ୍ ଇନଷ୍ଟିଚ୍ୟୁଟର କୋଭିଡସିଲ୍ଡ ଟିକା ପରିବହନ ଆରମ୍ଭ ହୋଇଛି । ଆଜି ପୁଣେରୁ ଭୁବନେଶ୍ୱରକୁ ଆସିବ କୋଭିସିଲ୍ଡ ଟିକା । ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ…

ଟ୍ରମ୍ପଙ୍କ ବିରୋଧରେ ପୁଣି ମହାଭିଯୋଗ ପ୍ରସ୍ତାବ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି କହି ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ହାଉସ୍ ଅଫ୍‌୍…

ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

କଟକ: ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ଉନ୍ମତ୍ତକାଣ୍ଡ । ଘର ଆଗରେ ବୋମାମାଡ଼ କରି ପ୍ରଥମେ ଲୋକଙ୍କୁ ଭୟଭୀତ କଲେ । ତାପରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ ଏଭଳି ଡକାୟତି…

ଦିଲ୍ଲୀରେ ପହଁଚିଲା ସେରମ୍ ଇନଷ୍ଟିଚ୍ୟୁଟ୍‌ର ଭାକସିନ୍ ଗାଡି

ଦିଲ୍ଲୀ: ଆସନ୍ତା ଜାନୁଆରୀ ୧୬ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ଏହାକୁ ନଜରରେ ରଖି ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆର ପୁଣେ ସ୍ଥିତ ଲ୍ୟାବରୁ ଆସିଥିବା ଭାକସିନକୁ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ବେଳେ ପ୍ରଥମେ ଏହା ରାଜଧାନୀ ଦିଲ୍ଲୀରେ ପହଁଚିଛି । ସେଠାରୁ ଦେଶର…

ଚଳିତ ବର୍ଷ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ରେ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ସୋମବାର ଦିନ ଯାତ୍ରା କରିଥିଲେ।…

ଆଜି ଜାତୀୟ ଯୁବ ଦିବସ; କାହିଁକି ଓ କେବେଠୁ ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ସ୍ୱାମୀ ବିବେକନନ୍ଦଙ୍କ ଜନ୍ମ ଦିନ । ସ୍ୱାମୀଜୀଙ୍କ ଜନ୍ମଦିନକୁ ସାରା ଦେଶରେ ଯୁବ ଦିବସ ରୂପେ ପାଳନ କରାଯାଏ । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମେ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅନୁଯାୟୀ, କେବଳ…