Latest Odisha News

BREAKING NEWS

Browsing Category

ଫିଚର

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ଶ୍ରୀନିବାସ ଶତପଥୀ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ହରଗୌରାଷ୍ଟକମ୍‍, ଯାହାର…

ରାଜ୍ୟରେ ଟିକାକରଣ ସଫଳ, ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଭୁବନେଶ୍ୱର: ପ୍ରଥମ ଦିନରେ ରାଜ୍ୟରେ କରୋନା ଟିକାକରଣ ସଫଳତାର ସହ ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଯେଉଁଥିରେ ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଆସନ୍ତା ୧୦ ଦିନ ମଧ୍ୟରେ ପଞ୍ଜୀକୃତ ହୋଇଥିବା…

ଅବମାନନା: ମାଆ ସରସ୍ୱତୀଙ୍କ ପ୍ରତିମା ଥିବାରୁ ପୁରସ୍କାର ନେଲେନି ମରାଠୀ କବି ଯଶବନ୍ତ

ନାଗପୁର: ମାଆ ସରସ୍ୱତୀଙ୍କ ପ୍ରତିମା ଥିବାରୁ ମରାଠୀ ସାହିତ୍ୟ କବି ଯଶବନ୍ତ ମନୋହର ପୁରସ୍କାର ନେବାକୁ ମନା କରି ଦେଇଛନ୍ତି । ଯାହା ଫଳରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ବିଦର୍ଭ ସାହିତ୍ୟ ସଂଘ ପକ୍ଷରୁ ଯଶବନ୍ତଙ୍କୁ ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ପାଇଁ…

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି, ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିଥିବା ବେଳେ ୭ଟି ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସନ୍ଧ୍ୟା ବୁଲେଟିନ ଅନୁଯାୟୀ ୫ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ତନ୍ମଧ୍ୟରେ…

କୃଷି ନିୟମକୁ ବିରୋଧ କରି ଅକାଳୀ ଦଳରେ ମିଶିଲେ ବିଜେପିର ୧୦ ବରିଷ୍ଠ ନେତା

ଚଣ୍ଡୀଗଡ: କୃଷି ଆଇନ ନେଇ ପଞ୍ଜାବର ବିଜେପି ନେତାମାନେ ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି । ଯାହା କି ଦଳ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଶନିବାର ବିଜେପିର ୧୦ ବରିଷ୍ଠ ନେତା ଶିରୋମଣୀ ଅକାଳୀ ଦଳରେ ମିିଶିଛନ୍ତି । ବଥିଣ୍ଡା ଜିଲ୍ଲାରେ ଏସଏଡିର ସଭାପତି ସୁଖବୀର ସିଂ ବାଦଙ୍କ…

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ୫୩% ଟିକାକରଣ ପଞ୍ଜିକୃତ

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ୫୩% କରୋନା ଟିକାକରଣ ପଞ୍ଜିକରଣ ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦିପ୍ତ କୁମାର ମହାପାତ୍ର କହିଛନ୍ତି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮୧% ଟିକାକରଣ ହୋଇଥିବା ବେଳେ ସୋନପୁରରେ ସର୍ବନିମ୍ନ ୩୧% ଟିକା…

୧୪ ବର୍ଷ ପରେ ପାକିସ୍ତାନରେ ପଂହଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

ଲାହୋର: ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନରେ ଶନିବାର ପଂହଚିଛି । ୨୦୦୭ରେ ଦଳ ଶେଷ ଥର ପାକିସ୍ତାନ ଗସ୍ତରେ ଯାଇଥିଲା । ସେ ସମୟରେ ଭ୍ରମଣକାରୀ ଦଳ ୧-୦ରେ ସିରିଜ ଜିତିଥିଲା । ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ୨୦୦୯ରେ…

ଅଷ୍ଟ୍ରେଲିଆନ ଓପନ ଆୟୋଜନ ନେଇ ସନ୍ଦେହ ବଢ଼ିଲା, ଆଉ ୩ ଖେଳାଳି କରୋନା ସଂକ୍ରମିତ

ମେଲବୋର୍ଣ୍ଣ: କରୋନା ମହାମାରୀ ଯୋଗୁ ପୁନର୍ବାର ଅଷ୍ଟ୍ରେଲିଆନ ଓପନ ଟେନିସ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଟୁର୍ଣ୍ଣାମେଂଟର ୨୨ ଦିନ ପୂର୍ବରୁ ଖେଳାଳି ଓ ଷ୍ଟାଫଙ୍କୁ ସମସ୍ତ କଟକଣା ସହ ୨ଟି ଚାର୍ଟଡ ପ୍ଲେନରେ ଅଣା ଯାଇଥିଲେ ମଧ୍ୟ ୩ଜଣ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଏହା ପରେ…

ଝରିଗାଁ ଓ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର/ମାଲକାନଗିରି: ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ । ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର…

ମାର୍ଚ୍ଚ ଯାଏଁ ବଢିଲା ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପ୍ରାୟ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜାଣନ୍ତୁ, କେଉଁ ସବୁ ଟ୍ରେନ୍-  ୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର…