Latest Odisha News

BREAKING NEWS

Browsing Category

ଫିଚର

ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ସୌରଭଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୯ ବର୍ଷୀୟ ସୌରଭ ଫାଇନାଲ୍ସରେ ୨୪୬.୯ ପଂଏଟ ସ୍କୋର କରିଥିଲେ । ପୂର୍ବରୁ ଉତର କୋରିଆର କିମ ସୋଙ୍ଗ(୨୪୬.୫)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ସୌରଭ ୬୦…

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ।ଗାଁ ଲୋକ…

ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ

ନୂଆଦିଲ୍ଲୀ: ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ବେଶ ବାହା ବାଃ ସାଉଁଟୁଛନ୍ତି ଏରିୟଲ ୟୁନିଭରସିଟି ଅଫ କାଲିଫୋର୍ଣ୍ଣିଆର ୨୨ ବର୍ଷୀୟା ଛାତ୍ରୀ ଏରିୟଲ । କ୍ୱାରେଂଟାଇନରେ ଥିବା ବେଳେ ତାଙ୍କ ସମୟ କଟୁ ନ ଥିଲା । ତାଙ୍କର ଜଣେ ସାଙ୍ଗ ମଜାରେ ଶପିଂ ବ୍ୟାଗରୁ ପୋଷାକ କରି ପିନ୍ଧ…

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ କମିଲା, ମୁମ୍ବାଇ ଇଣ୍ଡିଆନ୍ସର ଫାଇଦା

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ଏଥି ଯୋଗୁ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ପ୍ରଭାବିତ ହୋଇଥିଲା । ୨୦୧୯ ତୁଳନାରେ ଏହା ୨୨ ପ୍ରତିଶତ ତଳକୁ ଖସି ଆସିଛି । ୨୦୧୯ରେ ଏହାର ଭାଲ୍ୟୁ ୪୭ହଜାର କୋଟି ଥିବା ବେଳେ ଏଥର ୩୨ ହଜାର…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୧୭୮ କରୋନା ପଜିଟିଭ୍, ପଶ୍ଚିମ ଓଡ଼ିଶାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୫ଟି । ୨୨ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ପଶ୍ଚିମ ଓଡ଼ିଶା ଜିଲ୍ଲାରୁ ଅଧିକ ନୂଆ…

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା…

ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ତାଙ୍କ ନାଁ ରବି ଦୁଲ୍ଲା । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ…

ଟିକାକରଣ ଫିଡବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟିକା ନେଉଛି ଓଡିଶା । ଆଜିଠାରୁ ରାଜ୍ୟବ୍ୟାପୀ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେଇଥିବା ବ୍ୟକ୍ତି ନିଜ ଅନୁଭୂତି ବଖାଣିଛନ୍ତି । ସେମାନଙ୍କୁ ବ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ ଅବଜରଭେସନ ରୁମ୍‌ରେ ଅଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ହାର୍ଦ୍ଦିକ ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ପିତୃ ବିୟୋଗ

ଅହମ୍ମଦାବାଦ: ପରଲୋକରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ବାପା । ଆଜି ସେମାନଙ୍କର ବାପା ହିମାଂଶୁ ପାଣ୍ଡ୍ୟାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବରୋଦରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ…