Latest Odisha News

BREAKING NEWS

Browsing Category

ଫିଚର

ସ୍ୱାମୀ ନା ସଇତାନ !

ରାଇରଙ୍ଗପୁର: ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗାଁରେ । ଏହି ଘଟଣାରେ ଅଭିୟୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଗାଁର…

୯୨ ବର୍ଷ ପରେ ନିଲାମ ହେଲା ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ କ୍ୟାପ

ସିଡନୀ:ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ ମ୍ୟାଚ କ୍ୟାପ ମଙ୍ଗଳବାର ୯୨ ବର୍ଷ ପରେ ନିଲାମ ହୋଇଛି । ବିଜନେସମ୍ୟାନ ଓ ରୋଡ ମାଇକ୍ରୋ ଫୋନ୍ସର ଫାଉଣ୍ଡର ପିଟର ଫ୍ରିଡମ୍ୟାନ ଏହି କ୍ୟାପକୁ ୨.୫୧ କୋଟି ଟଙ୍କା ନିଲାମରେ ଆଣିଥିଲେ । ୧୯୨୮ରେ…

ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଆର୍ ଆଣ୍ଡ ‌ବି ଡିଭିଜନ୍‌ର ବରିଷ୍ଠ କିରାଣିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ଅସିତ କୁମାର ନାୟକ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଭୁବନେଶ୍ୱର ଡୁମଡୁମାରେ ଥିବା…

କଟକରୁ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ଟମାଟୋ ସସ୍ । ନକଲି ଘିଅ, ତେଲ ପରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । କୌଣସି ସୂତ୍ରରୁ…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ନେଇଛି ଆଉ ୪ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୪ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୭୦ବର୍ଷୀ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲାରୁ ଜଣେ ୭୨ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି । Regret…

ରାଜ୍ୟରୁ ଦିନକରେ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୭୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଦୈନିକ ସଂକ୍ରମଣ ଚାରି ଶହ ଭିତରେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୩୫ଟି ରହିଛି । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ନୟାଗଡ଼ ନାବାଳିକାଙ୍କୁ ହତ୍ୟା ପରେ ଦୁଷ୍କର୍ମ, ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ: ଅରୁଣ ବୋଥ୍ରା

କଟକ: ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗିରଫ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ । ନାବାଳିକାଙ୍କୁ ହତ୍ୟା କରିବା ପରେ ଦୁଷ୍କର୍ମ କରାଯାଇଛି । ପ୍ରେସମିଟରେ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ଜେରା ବେଳେ ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ…

ପୁଅ ପରେ ବାପା: ଆକାଶଙ୍କ ପରେ ଅଭୟକାନ୍ତ ପାଠକଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର: ପୁଅ ପରେ ରିମାଣ୍ଡରେ ଯିବେ ବାପା । ଆକାଶ ପାଠକଙ୍କ ପରେ ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କ ବାପା ତଥା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏଥିପାଇଁ ଦୁଇ ଦିନ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ସ୍କାଏ କିଙ୍ଗ ଟ୍ରାଭେଲ…

ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଉଛି ଏସଆଇଟି, ମିଳିପାରେ ଅଧିକ ତଥ୍ୟ ପ୍ରମାଣ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଏସଆଇଟି । ଅଧିକ ପଚରାଉଚରା ପାଇଁ ଆଜିଠାରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଇବା ଆରମ୍ଭ ହୋଇଛି । ଏସଆଇଟି ଉପସ୍ଥିତିରେ ପୋଖରୀରୁ ପାଣି ବାହାର କରାଯାଉଛି…

ଜାଡ଼ ଭାଙ୍ଗି ଦେଉଛି ହାଡ଼: ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ଶୀତ ଲହରି

ଭୁବନେଶ୍ୱର: ଶୀତ ଚାଦର ଭିତରେ ଥରୁଛି ଓଡ଼ିଶା । ପାରଦ ଖସୁଛି । ବଢୁଛି ଥଣ୍ଡା । ରାଜ୍ୟରେ ପ୍ରବଳ ଶୀତ ଲହରି । ଫୁଲବାଣୀରେ ୪ଡିଗ୍ରୀକୁ ଖସିଛି ସର୍ବନିମ୍ନ ତାପମାତ୍ରା । ଅନୁଗୁଳରେ ତୀବ୍ର ଶୀତ ଲହରି । ଏନେଇ ପାଣିପାi ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳ ସମେତ ଛଅଟି ଜିଲ୍ଲା…